ପବିତ୍ର ପଣାସଂକ୍ରାନ୍ତି ଉପଲକ୍ଷେ ବେଲ ପଣା |ଆମ ଓଡ଼ିଆ ପରମ୍ପରା ଓ ରୁଚି|Belapana recipe|
Автор: Life of a Homemaker Odia Vlog
Загружено: 2025-04-16
Просмотров: 247
ପଣା ସଂକ୍ରାନ୍ତି ଓ ମହାବିଶୁବ ସଂକ୍ରାନ୍ତି ଓଡ଼ିଶାର ଏକ ପବିତ୍ର ଉତ୍ସବ ଯାହା ଗ୍ରୀଷ୍ମ ଋତୁର ଆରମ୍ଭରେ ପାଳିତ ହୁଏ | ଏହି ଦିନ ଲୋକେ ବେଲ ପଣା, ଓ ଅନ୍ୟାନ୍ୟ ପଣା ପିଅନ୍ତି | ଏହି ଭିଡିଓରେ ମୁଁ ଆପଣଙ୍କୁ ଦେଖେଇବି କିପରି ସହଜ ଭାବରେ ବେଳା ପଣା ଘରେ ବନେଇପାରିବେ |
Pana Sankranti or Maha Vishuba Sankranti is a traditional Odia festival celebrated to welcome the summer season. On this auspicious day, people prepare different types of pana (drinks), especially Bela Pana, which is both refreshing and symbolic of our culture. In this video, I’ll show you how to make Bela Pana easily at home and celebrate the essence of this beautiful tradition.
ଯଦି ଭିଡିଓଟି ଭଲଲାଗିଲା, ଦୟାକରି Like, Comment ଏବଂ Share କରନ୍ତୁ | ଏଭଳି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଭିତ୍ତିକ ଭିଡିଓ ପାଇଁ ମୋ channel ରେ Subscribe କରନ୍ତୁ |
#SubscribeNow #OdiaYouTuber #TraditionalVlog
#PanaSankranti #BelaPana #OdiaTradition #OdiaFestival #OdiaVlog #PanaRecipe
#wood apple
#odisha
Pana Sankranti
Bela Pana Recipe
Odia Pana Recipe
ଓଡ଼ିଆ ବେଳା ପଣା
Pana Sankranti Vlog
Odia New Year
Maha Vishuba Sankranti
Pana Sankranti Odisha
Traditional Odia Drink
Odia Culture and Tradition
Odia Vlog
Odia Festive Recipe
Summer Drink Odisha
Bela Pana Baniba Vidhi
Odia Food Recipe
ସଂକ୍ରାନ୍ତି ବେଳା ପଣା
Life of a Homemaker Odia Vlog
Odia Festival Vlog
Odia YouTube Channel
Доступные форматы для скачивания:
Скачать видео mp4
-
Информация по загрузке: