Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ହୋଇ ଅଭିମାନୀ ଜଗତ ଜନନୀ | Comedy queen ଯଶିନ ଦିଦି ।sanabenakudi ramanataka | brahmagiri puri...

Автор: puri ramanataka

Загружено: 2025-10-11

Просмотров: 85

Описание:

comedy queen ଯଶ୍ମିନ ଦିଦି ଏବେ ପାର୍ବତୀ ଭୂମିକାରେ || ହୋଇ ଅଭିମାନୀ ଜଗତ ଜନନୀ || ଲଙ୍କାପୋଡ଼ି || sanabenakudi ramanataka | brahmagiri puri...

#viralvideo
#youtube
#ramanataka
#lankapodi
#rama
#sita
#siba
#parbati
#jasmine
#jasmin
#odia
#odianataka
#viralvideo
#odisha
#archita
#lanka
#lankapodi
#hanuman
#ramayanaodia

ମୋର ସମସ୍ତ ଦର୍ଶକ ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆମ ସଂସ୍କୃତି ଆମ ପରମ୍ପରା ସହ ହାତ ମିଳାନ୍ତୁ,

ଆମ ସହିତ ଯୋଡ଼ି ରୁହନ୍ତୁ ନୂଆ ନୂଆ ପୌରାଣିକ ନାଟକ ଦେଖନ୍ତୁ, ଆମେ ସେଥ‌ିପାଇଁ ଆପଣ ମାନଙ୍କ ପାଇଁ ପ୍ରସ୍ତୁତ, ଓଡ଼ିଆ ମହାନ ପୌରାଣିକ ନାଟକ ଦେଖନ୍ତୁ ଓ ଆନନ୍ଦ ନିଅନ୍ତୁ,

ଏହି ଚ୍ୟାନେଲ ରେ ଆପଣ ମାନେ ଓଡ଼ିଆ ନାଟକ, ଯାତ୍ରା ଓ ପାଲା ଭିଡ଼ିଓ ପ୍ରସାରଣ କରାଯିବ ।

ଆଶା କରୁଛୁ ଆପଣ ମାନଙ୍କୁ ଭିଡ଼ିଓ ଭଲଲଗିବ,

ଆପଣ ମାନଙ୍କ ଦିନ ସୁଭମୟ ହେଉ, ଜୟ ଶ୍ରୀରାମ

ଆମ ସହିତ ଯୋଡ଼ି ରୁହନ୍ତୁ, ଯୋଡ଼ି ରହିବା ପାଇଁ CHANNEL କୁ SUBSCRIBE କରନ୍ତୁ ଭିଡ଼ିଓ କୁ SHARE କରନ୍ତୁ

LIKE, COMMENT SHARE

ଯୋଗାଯୋଗ ଠିକଣା
contact number_8093244835


#viralvideo
#youtube
#ramanataka
#lankapodi
#rama
#sita
#siba
#parbati
#jasmine
#jasmin
#odia
#odianataka
#viralvideo
#odisha
#archita
#lanka
#lankapodi
#hanuman
#ramayanaodia

ଲଙ୍କାକାଣ୍ଡ _
ତ୍ରିଦଶ କୁମୁଦ ଚନ୍ଦ୍ରୋଦାନୋବାୟୋଜଚନ୍ଦ୍ର ସକଳଭୁବନଚନ୍ଦ୍ରା ଯୋଗିନାଂ ଜ୍ଞାନଚନ୍ଦ୍ର ।

ବଚନ ରୁଚିରଚନ୍ଦ୍ରା ମୈଥୁଳ ଧୂଳୀ ନେତ୍ରଚନ୍ଦ୍ର ଦୂରିତ ତିମିର ଚନ୍ଦ୍ର ପାତୁ ଡଃ ରାମଚନ୍ଦ୍ର I

ନମୋସ୍ତୁ ରାମାୟନ ଲକ୍ଷ୍ମଣାୟ ଦେବେନ ସ୍ମିକନକାତ୍ମାକାୟେ। ନିପତିତଂ ଯେନ ସନସ୍ତ ରକ୍ଷୋ ନମୋସ୍ତୁ ତସ୍ମି ରଘୁନନ୍ଦନାୟ ।

ଦୁର୍ଗା ଗାଁଙ୍କ ପଦାମ୍ବୁଜ ବନ୍ଦନା

ଜୟ ଜୟ ଜୟ ଦୁର୍ଗେ ଜଗତରମାତା ଅଭୟ ପାଦ ପଦ୍ମରେ ପଦ୍ମରେ ଲୁଳୁ ମମ ମଥା ।

ନ ଆସିବା ପଦମାନ ଦିଅ ବାରେ କହି ଏତିକି ମାତର ତର ପାଦେ ବିନତି ଅଟଇ ।

ନ ଜାଣଇ ଧ୍ୟାନ ଜ୍ଞାନ ନ ଜାଣଇ ସ୍ତୁତି କେବଳ ନାମକୁ ଜପ କରେ ଦିବା ରାତ୍ରି ।

ସେହି ଭର ଭରସାରେ ମାତା ଧରୁଛି ଲେଖନ ବାରେ ଶକ୍ତି କର ଦାନ । ଶକ୍ତି ରୂପିଣୀ ମା ବା ଅଗାଧ ସାଗର ସମ ମ ଯେ ଶକ୍ତି ଭଣ୍ଡାର ପୂରିତ ହୋଇଛି କଣେ । ମାତ୍ର ଦାନ କର । ଯେଉଁ ରାମ ରାମାୟଣ ଗ୍ରନ୍ଥ ଅମୂଲ୍ୟ ସମ୍ପଦ ବ୍ୟାସ । ବଶିଷ୍ଠାଦି ମୁନି ନ ପାଇଲେ ଭେଦ ।

ସେହି ଗ୍ରନ୍ଥ ଲେଖୁବାକୁ ବଳାଇଛି ମତି ଦୟାକରି ଶକ୍ତିଦାନ କର ଶକ୍ତିମତୀ । ତୁମ୍ଭେ ଭଗବତୀ ତୁମ୍ଭେ ଶାରଦା ଭବାନୀ ତୁମ୍ଭେ ନାରାୟଣୀ ନିରାତଙ୍କା ମହାଯୋଗୀ । ଶଙ୍ଖ ନିଧ ପଦ୍ମନିଧ ଅଛି ବେନିକରେ ବିରାଜ କରିଛ ମାତଃ ପ୍ରତ୍ୟେକ ଘଟରେ । ତୁମ୍ଭେ ନ ଥୁବାର ସ୍ଥାନ ଯେଉଁଠାରେ ନାହିଁ ଶକ୍ତି ବିନେ କ୍ଷଣେ କେହୁ ବଞ୍ଚ୍ ନ ପାରଇ । ମୁଁ ଛାରି ଅଧମ ଧ୍ୟାନ ଜ୍ଞାନ ନ ଜାଣଇ ସାଧୁ ସୁଜ୍ଞ ସମାଜରେ ଦିନେ ବସି ନାହିଁ । କିପରି ଅଗାଧ ଗ୍ରନ୍ଥ କରିବି ରଚନ ଲେଖନୀ ଧରନ୍ତେ ଭୀତ ହେଉଅଛି ମନ । ଆଦ୍ୟଠାରୁ ଏ ପର୍ଯ୍ୟନ୍ତ ଯାହା ଲେଖୁଅଛି କେବଳ ତବ ଦୟାରୁ ସମ୍ଭବ ହୋଇଛି ।


#viralvideo
#youtube
#ramanataka
#lankapodi
#rama
#sita
#siba
#parbati
#jasmine
#jasmin
#odia
#odianataka
#viralvideo
#odisha
#archita
#lanka
#lankapodi
#hanuman
#ramayanaodia


ଆଦ୍ୟକାଣ୍ଡ
ଶ୍ରୀନୀଳଗିରି ଖରେ ବିଜେ ହରି ଦ୍ବାଦଶ ଯାତ୍ରା ତ୍ରା ବିନୋଦେ ସ୍ନାନ ଶ୍ରୀଗୁଣ୍ଡିଚା ଅୟନ ଶୟନ ପାରଶ୍ ପାଲଟ ମୋଦେ ।୧୮

ବେଦ ଉତ୍‌ଥାପନ ମକର ଓଢ଼ଣ ଦୋଳ ଦମନକ ଚୋରୀ ।

191 ଚନ୍ଦନ ଚମ୍ପକ ଉତ୍ସବ ସହିତେ ଏ ବିଧୂ ଲୀଳା ଆଚରି । ୨

ଦ୍ବାଦଶ ଯାତ୍ରାରୁ ତିନି ଯାତ୍ରା ସାର ଦୋଳ ସ୍ନାନ ଶ୍ରୀଗୁଣ୍ଡିଚା ।

ସକଳ ଜୀବର ଅବଳୋକନରେ ପାତକ ସମୂହ ମୁଞ୍ଚା ।୩

ଶ୍ରୀଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ଡିଚା ଘରୁ ବିଜୟ ।

ଦେଖି ନାଗ ନଚ ଗନ୍ଧର୍ବ କିନ୍ନର କରୁଥାନ୍ତି ଜୟ ଜୟ ।୪

ରତ୍ନ କୁଣ୍ଡଳ ମୁକୁଟ ବ୍ୟାଘ୍ରନଖ ବୀରଚୂଳ କଣ୍ଠମାଳ ।

ହୃଦୟ ପୂରି ପଦକ ଘଞ୍ଚ ଘଞ୍ଚୁ ପଦ୍ମମାଳ ପାଦତଳ ।୫

ହେମ ଶ୍ରୀପୟରେ ହେମ ଶ୍ରୀଭୁଜରେ ଶୋହେ ହେମ ଧନୁର୍ବାଣ ।

ଯେବଣ ଦକ୍ଷଣ ମୂର୍ତ୍ତି ଦର୍ଶନକୁ ଟାକିଥାନ୍ତି ବିଭୀଷଣ ।୬

ସିଂହଦ୍ଵାରେ ହରି ରଥରୁ ବିଜୟେ କରନ୍ତେ କମଳା ଭେଟ ।

ସେହି ସମୟରେ ଜନ ସମୂହରେ ଫିଟିଲା ମୁଦ କବାଟ ।୭

ଠାକୁର ଠାକୁରାଣୀ ଚନ୍ଦ୍ର ଆଳତି ଦୁର୍ବାକ୍ଷତ ବନ୍ଦାପନା ।

ଜୟଧ୍ୱନି ଜଗତରେ ଯେ କରନ୍ତି ହୋଇଣ ଆନନ୍ଦ ମନା ।୮।

ଜୟ ବିଜୟ ଦ୍ଵାରେ ହରି ବିଜୟ କବାଟ ପଡ଼ିବା ଲୀଳା ।

ଅନେକମତେ ପ୍ରବୋଧୂଣ ପ୍ରିୟାଙ୍କୁ କହିଲେ କମଳା ଡୋଳା

#viralvideo
#youtube
#ramanataka
#lankapodi
#rama
#sita
#siba
#parbati
#jasmine
#jasmin
#odia
#odianataka
#viralvideo
#odisha
#archita
#lanka
#lankapodi
#hanuman
#ramayanaodia

ଲବକୁଶ କାଣ୍ଡ
ଅଶ୍ଵମେଧ ଯଜ୍ଞ ଓ ଲବକୁଶ କାଣ୍ଡ

ଦୋହା-‘“ ଜୀବିତ ଭୋ ଦ୍ବ ଜରାଜ ସୁତ ଲବନାସୁର କର ଘାତ । ଅଶ୍ୱମେଧ ଲବକୁଶ ସମର ସୁଭଗକାଣ୍ଡ ବିଖ୍ୟାତ ।”

(ରାମ ଅଶ୍ଵମେଧ ଯଜ୍ଞେ ଯଜ୍ଞେ ଲବକୁଶ ଯୁଦ୍ଧ ଲବଣ ଦୈତ୍ୟ ନିହତ ଏ କାଣ୍ଡେ ପ୍ରସିଦ୍ଧ ।)

ଦୋହା–“ ସୁନି ଭୁ ନେହ । ଭୁସୁଣ୍ଡିକେ ବଚନ ମୃଦୁ, ଦେଖ୍ ରାମପଦ ନେ

ବୋଲେଉ ପ୍ରେମ ପ୍ରେମ ସହିତ ଗିରା ଗରୁଡ଼ ବିଗତ ସନ୍ଦେହ ।।”

କାକଭୂଷଣ୍ଡ ଉପଦେଶ ଗାଥା ଶୁଣି ଓ ଶ୍ରୀରାମଙ୍କ ପାଦକମଳରେ ଅସୀମ ପ୍ରୀତି ଦେଖ୍ ପକ୍ଷୀରାଜଙ୍କ ସନ୍ଦେହ ମୋଚନ ହୋଇଥିଲା । ସେ ପ୍ରେମବଶରେ ପୁନଶ୍ଚ କହିବାକୁ ଆରମ୍ଭ କଲେ ।

“ଜୟତି ରଘୁବଂଶ ତିଲକ ଲକଃକୌଶଲ୍ୟା ହୃଦୟନନ୍ଦ ଦଶବଦନନିଧନକାରୀ ଦାଶରଥ୍ ପୁଣ୍ଡରୀକା ନନ୍ଦନୁ ରାମଃ କାକ୍ଷୀ ।”

ହେ ରଘୁବଂଶ ତିଳକ ! ଆପଣଙ୍କ ଜୟ ହେଉ ହଉ। ଆପଣ ଜନନୀ ଣରଣ ସଂହାର କର୍ତ୍ତା । କମଳ କୌଶଲ୍ୟାଙ୍କର ହୃଦୟ ଚନ୍ଦନ ଓ ଦଶମୁଖ ରାବଣର ସଂ ନୟନ ଦଶରଥଙ୍କ ନନ୍ଦନ ଦାଶରଥ୍ ଅଟନ୍ତି ।

ଛନ୍ଦ– “ ନମାମୀସଘନ ଜ୍ଞାନ ରଘୁବଂଶ ଦାସଂ ସଦାନନ୍ଦ ଦାତା ସୁବିଦ୍ୟା ପ୍ରକାଶଂ ।


#viralvideo
#youtube
#ramanataka
#lankapodi
#rama
#sita
#siba
#parbati
#jasmine
#jasmin
#odia
#odianataka
#viralvideo
#odisha
#archita
#lanka
#lankapodi
#hanuman
#ramayanaodia

ମୋର ସମସ୍ତ ଦର୍ଶକ ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆମ ସଂସ୍କୃତି ଆମ ପରମ୍ପରା ସହ ହାତ ମିଳାନ୍ତୁ,

ଆମ ସହିତ ଯୋଡ଼ି ରୁହନ୍ତୁ ନୂଆ ନୂଆ ପୌରାଣିକ ନାଟକ ଦେଖନ୍ତୁ, ଆମେ ସେଥ‌ିପାଇଁ ଆପଣ ମାନଙ୍କ ପାଇଁ ପ୍ରସ୍ତୁତ, ଓଡ଼ିଆ ମହାନ ପୌରାଣିକ ନାଟକ ଦେଖନ୍ତୁ ଓ ଆନନ୍ଦ ନିଅନ୍ତୁ,

ଆଶା କରୁଛୁ ଆପଣ ମାନଙ୍କୁ ଭିଡ଼ିଓ ଭଲଲଗିବ,

ଆମ ସହିତ ଯୋଡ଼ି ରୁହନ୍ତୁ, ଯୋଡ଼ି ରହିବା ପାଇଁ CHANNEL କୁ SUBSCRIBE କରନ୍ତୁ ଭିଡ଼ିଓ କୁ SHARE କରନ୍ତୁ.....

ହୋଇ ଅଭିମାନୀ ଜଗତ ଜନନୀ | Comedy queen ଯଶିନ ଦିଦି ।sanabenakudi ramanataka | brahmagiri puri...

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ତ୍ରିନାଥ ମେଳା/puri brahmagiri..

ତ୍ରିନାଥ ମେଳା/puri brahmagiri..

ଯାତ୍ରା,ଦିବ୍ୟଜ୍ୟୋତି,ପାଟ ପୁର,ଖୋର୍ଦ୍ଧା//#idrajita badha, mo-9692090625🙏🙏ସଖୀ ବନ୍ଦନା 🎥🎥

ଯାତ୍ରା,ଦିବ୍ୟଜ୍ୟୋତି,ପାଟ ପୁର,ଖୋର୍ଦ୍ଧା//#idrajita badha, mo-9692090625🙏🙏ସଖୀ ବନ୍ଦନା 🎥🎥

Ramayan | ହେ ବନ ଗିରି ହେ ଲତା ଗିରି | Odia Nataka Present Balika Rama Nataka Chhima Khurdha

Ramayan | ହେ ବନ ଗିରି ହେ ଲତା ଗିରି | Odia Nataka Present Balika Rama Nataka Chhima Khurdha

ସବୁ ଜାଣିଛନ୍ତି ଅନୁଭବ, ସମୟ ଆସିଲେ କହିବେ ତ ? | Ollywood Singer Humane Sagar No More | Odisha Reporter

ସବୁ ଜାଣିଛନ୍ତି ଅନୁଭବ, ସମୟ ଆସିଲେ କହିବେ ତ ? | Ollywood Singer Humane Sagar No More | Odisha Reporter

ରାମ ଓ ସୀତା //ଗୋପତ ହେଲେ //ବଣରେ. ଝିଅ ରାମଲୀଳା. ବାଗବୁରେଇ. କଳାହାଣ୍ଡି

ରାମ ଓ ସୀତା //ଗୋପତ ହେଲେ //ବଣରେ. ଝିଅ ରାମଲୀଳା. ବାଗବୁରେଇ. କଳାହାଣ୍ଡି

FULL JATRA - JANHARE TOLIBI GHARA - Superhit Jatra -ଜହ୍ନରେ ତୋଳିବି ଘର | RANGAMAHAL |Aswini,Rina,Pinky

FULL JATRA - JANHARE TOLIBI GHARA - Superhit Jatra -ଜହ୍ନରେ ତୋଳିବି ଘର | RANGAMAHAL |Aswini,Rina,Pinky

ଫଗୁଣ ଲାଗେନି ଭଲ ରଙ୍ଗ ବିନା - Romantic Song - Superhit Jatra - Adha Rtira Sathi - Piyush,Mama - Tulasi

ଫଗୁଣ ଲାଗେନି ଭଲ ରଙ୍ଗ ବିନା - Romantic Song - Superhit Jatra - Adha Rtira Sathi - Piyush,Mama - Tulasi

ବଙ୍ଗୋପସାଗରରେ ବାତ୍ୟା ! Weather Expert Sarat Sahoo | Cyclone In Bay Of Bengal | Low Pressure Rain

ବଙ୍ଗୋପସାଗରରେ ବାତ୍ୟା ! Weather Expert Sarat Sahoo | Cyclone In Bay Of Bengal | Low Pressure Rain

DUKHA DEIGALA DARADI BANDHU - BIG ODIA JATRA | ଦୁଃଖ ଦେଇଗଲା ଦରଦୀ ବନ୍ଧୁ  | SUPERHIT FULL JATRA

DUKHA DEIGALA DARADI BANDHU - BIG ODIA JATRA | ଦୁଃଖ ଦେଇଗଲା ଦରଦୀ ବନ୍ଧୁ | SUPERHIT FULL JATRA

ମତେ ଦେଖି ନାଳଉଛୁ.. ନାଳୁଆ... #viralculture #ramayanaodia #ramanataka #viralculture0.1#entertainment

ମତେ ଦେଖି ନାଳଉଛୁ.. ନାଳୁଆ... #viralculture #ramayanaodia #ramanataka #viralculture0.1#entertainment

ପୁଣିଥରେ ଚହଳ ସୃଷ୍ଟି କଲେ ସୋନୁ ଭାଇ/ମାଲିକ ନିଜେ ରାମ ଅଭିନୟରେ/ଯାତ୍ରା ଖିଲାମୁଣ୍ଡା/ranpur nayagarh...

ପୁଣିଥରେ ଚହଳ ସୃଷ୍ଟି କଲେ ସୋନୁ ଭାଇ/ମାଲିକ ନିଜେ ରାମ ଅଭିନୟରେ/ଯାତ୍ରା ଖିଲାମୁଣ୍ଡା/ranpur nayagarh...

ଫୁଲ ନାଟକ | ଇନ୍ଦ୍ରଜିତ ବଧ | Indrajita Badha | Rama nataka | Lunisahi | Ramayana | Full Ramlila nataka

ଫୁଲ ନାଟକ | ଇନ୍ଦ୍ରଜିତ ବଧ | Indrajita Badha | Rama nataka | Lunisahi | Ramayana | Full Ramlila nataka

Jatra title song | All jatra title songs | Best of ajay ambi jatra songs | New odia jatra song

Jatra title song | All jatra title songs | Best of ajay ambi jatra songs | New odia jatra song

ଦର୍ଶକ ପ୍ରଶ୍ନକଲେ କୁମ୍ଭମେଳା କାହିଁକି ହୁଏ ପ୍ରୟାଗରାଜ ରେ #Ramakanta Radha Danda #Benjaren Danda

ଦର୍ଶକ ପ୍ରଶ୍ନକଲେ କୁମ୍ଭମେଳା କାହିଁକି ହୁଏ ପ୍ରୟାଗରାଜ ରେ #Ramakanta Radha Danda #Benjaren Danda

ମହିରାବଣ ବଧ/sanabenakudi ramanataka...

ମହିରାବଣ ବଧ/sanabenakudi ramanataka...

ମା ମାନ ଙ୍କ ଗୁରୁବାର ଲକ୍ଷ୍ମୀ ପୁଜା ପାଇଁ ଗାଇଲେ ସୁନୀତା | Sunita Sahu Kirtan At - Panchdhar Kirtan Dhara

ମା ମାନ ଙ୍କ ଗୁରୁବାର ଲକ୍ଷ୍ମୀ ପୁଜା ପାଇଁ ଗାଇଲେ ସୁନୀତା | Sunita Sahu Kirtan At - Panchdhar Kirtan Dhara

FULL JATRA - TO SATHE BANDHA MO JIBANA DORI -SUPERHIT JATRA- ତୋ ସାଥେ ବନ୍ଧା ମୋ ଜୀବନ ଡୋରି ସମ୍ରାଟ ତୁଳସୀ

FULL JATRA - TO SATHE BANDHA MO JIBANA DORI -SUPERHIT JATRA- ତୋ ସାଥେ ବନ୍ଧା ମୋ ଜୀବନ ଡୋରି ସମ୍ରାଟ ତୁଳସୀ

Ramlila Bali Badha Lunisahi (Part-18) Ramayana | Odia Ramlila | Odia Nataka ପଞ୍ଚବଟି ବନେ ମାୟା ମୃଗ ବଧ

Ramlila Bali Badha Lunisahi (Part-18) Ramayana | Odia Ramlila | Odia Nataka ପଞ୍ଚବଟି ବନେ ମାୟା ମୃଗ ବଧ

ପାଞ୍ଚଟି ଆମ୍ବ ପତ୍ର କୁ କାହିଁକି କଳସରେ ରଖାଯାଏ // maa benjaren danda nritya // ramakanta radha payaltv

ପାଞ୍ଚଟି ଆମ୍ବ ପତ୍ର କୁ କାହିଁକି କଳସରେ ରଖାଯାଏ // maa benjaren danda nritya // ramakanta radha payaltv

ଫୁଲ୍ ନାଟକ | Lava Kusa Janma | Karadapalli | Balika Rama Nataka | Full Nataka | Ramalila | Ramayan

ଫୁଲ୍ ନାଟକ | Lava Kusa Janma | Karadapalli | Balika Rama Nataka | Full Nataka | Ramalila | Ramayan

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]