Krusha ru eka Bani || କୃଶ ରୁ ଏକ ବାଣୀ || Amit Pani || Goodfriday Special Odia Christian Song 2024
Автор: AMIEL SABAR OFFICIAL
Загружено: 2024-03-16
Просмотров: 50614
Krusha ru eka Bani || କୃଶ ରୁ ଏକ ବାଣୀ || Amit Pani || Goodfriday Special Odia Christian Song 2024
ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ Amielsabarofficial ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord. i..
Amiel Sabar official ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର ।
ଯୀଶୁଙ୍କ କ୍ରୁଶାର୍ପିତ ଉପଲକ୍ଷେ ଅମିତ କୁମାର ପାଣି ଙ୍କ କଣ୍ଠଦାନରେ Amiel Sabar official ତରଫରୁ ତାଙ୍କ କଣ୍ଠରୁ ଭେଟି ଦେଉଛୁ " କୃଶ ରୁ ଏକ ବାଣୀ " ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । Studio Version ମୁକ୍ତିଲାଭ ହୋଇଅଛି # Krusha ru eka Bani#odiachristiansong# Goodfriday Special Odia Devotinal Christian Song
SONG CREDITS :
Song Title: Krusha ru Eka Bani (Studio Version)
Singer : Amit Kumar Pani (Gospel Singer)
Lyrics & Composition: Amiel Sabar
Music Arrangement : Bapi Samal
Arrangement & Programming : Sundar
Record & Mixing : Prativa studio, Cuttack
Mastering by : Pratibha Studio ctc
Camera ,Edit - Sumanta GV & Junesh Jani
Poster - Sumant GV
Banner : Amiel Sabar offcial
Prayer Supported By : Amile Sabar
Special Thanks : Emanuel Sabar and Amiel' Family
WhatsApp : 9777889593
Contact : 9777889593
1.Krusha ru eka bani || କୃଶ ରୁ ଏକ ବାଣୀ || Amit Kumar Pani || Odia christian song || Full Video
କୃଶରୁ ଏକ ବାଣୀ Composing; Bro. Amiel Sabar Singer: Pr. Amit Kumar Pani
ଶୁଭିଲା ଶୁଣ ଶୁଭିଲା କୃଶରୁ ଏକ ବାଣୀ,
କହିଲେ ଯୀଶୁ କହିଲେ ହେ ପିତ କ୍ଷମାକର -୨ ଥର
ଏମାନେ ଯାହା କରୁଛନ୍ତି ତାହା ଜାଣନ୍ତି ନ।ହିଁ
ଶୁଭିଲା ଶୁଣ ଶୁଭିଲା କୃଶରୁ ଏକ ବାଣୀ,
କହିଲେ ଯୀଶୁ କହିଲେ ହେ ପିତ କ୍ଷମାକର -୨ ଥର
୧ . ଆସିଲ ପ୍ରଭୁ ତୁମେ ଏହି ଜଗତକୁ,
ବହିଲ ପାପ ଆମରି କାଲବରୀ ପାହାଡକୁ -୨ ଥର
ଆପଣାକୁ ନମ୍ର କଲ, ଦୁଖ କ୍ଲେଶ ମୋ ସହିଲ
ପାପ ବନ୍ଧନରୁ ପ୍ରଭୁ ଆମକୁ ମୁକ୍ତି କରିଲ..
ଶୁଭିଲା ଶୁଣ ଶୁଭିଲା କୃଶରୁ ଏକ ବାଣୀ,
କହିଲେ ଯୀଶୁ କହିଲେ ହେ ପିତ କ୍ଷମାକର -୨ ଥର
୨. କୃଶରେ ଥାଇ ତୁମେ, ଆମକୁ କ୍ଷମା କରିଲ
ଆପଣାକୁ ପ୍ରଭୁ ତୁମେ, ବଳି ରୂପେ ସଜାଇଲ -୨ ଥର
ତୃଷା ତୁମେ ନିବାରିଲ,ସମାପ୍ତ ହେଲା କହିଲ
ଆପଣ। ପ୍ରାଣ ତ୍ୟାଗିଲ,ପରିତ୍ରାଣ ପ୍ରଭୁ ଦେଲ
ଶୁଭିଲା ଶୁଣ ଶୁଭିଲା କୃଶରୁ ଏକ ବାଣୀ,
କହିଲେ ଯୀଶୁ କହିଲେ ହେ ପିତ କ୍ଷମାକର -୨ ଥର
ସମାପ୍ତ
#krusharuekabani
#odiachristiansong2024
#odiachristmassong2024
#rajankubhetiba
#amielsabarofficial
#amitkuamarpaniodiasong
#christianodiasong
#newodiachristiansong2024
#newodiasong
#odiachristian
#humasagarodiachristiansong
#krusharuekabaniodiadevotionalsong
#odiadevotionalsong
1. Krusharu Eka Bani || କୃଶ ରୁ ଏକ ବାଣୀ || Amit Pani|| Studio Version 2024
• Aame Jiba Rajanku Bhetiba || ଆମେ ଯିବାରାଜାଙ...
2.Dhanya bada Prabhu|| ଧନ୍ୟବାଦ ପ୍ରଭୁ || Amit Kumar Pani || Odia christian song || Full Video
• Dhanyabad probhu || ଧନ୍ୟବାଦ ପ୍ରଭୁ || Amit ...
//*ANTI-PIRACY WARNING*//
This content is copyright to AMIEL SABAR OFFICAL. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material
Доступные форматы для скачивания:
Скачать видео mp4
-
Информация по загрузке: