“Odia Swada Sambalpur Hotel | ସମ୍ବଲପୁରରେ ଓଡ଼ିଆ ସ୍ୱାଦ ର ଆସଲି ମଜା 🍛 | Odisha Traditional Food Vlog”
Автор: SN SPARK
Загружено: 2025-10-09
Просмотров: 23870
ନମସ୍କାର ସମ୍ବଲପୁର! 🙏
ଆଜି ଆମେ ଆସିଛୁ Odia Swada Sambalpur Hotel ରେ — ଯେଉଁଠି ମିଳେ ଓଡ଼ିଆ ସଂସ୍କୃତି ଓ ସ୍ୱାଦ ର ଖାସ ମିଶଣ।
ଏଠାରେ ମିଳୁଛି ଓଡ଼ିଶା ପାରମ୍ପରିକ ଦେଶୀ ଖାଦ୍ୟ
ଏହି ଭିଡିଓରେ ଆପଣମାନେ ଦେଖିପାରିବେ —
✅ ସମ୍ବଲପୁର ରେ ଓଡ଼ିଆ ଫୁଡ୍ ରେଷ୍ଟୁରାଣ୍ଟ
✅ ଘରୋଇ ଓଡ଼ିଆ ଖାଦ୍ୟର ସ୍ୱାଦ
✅ ଓଡ଼ିଆ ସଂସ୍କୃତି ଓ ରୁଚି ର ଅନୁଭବ
📍 ଯଦି ଆପଣ ସମ୍ବଲପୁର ଆସୁଛନ୍ତି, ତେବେ ଏଠାକୁ ନିଶ୍ଚୟ ଯାଇ ଓଡ଼ିଆ ସ୍ୱାଦ ର ମଜା ନିଅନ୍ତୁ।
ଭିଡିଓ ଭଲ ଲାଗିଲେ Like, Share ଓ Subscribe କରନ୍ତୁ! ❤️
#OdiaFood #SambalpurVlog #OdiaSwada #OdiaCulture #FoodVlogOdisha
Доступные форматы для скачивания:
Скачать видео mp4
-
Информация по загрузке: