Real and Raw Story II Jeypore II Jagannath Sagar II Anta II ଉପାନ୍ତ ଅଂଚଳର କଥା II ଭିନ୍ନ ଏକ ପୃଥିବୀ
Автор: speaksabya
Загружено: 2025-11-22
Просмотров: 585
ଜୟପୁର ଏକ ସୁନ୍ଦର ସହର। ପାହଡ଼, ଜଙ୍ଗଲକୁ ଛାଡିଦେଲେ ଆପଣ ଦେଖିବେ ଜଗନ୍ନାଥ ସାଗର। ଗୋଟେ ବିୟୁଟିଫୁଲ୍ ଜଳାଶ୍ରୟ। .. ଜୟପୁର ବ୍ଲକ ଠାରୁ କିଛି ଦୂରରେ ରହିଛି ଅନ୍ତା ଗ୍ରାମ ପଂଚାୟତ। ଏକଦମ୍ ଉପାନ୍ତ ଅଂଚଳ। ରାସ୍ତାଘାଟ ନଥିବା ପରିକା। ଜଙ୍ଗଲ ଭିତରେ ଛୋଟ ଛୋଟ ପଡ଼ା। ପୁଣି ଜଙ୍ଗଲୀ ଭାଲୁ ର ଭୟ। ... ଏହାରି ଭିତରେ ଆଖପାଖ ଗାଁର ଲୋକେ- ମାଆମାନେ ମଧୁବାବୁ ପେନସନ୍ ପାଇବା ପାଇଁ ଚାଲି ଚାଲି 5-6 କିଲୋମିଟର ଯାଆନ୍ତି। .. ପୁରୁଣା ସରକାର 2023ରେ କହିଥିଲେ- ''ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଘରେ ପେନସନ୍ ଦେବା ପାଇଁ କୁଆଡ଼େ ବ୍ୟବସ୍ଥା କରାଯାଇଥିଲା'' .. ଏହା କେବଳ ଏକ ଡାହା ମିଛ ଛଡ଼ା ଆଉ କିଛି ନଥିଲା।
#vlog #realstory #koraputia #koraput #odishatourism #jeypore #JagannathSagar
Доступные форматы для скачивания:
Скачать видео mp4
-
Информация по загрузке: