ଆଖି ନାହିଁ ... ଗୁହାରି ଶୁଣ ଭାବଗ୍ରାହୀ || Blind Snger|| Sumanta Kandi|| Bhaktara Jagannatha||
Автор: Bhaktara Jagannatha
Загружено: 2025-02-05
Просмотров: 798
ଜନ୍ମରୁ ଦୃଷ୍ଟିଶକ୍ତି ଦେଇନାହାନ୍ତି ମହାପ୍ରଭୁ , କିନ୍ତୁ କଣ୍ଠଟିଏ ଦେଇଛନ୍ତି। ମହାପ୍ରଭୁଙ୍କୁ ଭରସା କରି ଜୀବନର ବାଟ ଚାଲିଛନ୍ତି ଅସ୍ତରଙ୍ଗର ସୁମନ୍ତ କାଣ୍ଡି । ନୀତି ପ୍ରଭୁଙ୍କ ଭଜନ ଗାଇ ଭିକ୍ଷା ମାଗନ୍ତି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାନ୍ତି । ସୁମନ୍ତଙ୍କ କଣ୍ଠରୁ ଗୀତ ଶୁଣିଲେ ଆଖିରୁ ଲୁହ ଚାଲିଆସିବ.....
#blindsinger #odiasinger #jagannathabhajana #lordjagannatha #odisha
Доступные форматы для скачивания:
Скачать видео mp4
-
Информация по загрузке: