Master Precision Engineering in Just 1 Year at World Skill Center
Автор: World Skill Center
Загружено: 2025-04-14
Просмотров: 1304
#PrecisionEngineering #SkillDevelopment #WorldSkillCenter
ଦେଶ ବିଦେଶରେ ପ୍ରିସିସନ ଇଞ୍ଜିନିୟରିଂ କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଫଳରେ ଛାତ୍ରଛାତ୍ରୀମାନେ ଆଧୁନିକ ଶିଳ୍ପ ଦୁନିଆ ପାଇଁ ପ୍ରସ୍ତୁତ ହେଉଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏବେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରିସିସନ ଇଞ୍ଜିନିୟରିଂ ସହିତ ଅନ୍ୟ ୬ଟି ବିଷୟରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଗ୍ରହୀ ପ୍ରାର୍ଥୀମାନେ www.admission.worldskillcenter.org ଯୋଗେ ଆବେଦନ କରିପାରିବେ।
Precision Engineering at World Skill Center equips students with ultramodern industry oriented technical know-how. Precision Engineering is the doorstep to jobs in modern manufacturing, electronics, aerospace, healthcare, automotive, etc.
Apply Online: https://admission.worldskillcenter.org/
Online applications are now open for this 1-year advanced course under School of Engineering for 2 years ITI or 3 years Diploma pass outs. Explore the modern facilities at WSC & unlock global career opportunities.
Доступные форматы для скачивания:
Скачать видео mp4
-
Информация по загрузке: