Srestha Jiba Manisa : Vol-2 ll ଆରେ ଶ୍ରେଷ୍ଠ ଜୀବ ମଣିଷ କେଉଁ ପୁଣ୍ୟ କରିଲୁ ll ନନ୍ଦୀ କଥା ଶୁଣି ତିନିଥର ଖାଇଲୁ
Автор: Sai pragnya Creation
Загружено: 2024-08-06
Просмотров: 703467
#Sresthajibamanisa #Pragnyashreenayak #keunpunyakarilu #Tinitharakhai #Dinarethare #Gadhoigalu #Sresthajiba #Mahadebankabahana #Nandi #Harharmahadeb #Sibankaanekanama #Pragnyashreenayaknewrealise #Saipragnyacreation #2023/2024newsong #Brahmadeithiba #khabaranandi
#bhulkahila #Nijabhulapainnandi #ବାଳଡାହାଳକରିଲା
• Dukha Hari Sukha Deulo Tu Maamangala Jaya...
• Sudasa Bratara Kahani ll ସୁଦଶା ବ୍ରତର କାହାଣ...
• Keunthu Asile Ganesh ll କେଉଁଠୁ ଆସିଲେ ଗଣେଶ ...
• Dukha Hari Sukha Deulo Tu Maamangala Jaya...
• Kou Mase Kou Paraba ll ବାରମାସେ ତେର ପରବ ଯାତ...
• Видео
• Masa Madhye Para Sara lo ll ମାସ ମଧ୍ୟେ ପରା ...
• Aai Natuni Nka Bolbom Jatra ll ଆଈ ନାତୁଣୀ ଙ...
Song : Are Srestha Jiba Manisha Keun Punya Karilu
Singer : Pragnyashree Nayak
Lyrics : Himansu Bhusan Mahanty
Music : Priyadarshini Nayak
Editing : Sudhansu Sekhara Rout
Copyright's by Sai Pragnya Creation YouTube channel🙏
🙏Sai Pragnya Creation YouTube channel ତରଫରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ll ଏମିତି ଆମ ସହିତ ରହିଥାନ୍ତୁ ଏବଂ ନୂଆନୂଆ କଥାକୁ ଗୀତ ମାଧ୍ୟମରେ ଶୁଣିବାର ମଜା ନିଅନ୍ତୁ ll • Dekhicha Eamiti Mandira Tara Nati(9)Dwara ...
• Aai Natuni Khudurukuni ll FULL VIDEO ll ଆଈ...
""ଶ୍ରେଷ୍ଠ ଜୀବ ଆରେ ମଣିଷ କେଉଁ ପାପ କରିଲୁ ""ର ଅପୂର୍ବ ସଫଳତା ପରେ ଆମେ ନେଇ ଆସିଛୁ ""ଶ୍ରେଷ୍ଠ ଜୀବ ଆରେ ମଣିଷ କେଉଁ ପୁଣ୍ୟ କରିଲୁ ""! ଆମେ ମଣିଷ ଜନ୍ମ ନେଇଛେ ସତ ? ହେଲେ ଆପଣ ମାନେ ଜାଣିଛନ୍ତି କି ? କାହିଁକି ଏ ମଣିଷ ଦିନକୁ 3 ଥର ଖାଇ 1ଥର କଣପାଇଁ ଗାଧାଏ ll ବ୍ରହ୍ମା ଦେଇଥିବା ଖବର ନନ୍ଦୀ ଭୁଲ କହିଲା କାହିଁକି ସେଥିପାଇଁ ନନ୍ଦୀ ପୁଅ ବଳଦ ହଳକରୁଛି ll ସେ ବିଷୟଟିକୁ ଅତି ସୁନ୍ଦର ଭାବରେ ଗୀତରେ ସଜାଇଛନ୍ତି ଆମର ଅତି ପ୍ରିୟ lyricist - Himansu Bhusan Mahanty ଏବଂ ଏହାକୁ ଅତିସୁନ୍ଦର ଭାବରେ ଗାଇଛନ୍ତି ଝିଅ Pragnyashree Nayak ll ଗୀତଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମାନେ ଭାବିବେ ମଣିଷ 100 ବର୍ଷ ବଞ୍ଚବ ବୋଲି ଭଗବାନଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲା ତାହା ଠିକ ନା ଭୁଲ ll ଆପଣଙ୍କ ସୁନ୍ଦର ମତାମତ comments ମାଧ୍ୟମରେ ନିଶ୍ଚିତ ଜଣାଇବେ ll PLZ ll LIKE II SHARE II SUBSCRIB II
Доступные форматы для скачивания:
Скачать видео mp4
-
Информация по загрузке: