ତୁମେ ମୋ ପାଶେ ରୁହ ହେ ଯୀଶୁ II Tume Mo pase ruha he jisu II Odia Christian Song II Bro. Jihaba
Автор: Jayadeb Mohanandia Official
Загружено: 2019-11-01
Просмотров: 5581
II Praise the LORD all II
Bible say 's John 15: 5
I am the vine, you are the branches. He who remains in me and I in him, he bears much fruit, for without me you can do nothing.
This song is very powerful song and 💓 touching song
Sung: Tume mo pase ruha he Jisu
Vocal : Bro Jihaba
Music : This song was translate by the Hindi Christian song Mere pass tum raho. This Karaoke is Telugu song 's Karaoke we are just mixing and add music and Sing in oriya
We are not singers but we are childrens of JESUS Christ and we are Singing only for JESUS Christ ' s Glory.
First you listen, not your ear but Spirit and your heart and share your friends and others.
Sung lyric :
Sung mixing : Bro Jiusi
ତୁମେ ମୋ ପାଶେ ରୁହ ହେ ଯୀଶୁ
ତୁମ ବିନା ବଞ୍ଚି ନ ପାରେ x2
ହାଲେଲୁୟା ହାଲେଲୁୟା
ହାଲେଲୁୟା ହାଲେଲୁୟା x2
ଅଶୃ ଜଳ ଫଛି ବାରେ ମାତା ମୋ ହୁଅ
ଦୁଃଖ କଷ୍ଟ ସମୟରେ ପିତା ମୋ ହୁଅ x2
ତୁମେ ମୋ ପାଶେ ରୁହ ହେ ଯୀଶୁ...
ଅନ୍ଧକାର ରାତ୍ରି ବେଳେ ଜ୍ୟୋତି ମୋ ହୁଅ
ମୃତ୍ୟୁମହ ସମୟରେ ଜୀବନ ହୁଅ x2
ତୁମେ ମୋ ପାଶେ ରୁହ ହେ ଯୀଶୁ...
ଅଭାବ କାଳେ ଯୀହୋବା ଯୀରୀ ମୋ ହୁଅ
ରୋଗକ୍ଲେଶରେ ଯୀହୋବା ରାଫା ମୋ ହୁଅ x2
ତୁମେ ମୋ ପାଶେ ରୁହ ହେ ଯୀଶୁ...
ତୃଷା ସମୟରେ ତୁମେ ଜଳ ମୋ ହୁଅ
କ୍ଷୁଧା ସମୟରେ ତୁମେ ରୋଟି ମୋ ହୁଅ x2
ତୁମେ ମୋ ପାଶେ ରୁହ ହେ ଯୀଶୁ...
🙏🙏🙏
Please pray for us
Доступные форматы для скачивания:
Скачать видео mp4
-
Информация по загрузке: