ACHIUTAM KESABAM ଅଚ୍ୟୁତମ୍ କେଶବଂ (BANDANA GURU)
Автор: NngMusicGroup
Загружено: 2024-06-03
Просмотров: 709
ଜୟ ଜଗନ୍ନାଥ 🙏 ଏହା ଏକ ସୁନ୍ଦର ଭାବ ପୂର୍ଣ୍ଣ ଭଜନ (ଅଚ୍ୟୁତମ୍ କେଶବଂ କ୍ରିଷ୍ଣ ଦାମୋଦର ) ଚନ୍ଦନ ଯାତ୍ରା ମହୋତ୍ସବ ଉପଲକ୍ଷେ ଆୟୋଜିତ ଇସ୍କନ ମନ୍ଦିର ପରିସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ ଶିଶୁ କଣ୍ଠଶିଳ୍ପୀ (ସୁଶ୍ରୀ ବନ୍ଦନା ଗୁରୁ ) ଏବଂ ଅତି ସୁନ୍ଦର ତବଲା ବାଦନ କରିଥିଲେ #nngmusicgroup ର କଳାକାର ମାନେ ଉପସ୍ଥିତ ଥିଲେ. ଏଥିରେ ତବଲା ବାଦନ କରିଥିଲେ (ଶ୍ରୀ ନିତ୍ୟାନନ୍ଦ ଗୁରୁ) ଏବଂ ଶିଷ୍ୟ ମାନଙ୍କ ସହିତ. ସେମାନେ ହେଲେ
ତବଲା ବାଦକ -ଦେବୀ ପ୍ରସାଦ ନନ୍ଦ
ପ୍ରଜ୍ଜ୍ଵଲ ସୁତାର
ଆୟୁଷ୍ମାନ ରଥ
ସାଇ ପ୍ରତ୍ୟୁଷ
କିବୋର୍ଡ ବାଦକ - ଶ୍ରୀ କାବୁଲି ବାବୁ
ଅକ୍ଟୋ ପ୍ୟାଡ୍ ରେ-ଶ୍ରୀ ଗୋପାଳ ମୁଦୁଲି
କ୍ୟାମେରା - ଶ୍ରୀ ଦିଲୀପ କୁମାର
Editing by - maa music Studio. presents by #nngmusicgroup please enjoy full video with likes and comments and subscribe to the my channel #nng_music_group #Bhajan#Music#group #bhaktibhajan #bhaktisong #odiabhajan #music #chandanମହୋତ୍ସବ #bhaktisongjayjagannath #viralbhajan #bhaktibhajan #bhaktisong #odiabhajan #Mandakini #odia #Esatya #prathana #livebhajan #Littlesinger#watchtime #tablaplayer #GroupTabla
Доступные форматы для скачивания:
Скачать видео mp4
-
Информация по загрузке: