ଅମର କହିଲେ ‘ମୁଁ ବାହା ହେବି’...Indian-Returnee Sejal John From America । Baleswar News। Love Story
Автор: News18 Odia
Загружено: 2025-11-25
Просмотров: 901
ପ୍ରେମ ପାଇଁ ପାଳିତା ମାଆଙ୍କୁ ପର କରିଦେଲେ । ଆମେରିକାରୁ ଓଡ଼ିଶାକୁ ଫେରି ଆସିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ କହିଲେ, ନିଜର ପ୍ରେମକୁ ପାଇବା ପାଇଁ ସେ ମିଛ ନାଟକ କରିଥିଲେ । ତାଙ୍କ ପାଳିତା ମାଆ ବହୁତ ଭଲ, ତାଙ୍କୁ ଛାଡ଼ି ଦିଆଯାଉ । ଗୋଟିଏ ପଟେ ପ୍ରେମ ପାଇଁ ଆମେରିକାରୁ ଓଡ଼ିଶା ଫେରି ଆସିଲେ ସିଜଲ । ହେଲେ ଏବେ ପ୍ରେମିକ କୁହାଯାଉଥିବା ଅମର କରିବେ କ’ଣ? ତା’ ଉପରେ ରହିଛି ସମସ୍ତଙ୍କ ନଜର...
She gave away their foster mother for love. She returned to Odisha from America. After reaching Bhubaneswar, She said that She had staged a false drama to get their love. Her foster mother is very kind, she should be let go. For love, She returned to Odisha from America. But now, what will Amar, who is being called the lover, do? Everyone's eyes are on that... #IndianReturnee #SejalJohnNews #LoveStory #AmericaToOdisha #News18Odia #OdiaNews #odishanews #oriyanews #breakingnews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Доступные форматы для скачивания:
Скачать видео mp4
-
Информация по загрузке: