Exclusive Interview With OAS Qualified Mahendra Jena ||OAS|| 45 Years Old ||OPSC||OR
Автор: Odisha Reporter
Загружено: 2025-10-11
Просмотров: 4248
ସ୍ବପ୍ନ ଦେଖିବା ଛାଡ଼ି ଦେଇଛନ୍ତି କି ? ବାରମ୍ବାର ବିଫଳ ହେବା ପରେ ମନୋବଳ ଭାଙ୍ଗି ଗଲାଣି କି ? ଲୋକଙ୍କ ଟାହିଟାପରା ଶୁଣିଶୁଣି ଇଚ୍ଛା ଶକ୍ତି ମରି ଗଲାଣି କି ? ଯଦି ଆପଣଙ୍କ ସହ ଏମିତି ଘଟିଛି ତେବେ ସାମ୍ନାରେ ଥିବା 45 ବର୍ଷୀୟ ମହେନ୍ଦ୍ର ଜେନାଙ୍କ କଥା ଶୁଣନ୍ତୁ ଆଉ ଦେଖନ୍ତୁ। ଜୀବନରେ କିଛି କରିବା ପାଇଁ ଚାହୁଁଥିଲେ ବୟସ କିଛି ମାଇନା ରଖେନି। କେବଳ ଇଚ୍ଛାଶକ୍ତି ଥିବା ଦରକାର। 45 ବର୍ଷରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମହେନ୍ଦ୍ର ଜେନା କଣ କହୁଛନ୍ତି ଶୁଣନ୍ତୁ। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: https://www.instagram.com/odisharepor... #ExclusiveInterview #OASQualified #MahendraJena #OPSC #45YearsOld

Доступные форматы для скачивания:
Скачать видео mp4
-
Информация по загрузке: