Gao Sangeeta Bijaya Sangeeta || ଗାଅ ସଙ୍ଗୀତ ବିଜୟ ସଙ୍ଗୀତ || New Odia Christian Song 2025
Автор: Galib Sagaria
Загружено: 2025-04-19
Просмотров: 917
ମାଥିଉ 16:21
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ।
SONG :
GAO SANGEETA BIJAYA SANGEETA
LYRICS & VOICE BY :
BASANTA,NUTAN,BABULA,TULARAM
KEYBOARD :
BRO. @babulakharaofficial1821
VIDEO BY :
BRO. GALIB SAGARIA
VIDEO CONCEPT BY :
BRO. BASANTA & BRO. TULARAM
PRAISE THE LORD TO EVERYONE. HERE IS THE NEW ODIA CHRISTIAN SONG ESPECIALLY HISTORICAL RESURRECTION DAY OF OUR LORD JESUS CHRIST. PLEASE LISTEN TILL END. SING IN YOUR CHURCH SERVICE, PERSONAL WORSHIP TIME AND DO GLORY TO GOD THROUGH THIS SONG. MAY GOD BLESS YOU. PLEASE PRAY FOR US. ALL GLORY TO GOD ONLY.
FULL LYRICS :
ଗାଅ ସଂଗୀତ ବିଜୟ ସଂଗୀତ
ଗାଅ ସର୍ବେ ଆନନ୍ଦରେ... (୨)
ପ୍ରଭୁଯୀଶୁ ଉଠିଛନ୍ତି ହାଲ୍ଲେଲୁୟା...
ଗାଅ ସର୍ବେ ଆନନ୍ଦରେ... (୨)
ଯୀଶୁ ଉଠି ଅଛନ୍ତି ହାଲ୍ଲେଲୁୟା ଗାଅ ସର୍ବେ ଆନନ୍ଦରେ...(୨)
୧) ଶୂନ୍ଯ ସମାଧି ସାକ୍ଷ ଦେଉଛି ଯୀଶୁ ଉଠି ଅଛନ୍ତି ...(୨)
ମହା ଶକ୍ତିର ସହ ଗୌରବରେ ପ୍ରଭୁ ଯୀଶୁ ଉଠି ଅଛନ୍ତି...(୨)
ଗାଅ ସଂଗୀତ ବିଜୟ ସଂଗୀତ...(୨)
୨) ବିଜୟ ଆଣିଲେ ଶାନ୍ତି ଆଣିଲେ ପରିତ୍ରାଣ ସାଧିଲେ... (୨)
ଶୟତାନ ନରକର ବଳ ସେ ଭାଙ୍ଗି ମ୍ରୃତ୍ୟୁକୁ ଜୟ କଲେ ... (୨)
ଗାଅ ସଂଗୀତ ବିଜୟ ସଂଗୀତ... (୨)
୩) ଡ଼ରିବାନି କେବେ କରିବା ପ୍ରଚାର ତାଙ୍କରି ପୁନଃରୁଥାନ ..(୨)
ମ୍ରୃତ୍ୟୁ ପାତାଳର କଞ୍ଚି ଯୀଶୁଙ୍କ ହସ୍ତେ ହୋଇଅଛି ଅଧିକାର... (୨)
ଗାଅ ସଂଗୀତ ବିଜୟ ସଂଗୀତ...
ଗାଅ ସର୍ବେ ଆନନ୍ଦରେ...(୨)
THANK YOU !! GOD BLESS YOU !!
#revniranjanturuk
#rajivdaniel
#jitulima
#revjitulima
#amitpani
#amitpanichristiansongs
#viral odia Christian song
#viralvideos
#babulakhara
#love
#newodiachristiansong2025
#newchristiansong
#ressurectionworship
Доступные форматы для скачивания:
Скачать видео mp4
-
Информация по загрузке: