ଭଦ୍ରକ ଚାନ୍ଦବାଲି ଘଟଣାରେ ଅଭିଯୁକ୍ତ ଗିରଫ ; ଚାନ୍ଦବାଲିରେ ପ୍ରବଳ ଉତ୍ତେଜନା ଟାୟାର ଜାଳି ଲୋକଙ୍କ ରାସ୍ତାରୋକ
Автор: Nandighosha TV
Загружено: 2025-12-23
Просмотров: 5970
#nandighosha #bhadrak #chandabali #rapecase
#ଭଦ୍ରକ_ଚାନ୍ଦବାଲି_ଘଟଣାରେ_ଅଭିଯୁକ୍ତ_ଗିରଫ
ପୋଲିସ ହାତରେ ଭଦ୍ରକ ଚାନ୍ଦବାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତ । ଗତସିଂହପୁରରୁ ତାକୁ ଗିରଫ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତକାଲି ଚାନ୍ଦବାଲିର ଏକ ପଞ୍ଚାୟତ ଅଫିସ ପଛପଟୁ ୧୦ ବର୍ଷର ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Доступные форматы для скачивания:
Скачать видео mp4
-
Информация по загрузке: