LIVE | ଭୟଙ୍କର ରେଳ ଦୁର୍ଘଟଣା | Train Accident News | Bahanaga Style Train Accident News|Odia News|N18G
Автор: News18 Odia
Загружено: 2026-01-19
Просмотров: 104
LIVE | ଭୟଙ୍କର ରେଳ ଦୁର୍ଘଟଣା | Train Accident News | Bahanaga Style Train Accident News|Odia News|N18G
ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ୨୧ ଯାତ୍ରୀ ମୃତ. ୭୦ରୁ ଅଧିକ ଆହତ । ଗତକାଲି ସଂଧ୍ୟାରେ ମଲେଗାରୁ ମାଦ୍ରିଦ ଯାଉଥିବା ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇ ଅନ୍ୟ ଏକ ଧାରଣାକୁ ଚାଲି ଯାଇଥିଲା । ଆଉ ଠିକ୍ ସେହି ସମୟରେ ସେହି ଲାଇନରେ ଅନ୍ୟ ଏକ ଟ୍ରେନ ଆସୁଥିଲା । ଯାହାକି ଲାଇନଚ୍ୟୁତ ହୋଇଥିବା ଟ୍ରେନରେ ବାଡେଇ ହୋଇଯାଇଥିଲା। ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି । ଶୋକ ପ୍ରକାଶ କଲେ ସ୍ପେନ୍ ପ୍ରଧାନମନ୍ତ୍ରୀ । ଗତକାଲି ସଂଧ୍ୟାରେ ମଲେଗାରୁ ମାଦ୍ରିଦ ଯାଉଥିଲା ଟ୍ରେନ
Terrible train accident in Spain. 21 passengers dead. More than 70 injured. Yesterday evening, a train traveling from Malaga to Madrid derailed and went onto another track. At the same time, another train was coming on that track, which collided with the derailed train. As a result, such a major accident occurred. The Prime Minister of Spain expressed condolences. The train was traveling from Malaga to Madrid yesterday evening.
#trainaccident #accidentnews #spaintrainaccident #spaintraincrash #railwaystation #News18Odia #OdiaNews #odishanews #oriyanews #breakingnews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାର��ବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Доступные форматы для скачивания:
Скачать видео mp4
-
Информация по загрузке: