ନୂତନ ବର୍ଷର ନାଚ||new year dance||Christian video song 2026
Автор: CTC odia massage
Загружено: 2025-12-31
Просмотров: 307
ଗାଇବା ଆମେ ନାଚିବା
ଗାଇବା ଆମେ ନାଚିବା
ଯୀଶୁଙ୍କ ନାମେ ଆମେ
ସ୍ତୁତି କରିବା
ଗାଇବା ଆମେ ନାଚିବା
ଗାଇବା ଆମେ ନାଚିବା
ଈଶ୍ବରଙ୍କ ମହିମା କରିବା
ତାଙ୍କରି ଅନୁଗ୍ରହରେ ପାଇଲୁ
ନୂତନ ଆଶା
ତାଙ୍କରି ଦୟାରେ ପାଇଲୁ
ଆମେ ନୂତନ ଦିନ
ସେଥିପାଇଁ ଗାଇବା
ନାଚି ଗାଇ ସ୍ତୁତି କରିବା
ଆସ ଆହେ ସତୁଙ୍ଗିଆ ମଣ୍ଡଳୀ
ଗାଇବା ତାଙ୍କରି ଗୀତ
ନାଚିବା ତାଙ୍କରି ନାମେ
ଦୁଃଖେ ସୁଃଖେ ସାହାରା
ହେଲେ ଆମ ପ୍ରଭୁ ଯୀଶୁ
ଗାଇବା ଆମେ ନାଚିବା
ଗାଇବା ଆମେ ନାଚିବା
ଆସ ଆହେ.......
ସତୁଙ୍ଗିଆ......
ବାପ୍ଟିଷ୍ଟ ମଣ୍ଡଳୀ........
ଆସ.........ପାଇଛି ନୂତନ ଦିନ
ତୁମ ପ୍ରେମେ ଲଭିଲ
ଅନୁଗ୍ରହେ ସାଜିଲ
ପ୍ରଭୁହେ ...ପ୍ରଭୁହେ
ତୁମରି ପ୍ରେମରେ....
ପାଇଛି ନୂତନ ବରଷ
ପାଇଛି ନୂତନ ଦିବସ
କରୁଥିବି ସଦା ସର୍ବଦା
ତୁମରି ଗୁଣଗାନ
ସ୍ତୁତି କରିବି ତୁମରି ନାମେ
ବର୍ଷ ମଧ୍ଯରେ ସାହାରା ହେଲ
ରୋଗ ଦୁଃଖ ସମୟରେ
ସାହାରା ହେଲ ତୁମେ
ପାଇଛି ନୂତନ ଜୀବନ
ନିରାଶ ଜୀବନେ ଶାନ୍ତି ଦେଲ
ଆଜି ମୋର ଏହି ଭଗ୍ନନ୍ତୋକରଣ
ନେଇ ଆସିଛି ତୁମରି ଚରଣେ
ଏହି ବର୍ଷ କର ମୋତେ ଆଶିର୍ବାଦ
କର ତୁମେ ମୋତେ ନୂତନ
ହେବି ମୁଁ ତୁମରି ସନ୍ତାନ
ଗାଉଥିବି ସର୍ବଦା ତୁମ ମହିମା
ପାଇଛି ନୁତନ ବରଷ
ପାଇଛି ନୂତନ ଦିନ
ପାଇଛି.......
✝️✝️✝️✝️✝️🙏🙏❤️❤️❤️❤️🎵🎵🎵🎵
Доступные форматы для скачивания:
Скачать видео mp4
-
Информация по загрузке: