ପୁରି ପରଟା ସହିତ ଖାଇବା ପାଇଁ ଗୋଟିଏ ଥର ପ୍ରସ୍ତୁତ କରନ୍ତୁ ବୁଟ ଡାଲମା || Chana Dalma recipe || Odia
Автор: Swetalana Rath
Загружено: 2025-12-26
Просмотров: 24
ପୁରି ପରଟା ସହିତ ଖାଇବା ପାଇଁ ଗୋଟିଏ ଥର ପ୍ରସ୍ତୁତ କରନ୍ତୁ ବୁଟ ଡାଲମା || Chana Dalma recipe || Odia
#butadalma
#dalmarecipe
#odiarecipe
Radhe Radhe 🙏
ଅତି ସହଜ ରେ ପ୍ରସ୍ତୁତ କରନ୍ତୁ ବୁଟ ଡାଲମା ।ପ୍ରଥମ ରେ ଲଙ୍କା ଓ ଜିରା କୁ ଭାଜି ଗୁଣ୍ଡ କରି ରଖନ୍ତୁ ।ବୁଟ ଡାଲି କୁ ସିଝାଇବେ।ଡାଲି ଅଧା ସିଝିଲା ବେଳକୁ ଆଳୁ ଓ କଖାରୁ କଟା ପକେଇବେ ।ସବୁ ସିଝିଗଲେ ଓହ୍ଲାଇ ରଖିବେ ।ସବୁ ଭଲ ସେ ସିଝି ଥିବ ,ହେଲେ ଯେପରି ମିଳାଇ ନ ଥିବ ।ତେଲ କୁ କଡେଇରେ ଗରମ କରନ୍ତୁ।ତେଲ ଗରମ ହେଇଗଲେ ସେଥିରେ ଫୁଟଣ ଫୁଟାନ୍ତୁ ,ଫୁଟଣ ଫୁଟିଗଲେ ଅଦା ପକାନ୍ତୁ ।ଟିକେ ଭାଜି ହେଇଗଲେ ସେଥିରେ ଡାଲି କୁ ଢାଳି ଦିଅନ୍ତୁ ।ଲୁଣ ହଳଦି ଗୁଣ୍ଡ ସେଥିରେ ଦିଅନ୍ତୁ।ଡାଲି ଫୁଟି ଆସିଲେ ସେଥିରେ ଜିରା ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ।ଧନିଆପତ୍ର ଓ ଗୋଟେ ଚାମଚ ଘିଅ ପକାଇ ଗୋଳାଇ ନେଇ ଓହ୍ଲାଇ ଦିଅନ୍ତୁ।
ଆପଣ ସମସ୍ତେ ଗୋଟିଏ ଥର ମୋ style ରେ ଏହି ସ୍ବାଦିଷ୍ଟ ଡାଲମା କୁ ପ୍ରସ୍ତୁତ କରନ୍ତୁ ।ଯଦି ଆପଣ ସମସ୍ତ ଙ୍କୁ ଭଲ ଲାଗୁଥିବ like share subscribe କରିବାକୁ ଭୁଲିବେନି
ingredients:
chana dal 1cup
potato 3
pumpkin 250 gm
ginger
jeera 1tsp
oil 2tsp
panchfutan 1tsp
green chilli 2
salt as per taste
red chilli 4
ghee 1tsp
Coriander leaves
buta dalma
dalma
chana dalma
dalma recipe in odia
odia dalma recipe
recipe in odia
dal recipe
no onion garlic dalma recipe
Prasad recipe
side dish for Roti puri and paratha
healthy recipes
easy and tasty recipe
Lunch and dinner recipe
dal fry
dal
dali
dalma
dalana
Доступные форматы для скачивания:
Скачать видео mp4
-
Информация по загрузке: