‘୨୪ ତାରିଖକୁ କଟକକୁ ଆସିବନି କୌଣସି ବସ୍’| Odisha Reporter
Автор: Odisha Reporter
Загружено: 2026-01-17
Просмотров: 376
#୨୪ରୁ_ଗଡ଼ିବନି_ଘରୋଇ_ବସ୍ !
ମୁଖ୍ୟମନ୍ତ୍ରୀ ବସ୍ ବ୍ଲକ୍ରୁ ଜିଲ୍ଲା ହେଡ୍କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ। ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି। ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ। ସୂଚନା ଦେଲେ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ। ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ୍ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ୍କୁ ଆସିବାକୁ ଦିଆଯିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦେବ ଘରୋଇ ବସ୍ ମାଲିକ ସଂଘ।
ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #DebendraSahu #OdishaTransportCrisis #BusOwnersUltimatum #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: