kuli chasa farming in Odia || କୋଳି ଚାଷ || କାଶ୍ମିରୀ କୋଳି ଚାଷ ||
Автор: Chasa Dunia
Загружено: 2025-01-15
Просмотров: 12962
ଥାଇଲାଣ୍ଡ କୋଳି ଚାଷ ଓଡିଶା ରେ ଦିନକୁ ଦିନ ବଢିବାରେ ଲାଗିଛି । ଏହା ଏକ ଉତ୍ତମ ଓ ଲାଭ ଦାୟକ ଫସଲ, ଯାହାର ଫଳ ଖାଇବାରେ ଅତି ସ୍ଵାଦିଷ୍ଟ ଅଟେ। ଏହା କମ ଖର୍ଚ୍ଚ ଓ କମ ପରିଶ୍ରମ ରେ ମଧ୍ୟ ହଇଥାଏ।
ଆଜି / @chasadunia ଆସି ପହଞ୍ଚିଛି କେନ୍ଦୁଝର ଜିଲ୍ଲାର ଡେଣୁଆ ଗ୍ରାମ ର ଚାଷୀ ପ୍ରମୋଦ ସାହୁ ଙ୍କ ପାଖରେ। ଯିଏ କି ଥାଇଲାଣ୍ଡ କୋଳି ଚାଷ କରି ସଫଳତା ହାସଲ କରିଛନ୍ତି ଏବଂ ଚାଷ ଦ୍ଵାରା କେମିତି ସ୍ୱାବଲମ୍ବୀ ହେବା ତାହାର ଉଦାହରଣ ସାଜିଛନ୍ତି।
Thailand Apple Ber farming is becoming popular in Odisha. It is a good and profitable crop, and its fruits are very tasty. This farming needs low cost and less hard work.
Today, / @chasadunia visited Denua village in Keonjhar district to meet farmer Pramod Sahoo. He has successfully grown Island Apple Ber and set an example of how to become self-reliant through farming.
Youtube :- / @chasadunia ▶️
Krushbeet :- Nilamani Mahanta 👨🏫
Email I'd:- chasadunia@gmail.com 📧
Phone number :- +917077104615 ☎️
Farmer :- Pramod Sahoo 👨🌾
Farmer Number :- +91 9437115280
#farming #odiafarming #organicfarming #chasa dunia #odia #youtube #new
Доступные форматы для скачивания:
Скачать видео mp4
-
Информация по загрузке: