Rajat Jayanti Samaroha | Day 2 | Saraswati Sishu Vidya Mandira, Khallikote | Live Streaming
Автор: Saraswati Sishu Vidya Mandira, Khallikote
Загружено: 2025-12-27
Просмотров: 6663
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲ୍ଲିକୋଟ ରଜତ ଜୟନ୍ତୀ (୨୫ ବର୍ଷ) ଉତ୍ସବର ଏହି ପବିତ୍ର ଅବସରରେ, ଆମ ବିଦ୍ୟାଳୟର ସଂସ୍କାର, ଶିକ୍ଷା ଓ ସେବାର ୨୫ ବର୍ଷର ଗୌରବମୟ ଯାତ୍ରାକୁ ଆପଣମାନଙ୍କ ସହ Live Streaming ମାଧ୍ୟମରେ ଅଂଶୀଦାର କରିବା ଆମ ପାଇଁ ଗର୍ବର କଥା।
ଦୂରେ ଥାଇ ମଧ୍ୟ, ଆପଣମାନେ ଏହି ଉତ୍ସବର ଅଂଶ ହେବେ ଏହାହିଁ ଆମର ଉଦ୍ଦେଶ୍ୟ।
👉 Live ଦେଖନ୍ତୁ | Subscribe କରନ୍ତୁ | Share କରନ୍ତୁ
Доступные форматы для скачивания:
Скачать видео mp4
-
Информация по загрузке: