Скачать
ମୋ ସ୍ୱାମୀଙ୍କୁ କହୁଥିଲା ବାହାହେବ, କଟୁରୀରେ ହାଣିଦେଲି ।
Автор: News Odisha 24
Загружено: 2025-05-06
Просмотров: 8
Описание:
ଗତ ୪ ତାରିଖ ଜଙ୍ଗଲ ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଫିଟିଛି ରହସ୍ୟ। ମୃତକ ମହିଳା ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀକୁ ଭଲ ପାଇ ପାଖରେ ରଖିବାକୁ ଚେଷ୍ଟା କରିବାରୁ ଘଟିଛି ଏହି ହତ୍ୟାକାଣ୍ଡ। କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲ ରୁ ରବିବାର ଦିନ ମାଦେ ସିଂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ହତ୍ୟା କରିଥିବା ସେ ନିଜେ କହିଛି ।
#24News #OdishaNews #OdiaNews
#Live #OdiaNews #OdishaNews #24News
🗣 Don't Forget to Follow👍& Subscribe👆 Odisha's Best Odia News Channel #NewsOdisha24
Thanks & Regards.
www.newsodisha24.co.in
#ସବୁଠାରେ_ସବୁ_ସମୟରେ
#NewsOdisha24 Phone : 06742571555
Доступные форматы для скачивания:
Скачать видео mp4
-
Информация по загрузке: