ରାଜମିସ୍ତ୍ରୀ ଗେମ୍ ରେ ଖେଳିଲେ ୫୬ଲକ୍ଷ ଏବେ ଆକାଉଣ୍ଟ ଫ୍ରିଜ! Game account freeze after 56 lakhs transaction.
Автор: Pratidin TV
Загружено: 2025-08-19
Просмотров: 382150
ରାଜମିସ୍ତ୍ରୀ ଗେମ୍ ରେ ଖେଳିଲେ ୫୬ଲକ୍ଷ ଏବେ ଆକାଉଣ୍ଟ ଫ୍ରିଜ! ରାଜମିସ୍ତ୍ରୀ ହେଇ କାମ କରୁଥିଲେ ଅନଲାଇନ ଗେମ୍ ସର୍ବସାନ୍ତ ହେଲେ। ଏବେ ସାଇବର ଥାନା ରେ ଦ୍ବାରସ୍ଥ ହେଲେ ମିସ୍ତ୍ରୀ ବାବୁ ଜଣକ। ଯାଜପୁର ଅଞ୍ଚଳ ର ଆରତ ମଲ୍ଲିକ ନାମକ 55 ବର୍ଷୀୟ ବ୍ୟକ୍ତି ଜଣେ ସମ୍ପର୍କୀୟ ଙ୍କ କଥା ରେ ଆସି ଅଭିଏଟର ନାମକ ଏକ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହାରିବା ପରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ବନ୍ଦ ହେଇଯାଇଛି। ତାପରେ ସାଇବର ଥାନା ଆସି ଅଭିଯୋଗ କରିଛନ୍ତି। Game account freeze after 56 lakhs transaction.
#bhubaneswarnews #onlinegames #cybersecurity
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: