ଅରୂପାର ବ୍ରହ୍ମପୁର ବାଣିଜ୍ୟମେଲା || Orupa Berhampur Banijyamela 2025 || @urvasiodiavlogs
Автор: URVASI ODIA VLOG
Загружено: 2025-11-19
Просмотров: 477
Namaskar Radhe Radhe🙏
ଅରୂପାର ଅନ୍ତର୍ଜାତୀୟ ମେଳା Berhampur vlog. | Orupara Mela Berhampur vlog.|
ବାଣିଜ୍ୟମେଳା ହେଉଛି ବ୍ୟବସାୟ, ହସ୍ତଶିଳ୍ପ, ପ୍ରଯୁକ୍ତି ଓ ସାଂସ୍କୃତିକ ଆନନ୍ଦର ଏକ ସୁନ୍ଦର ମିଶ୍ରଣ। ଏଠାରେ ଦେଶର ସ୍ରେଷ୍ଠ ଉତ୍ପାଦନ, କଳାକୃତି ଓ ମନୋରଞ୍ଜନ ଏକାସାଥିେ ଦେଖିବାକୁ ମିଳେ। ପରିବାର ସହ ଘୁରିବା, ଶିଖିବା ଓ ଆନନ୍ଦ ଉପଭୋଗ କରିବାର ସବୁଠୁ ଭଲ ସ୍ଥାନ ଅଟେ ବାଣିଜ୍ୟମେଳା।
Pure vlog Experience = ବାଣିଜ୍ୟମେଲା ର ସଂଗୀତ, ସମ୍ବଲପୁରୀ ଡ୍ରେସ ଓ ଶାଢ଼ୀ | ବହୁତ ପ୍ରକାର ସାମଗ୍ରୀ ଦେଖି ଆପଣ ପୁରା ମଜି ଯିବେ.
ଏଭଳି ଭିଡ଼ିଓ ପାଇଁ channel Suscribe Karqntu |
plz🙏 Like
comment and share କରିବେ. |ଭିଡ଼ିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ|
#urvasiodiavlogs #odiavlog #fullvideoonyoutube #orupamela #odia #odiagirl #support #supportmychannel
#share #suscribe #masti #mela
Доступные форматы для скачивания:
Скачать видео mp4
-
Информация по загрузке: