JISHU NAMA || ଯୀଶୁ ନାମ || AMIT PANI || DONTON RAULO || PROMO || NEW CHRISTIAN DEVOTINAL SONG 2025
Автор: WT Christian Music
Загружено: 2025-04-28
Просмотров: 2236
Praise the Lord to all,
ସର୍ବପ୍ରଥମେ ପ୍ରିୟ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତ ଶ୍ରୋତାବନ୍ଧୁ ଓ ଦର୍ଶକ ମାନଙ୍କୁ ନମସ୍କାର ଜଣାଉ 🙏 ପ୍ରଥମ ଥର ନିମନ୍ତେ ଓଡ଼ିଶାର ସୁନାମଧନ୍ୟ ସୁସମାଚାର ଗାୟକ ପାଳକ ଅମିତ ପାଣିଙ୍କ କଣ୍ଠରୁ ନେଇଁ ଆସୁଅଛୁ ଏକ ସୁନ୍ଦର ଭକ୍ତିପୂର୍ଣ ଗୀତ "ଯୀଶୁ ନାମ"......... ଯାହାର PROMO ଆଜି WORSHIP TUNES ଚାଁନେଲ ରେ ମୁକ୍ତିଲାଭ କରାଗଲା....ଏହାର ସମ୍ପୂର୍ଣ୍ଣ studio version ଅତିଶୀଘ୍ର ମୁକ୍ତିଲାଭ କରାଯିବ.. ସମ୍ପୂର୍ଣ୍ଣ ଗୀତ ପାଇବା ନିମନ୍ତେ ଆମ ଚାଁନେଲ ସହ ଜଡ଼ିତ ରୁହନ୍ତୁ 🙏
6 ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା
ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
7 କିନ୍ତୁ ମନୁଷ୍ୟ ସଦୃଶ ହୋଇ
ଦାସରୂପ ଧାରଣ କରି
ଆପଣାକୁ ଶୂନ୍ୟ କଲେ;
8 ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ,
ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ
ଆପଣାକୁ ଅବନତ କଲେ।
9 ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି,
ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି...
ଫିଲିପ୍ପୀୟ 2 : 6 - 9
ଏହିପରି ନୂତନ ନୂତନ ଗୀତ ପାଇବା ପାଇଁ WORSHIP TUNES ଚାଁନେଲ କୁ SUBSCRIBE କରନ୍ତୁ ଏବଂ ଆମକୁ ଉତ୍ସାହିତ କରନ୍ତୁ 🙏
🎵Song: JISHU NAMA ( ଯୀଶୁ ନାମ )
🎵Singer : AMIT PANI ( GOSPEL SINGER )
🎵Lyrics & Composition : DONTON RAULO (9556428641)
🎵Music Arrangement : BAPI SAMAL
🎵Producer : HEMANTH NEELAPU
🎵Camera & Edit : Digital Crew
🎵Recording : MRR studio , Cuttack
🎵Thumbnail : SANGRAM PARICHHA
!! ANTI- PIRACY WARNING !!
This content is copyright to the WORSHIP TUNES channel . Any unauthorized reproduction, redistribution, reupload is strictly prohibited of this material. Legal action will be taken against those who violate this copyright materials presented.
Доступные форматы для скачивания:
Скачать видео mp4
-
Информация по загрузке: