Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

Автор: JAY JAGANNATH TV

Загружено: 2025-04-24

Просмотров: 17310

Описание:

କଳିଯୁଗରେ ଅଧର୍ମ, ଦୁଃଖ ଓ ଭୟ ବୃଦ୍ଧି ପାଉଛି, ଏହା ପଛରେ ଅନେକ ଦାର୍ଶନିକ ଓ ଧାର୍ମିକ କାରଣ ଅଛି। ଶାସ୍ତ୍ର ଅନୁଯାୟୀ କଳି ଚାରିଟି ବିଶେଷ ସ୍ଥାନରେ ବାସ କରନ୍ତି। ସେହି ସ୍ଥାନଗୁଡିକ କଣ? କିଏ ଏହି ସ୍ଥାନଗୁଡିକୁ ଦୂଷିତ କରେ? କେମିତି ଏହାଠାରୁ ମୁକ୍ତି ମିଳିପାରିବ?
ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ମାଧ୍ୟମରେ ଶୁଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ତଥ୍ୟ।

ଏହିଭଳି ଅନନ୍ୟ ଧାର୍ମିକ ଓ ଆତ୍ମିକ ବିଷୟ ପାଇଁ ଦେଖୁନ୍ତୁ "Jay Jagannath TV" – ଆପଣଙ୍କର ଭକ୍ତିମୟ ସାଥୀ।

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ?  | Jay Jagannath TV

ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ? | Jay Jagannath TV

ଘରକୁ ଯିବାସମୟରେ ଗାଡିଥିଲା ଦୁର୍ତ୍ତବେଗରେ,ପ୍ରଭୁଆସି ବଞ୍ଚେଇଲେ ଦୁର୍ଘଟଣାରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭ

ଘରକୁ ଯିବାସମୟରେ ଗାଡିଥିଲା ଦୁର୍ତ୍ତବେଗରେ,ପ୍ରଭୁଆସି ବଞ୍ଚେଇଲେ ଦୁର୍ଘଟଣାରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭ

Kalijuga Katha Barnana | Shri Amrutananda Das Maharaj | Odia Prabachana | Janmashtami

Kalijuga Katha Barnana | Shri Amrutananda Das Maharaj | Odia Prabachana | Janmashtami

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

Bhagabata Sara Odia

Bhagabata Sara Odia

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-3 || Tirtol || WC BHAKTI

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-3 || Tirtol || WC BHAKTI

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (26.11.2025) | ଆଜି ଓଢ଼ଣ ଷଷ୍ଠୀ | Jay Jagannath TV

ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (26.11.2025) | ଆଜି ଓଢ଼ଣ ଷଷ୍ଠୀ | Jay Jagannath TV

ଭାଗବତ ସପ୍ତାହ - Bhagabata Saptaha | ଚତୁର୍ଥ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ - Bhagabata Saptaha | ଚତୁର୍ଥ ଦିନ - Mahanta Chinmaya Das Ji Maharaj | Odia Bhagabata

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

Gobinda Gobinda Gobinda - Soulful Heart touching Odia Bhajan - Shiba Prasad Dash (Siba nana)

Gobinda Gobinda Gobinda - Soulful Heart touching Odia Bhajan - Shiba Prasad Dash (Siba nana)

ଜାଣି ରଖନ୍ତୁ ଦୁନିଆର ସବୁଠାରୁ ପ୍ରିୟ କିଏ || Odia Pravachan || Odia Sadhubani || BIrendra Panda

ଜାଣି ରଖନ୍ତୁ ଦୁନିଆର ସବୁଠାରୁ ପ୍ରିୟ କିଏ || Odia Pravachan || Odia Sadhubani || BIrendra Panda

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ମଣିଷ କଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ? ବାବାଜି ଅମୃତାନନ୍ଦ ଦାସ//ଡିଟି ଓଡ଼ିଆ ଷ୍ଟୋରି//dt odia story

ମଣିଷ କଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ? ବାବାଜି ଅମୃତାନନ୍ଦ ଦାସ//ଡିଟି ଓଡ଼ିଆ ଷ୍ଟୋରି//dt odia story

ଭାଗବତ ମହାପୁରାଣ ଦଶମ ସ୍କନ୍ଧ ଅଧ୍ୟାୟ - ୪ ରୁ ୬ ॥ Bhagabata Mahapurana Odia

ଭାଗବତ ମହାପୁରାଣ ଦଶମ ସ୍କନ୍ଧ ଅଧ୍ୟାୟ - ୪ ରୁ ୬ ॥ Bhagabata Mahapurana Odia

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]