Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମଟନ ଡାଲମା ଥରେ ଖାଇବେ.. ହାତ ଚାଟିକି ରହିଯିବେ 😋 @Patia Toka At Patiagarh For Special Mutton Dalma

Автор: Patia Toka

Загружено: 2023-10-26

Просмотров: 235747

Описание:

ମଟନ ଡାଲମା I ନାଁ ଟା ଶୁଣିବାକୁ ହୁଏତ ଟିକେ ଅଡୁଆ ଲାଗୁଥାଇ ପାରେ ? କିନ୍ତୁ ଥରେ ଖାଇଲେ ଆଉ ଭୁଲି ପାରିବେନି I ପୂର୍ବରୁ ଆପଣମନେ ହୁଏତ ମାଛ/ଚିଙ୍ଗୁଡ଼ି ଡାଲମା ଖାଇଥିବେ ହେଲେ ମଟନ ଡାଲମା? ହଁ ଏହାସତ ଯେ କିଛି ଲୋକ ୟା ବାବଦରେ ଉଣା ଅଧିକ ଜାଣିଥିବେ କିନ୍ତୁ ବହୁତ କମ ଲୋକ ଏହାର ସ୍ୱାଦ ଚାଖିଥିବେ I ଭୁବନେଶ୍ୱରରେ ଆମ ଗାଁ ପଟିଆଗଡ଼ର ଘରେ ଘରେ ପରିଚିତ ଏହି ମଟନ ଡାଲମା I ବେଳେ ବେଳେ ଆମେ ଗାଁରେ ଭୋଜି ଭାତ ହେଲେ ସମସ୍ତଙ୍କର ମଟନ ଡାଲମା କଥା ମନ ପଡିବା ସ୍ୱାଭାବିକ I କାହିଁକିନା ଥରେ ଯିଏ ୟା'ର ମଜ୍ଜା ଚାଖିଛି ସେ ଜାଣିଛି..... ଯେମିତି ମୁଁ I ଭିଡ଼ିଓରେ ଲୋକଙ୍କ ଭିଡ଼ ନ ଦେଖିଲେ ଆପଣ ଆଦୌ ବିଶ୍ୱାସ କରି ପାରିବେନି ଯେ, ଏହି ମଟନ ଡାଲମା ଖାଇବାକୁ କଣ ସତରେ ଏତେ ଭିଡ଼ ହୁଏ? ତେବେ ଆଉ ଡେରି କାହିଁକି, ଆସନ୍ତୁ ଜାଣିବା କଣ ଏହି ମଟନ ଡାଲମା ଆଉ ତାର Recipe ..... ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନ ଦେଖିଲେ ମଟନ ଡାଲମା ବିଷୟରେ ଜାଣି ପାରିବେନି, ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ I ଆଉ ଏହି ପଟିଆ ଟୋକାକୁ ଏମିତି ଭଲ ପାଉଥାନ୍ତୁ I ଜୟ ଜଗନ୍ନାଥ 🙏🏻❤️

Welcome to Patia Toka, your passport to a world of culinary adventures and travel tales! We are your ultimate destination for immersive vlogs that whisk you away to diverse places, revealing the hidden gems of our planet and the incredible culinary wonders they hold. Join us as we explore the streets, savor unique foods, and unearth special dishes that define the essence of each location. Get ready to embark on a journey like no other, as we take you on a gastronomic and globetrotting escapade. Subscribe now and let Patia Toka be your gateway to unforgettable experiences, one bite and destination at a time!

Facebook:   / patiatoka.in  

Follow Patia Toka For Vlogs, Lifestyle, Entertainment. Join the journey for lots of fun and thrill.

Loads of entertainment waiting.........

Facebook:   / patiatoka.in  

#patiatoka #duragapuja #dussehra #durgapujo #durgamaa #durgapuja2023 #bhubaneswar #maadurga #maa #Idol #vlog #travel #festival #mutton #food #muttonrecipe #muttoncurry #trending #trendingvideo #youtube #youtuber #viral #viralvlogs #videos #mela #minabazar #durgapujapandal #odisha #goldpandal #silverpandal #gold #silver

ମଟନ ଡାଲମା ଥରେ ଖାଇବେ.. ହାତ ଚାଟିକି ରହିଯିବେ 😋 @Patia Toka At Patiagarh For Special Mutton Dalma

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଘଣ୍ଟାଏ ଭିତରେ ମଟନ ସଫା || ୧୦୦ ଟଙ୍କିଆ ଟେଷ୍ଟି ମଟନ||MOUTH WATERING MUTTON IN BHUBANESWAR ||Patia Toka

ଘଣ୍ଟାଏ ଭିତରେ ମଟନ ସଫା || ୧୦୦ ଟଙ୍କିଆ ଟେଷ୍ଟି ମଟନ||MOUTH WATERING MUTTON IN BHUBANESWAR ||Patia Toka

ଆଠଗଡ଼ର NO-1 ନନା ମଟନ ହୋଟେଲ 👌 // Athagarh's Famous Nana Mutton Hotel // #mutton #athagarh #nanahotel

ଆଠଗଡ଼ର NO-1 ନନା ମଟନ ହୋଟେଲ 👌 // Athagarh's Famous Nana Mutton Hotel // #mutton #athagarh #nanahotel

ମାଛ ଭାତ at ଭୁବନେଶ୍ବର

ମାଛ ଭାତ at ଭୁବନେଶ୍ବର

ଝୁମ୍ପୁଡ଼ି ତଳର ଫାଇଭ ଷ୍ଟାର ଖାନା | Heart Touching Story Of Lady Serving Best Quality Food

ଝୁମ୍ପୁଡ଼ି ତଳର ଫାଇଭ ଷ୍ଟାର ଖାନା | Heart Touching Story Of Lady Serving Best Quality Food

ଭାକୁର ମୁଣ୍ଡ କୁ ଦେଶି ବନ୍ଧାକୋବି || Giant Fish Head with Country Cabbage Curry || Katla Fish Recipe.

ଭାକୁର ମୁଣ୍ଡ କୁ ଦେଶି ବନ୍ଧାକୋବି || Giant Fish Head with Country Cabbage Curry || Katla Fish Recipe.

Cuttack Sankarpur Famous Bara Macha Ambila ₹40 Only || Mutton ❌ || Odia Food Vlog @CobraSubhendu 🐟😋

Cuttack Sankarpur Famous Bara Macha Ambila ₹40 Only || Mutton ❌ || Odia Food Vlog @CobraSubhendu 🐟😋

ବାଙ୍କୀ ଗୋଡ଼ିସାହିର ମାଳତୀ ମାଉସୀଙ୍କ କାଠ ଚୁଲି ପୁରୀ ଘୁଗୁନି // ସଙ୍ଘର୍ଷର ଅନ୍ୟନାମ ମାଳତୀ ମାଉସୀ 🙏 // #banki

ବାଙ୍କୀ ଗୋଡ଼ିସାହିର ମାଳତୀ ମାଉସୀଙ୍କ କାଠ ଚୁଲି ପୁରୀ ଘୁଗୁନି // ସଙ୍ଘର୍ଷର ଅନ୍ୟନାମ ମାଳତୀ ମାଉସୀ 🙏 // #banki

ୟାଙ୍କ ସାମ୍ନାରେ ସମସ୍ତେ Fail | Cuttack No.1 Bara Aloo Kasa ମାତ୍ର 30₹/- | Street Food

ୟାଙ୍କ ସାମ୍ନାରେ ସମସ୍ତେ Fail | Cuttack No.1 Bara Aloo Kasa ମାତ୍ର 30₹/- | Street Food

New Special Mutton Recipe || ମଟନ ଘାଣ୍ଟ || Mutton Ghanta || ଖାଣ୍ଟି ଓଡ଼ିଆ Mutton ତରକାରୀ

New Special Mutton Recipe || ମଟନ ଘାଣ୍ଟ || Mutton Ghanta || ଖାଣ୍ଟି ଓଡ଼ିଆ Mutton ତରକାରୀ

ଜାନକୀଙ୍କ ହାତରନ୍ଧା ମାଟିହାଣ୍ଡି ମଟନ୍ || ଏଠି ଘଣ୍ଟାଏ ଭିତରେ ମଟନ ସଫା || Mati handi mutton || Patia toka

ଜାନକୀଙ୍କ ହାତରନ୍ଧା ମାଟିହାଣ୍ଡି ମଟନ୍ || ଏଠି ଘଣ୍ଟାଏ ଭିତରେ ମଟନ ସଫା || Mati handi mutton || Patia toka

ଗ୍ରାଜୁଏଟ କାଳିଆ ଭାଇଙ୍କ ସୁଆଦିଆ ରୋଷେଇ ପାଇଁ ପାଗଳ ଖାଦ୍ୟପ୍ରେମୀ !

ଗ୍ରାଜୁଏଟ କାଳିଆ ଭାଇଙ୍କ ସୁଆଦିଆ ରୋଷେଇ ପାଇଁ ପାଗଳ ଖାଦ୍ୟପ୍ରେମୀ !

Man Selling Ghee Anna Mutton | Ghee Anna Mutton in Bhubaneswar | Street Food Bhubaneswar |

Man Selling Ghee Anna Mutton | Ghee Anna Mutton in Bhubaneswar | Street Food Bhubaneswar |

କଟକ ଚୌଧୁରୀ ବଜାରର Famous ମା' ତାରିଣୀ ହୋଟେଲର No-1 ମଟନ ଝୋଳ || ଆଉ ମାତ୍ର 45 ଟଙ୍କାରେ ମିଳେ ମାଛ ଥାଳି  #mutton

କଟକ ଚୌଧୁରୀ ବଜାରର Famous ମା' ତାରିଣୀ ହୋଟେଲର No-1 ମଟନ ଝୋଳ || ଆଉ ମାତ୍ର 45 ଟଙ୍କାରେ ମିଳେ ମାଛ ଥାଳି #mutton

1974 ମସିହାର ବୁଲୁ ନନାଙ୍କ ଚାଳିଆ ହୋଟେଲ | Bhubaneswar Oldest Hotel | Odia Food Vlog @rkplife

1974 ମସିହାର ବୁଲୁ ନନାଙ୍କ ଚାଳିଆ ହୋଟେଲ | Bhubaneswar Oldest Hotel | Odia Food Vlog @rkplife

Banana Leaf Mutton Only ₹ 130 || 25 Years Old Behera Hotel || Kataki Bhaina

Banana Leaf Mutton Only ₹ 130 || 25 Years Old Behera Hotel || Kataki Bhaina

Highest Selling Brahmapur Breakfast in Bhubaneswar | Anna Tiffin Centre | Street Food India

Highest Selling Brahmapur Breakfast in Bhubaneswar | Anna Tiffin Centre | Street Food India

ପ୍ରଥମ ଥର ଖାଇଲୁ ₹ 100 ଟଙ୍କା ରେ ଖାସି ମଟନ ଝୋଳ 🤤 | ପୁରା ତ ବଣ ଭୋଜି ଆଉ 😍 | 100 Rupees Mutton curry In BBSR

ପ୍ରଥମ ଥର ଖାଇଲୁ ₹ 100 ଟଙ୍କା ରେ ଖାସି ମଟନ ଝୋଳ 🤤 | ପୁରା ତ ବଣ ଭୋଜି ଆଉ 😍 | 100 Rupees Mutton curry In BBSR

Cuttack Sankarpur Famous Macha Ambila Bara ₹50 Only || Mutton ❌ || Odia Food Vlog @CobraSubhendu 🐟😋

Cuttack Sankarpur Famous Macha Ambila Bara ₹50 Only || Mutton ❌ || Odia Food Vlog @CobraSubhendu 🐟😋

ଜଗତପୁର ଓସ୍ତ ଗଛ ତଳେ ଶରତ ମଉସାଙ୍କ 160 ଟଙ୍କିଆ ମଟନ ହୋଟେଲ // Jagatpur Famous Mutton Hotel #mutton #cuttack

ଜଗତପୁର ଓସ୍ତ ଗଛ ତଳେ ଶରତ ମଉସାଙ୍କ 160 ଟଙ୍କିଆ ମଟନ ହୋଟେଲ // Jagatpur Famous Mutton Hotel #mutton #cuttack

ଖଣ୍ଡଗିରି SPECIAL ମଟନ ହୋଟେଲ 150 ଟଙ୍କାରେ  || Unlimited  Food Rice  ||

ଖଣ୍ଡଗିରି SPECIAL ମଟନ ହୋଟେଲ 150 ଟଙ୍କାରେ || Unlimited Food Rice ||

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com