ପରିଶ୍ରମ ଅନ୍ତେ ଶିକ୍ଷା ଏବଂ କର୍ମ ପ୍ରାପ୍ତିରେ ସମସ୍ୟା !
Автор: Mahalakshmi Astro And Vastu
Загружено: 2025-07-15
Просмотров: 482
ଜନ୍ମ ଜାତକରେ ବୃହସ୍ପତି ବିଦ୍ୟା ଏବଂ ବୁଦ୍ଧି କାରକ ଗ୍ରହ , ଗୁରୁ ନୀଚ କିମ୍ବା ବଳ ହୀନ ହେଲେ ଏବଂ ମନ କାରକ ଗ୍ରହ ଚନ୍ଦ୍ର , ଚନ୍ଦ୍ର କେତୁ କିମ୍ବା ରାହୁ ଯୁକ୍ତ ହେଲେ ବିଦ୍ୟାର୍ଥୀ ଚଂଚଳ ମନା ହାଇଥାଏ ଏବଂ ପରିଶ୍ରମ ଅନ୍ତେ ଶିକ୍ଷ୍ୟାରେ ସମସ୍ୟା ଆସିଥାଏ , ଶନି କର୍ମ କାରକ ଗ୍ରହ ସନି ବଳ ହୀନ ଏବଂ ମାରକ ହେଲେ ପରିଶ୍ରମ ଅନ୍ତେ କର୍ମ ପ୍ରାପ୍ତିରେ ସମସ୍ୟା ଆସିଥାଏ
#astrology #remedy #vastuu Dr.Sandhyarani Mishra Mob - 8456014477
Доступные форматы для скачивания:
Скачать видео mp4
-
Информация по загрузке: