Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

Автор: Jay Jagannath

Загружено: 2018-12-04

Просмотров: 701970

Описание:

ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରି, ନିଜର ଭକ୍ତି ଆଶିଷ ପ୍ରଦାନ କରିଆସୁଅଛନ୍ତି I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଶଙ୍ଖ ନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ସମଗ୍ର ବିଶ୍ୱ ଜଗତରେ ପହଁଚାଇବା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଭେଟି ଦେଉଛୁ ଏକ ଭକ୍ତି ଭରା ଉପହାର "ଜୟ ଜଗନ୍ନାଥ" I

"Pabitra Entertainment" ଭେଟି ଦେଉଛି ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସରେ ପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ନୂତନ ଚ୍ୟାନେଲ "ଜୟ ଜଗନ୍ନାଥ"

✽ ଭେଟି ଦେଉଛୁ ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ କଣ୍ଠରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ " ଶ୍ରୀ ଜଗନ୍ନାଥ କରୁଣା " ✽
✽ ତେବେ ଆସନ୍ତୁ ଶୁଣିନେବା " ଶ୍ରୀ ଜଗନ୍ନାଥ କରୁଣା" I
✽ ଯଦି ଏହି ପ୍ରବଚନଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel "Jay Jagannath" କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
✽II Please Like, Share & Subscribe " Jay Jagannath " II✽
✽II Click Here To Subscribe:    / @jayjagannath   II✽

✽II Shree Jagannath Karuna II✽
✽II Shree Jagannathanka Prabachana II✽
✽II Presented By Jay Jagannath II✽

✽II Video Credits II✽

✽ Prabakta: Satyananda Das
✽ Produced By: Pabitra Entertainment
✽ Edited By: Pritiranjan Parija
✽ Design By: Sneharanjan Sahoo
✽ Radio Partner- Odisha Radio
✽ Digital Partner- E Halchal
✽ Upload, Description & Published By: Somnath Mohapatra
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
#JayJagannath #ShreeJagannathaKaruna#PabitraEntertainment
♪ Enjoy and stay connected with us!! ♪
✽ Mail Id: hrpabitraentertainment@gmail.com
✽ Whatsapp Us:+919937173456/+919437273456
✽ Phone: 06712973456/06712430595
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
✽All Copyright Reserved By Pabitra Entertainment. Any Misuse,Reuse, Unauthorized Use, Re Upload Of The Content May Subject To Copyright Claim Against The Third Party ✽

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଏହି ସାତଟି କଥା ସବୁବେଳେ ଗୁପ୍ତ ରଖ | Geeta Ke Vichar | Krishna Vani | Krishna Kathamruta Odia |

ଏହି ସାତଟି କଥା ସବୁବେଳେ ଗୁପ୍ତ ରଖ | Geeta Ke Vichar | Krishna Vani | Krishna Kathamruta Odia |

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ତୃତୀୟ ଦିନ - Bhagabata Saptaha - 3 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ତୃତୀୟ ଦିନ - Bhagabata Saptaha - 3 Day | Prabachak - Baba Satyananda Das

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଚତୁର୍ଥ ଭାଗ  । ଜୟ ଜଗନ୍ନାଥ

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଚତୁର୍ଥ ଭାଗ । ଜୟ ଜଗନ୍ନାଥ

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପ୍ରଥମ ଦିନ - Bhagabata Saptaha -1 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପ୍ରଥମ ଦିନ - Bhagabata Saptaha -1 Day | Prabachak - Baba Satyananda Das

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଦ୍ଵିତୀୟ ଭାଗ  । ଜୟ ଜଗନ୍ନାଥ

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଦ୍ଵିତୀୟ ଭାଗ । ଜୟ ଜଗନ୍ନାଥ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୧ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୧ ଅଧ୍ୟାୟ | Jay Jagannath TV

ଶ୍ରୀ ଜଗନ୍ନାଥ କଥାମୃତ/ବାରଙ୍ଗ/ଶ୍ରୀ ମନୋଜ ପ୍ରଧାନ/manoj pradhan/jagannath kathamruta

ଶ୍ରୀ ଜଗନ୍ନାଥ କଥାମୃତ/ବାରଙ୍ଗ/ଶ୍ରୀ ମନୋଜ ପ୍ରଧାନ/manoj pradhan/jagannath kathamruta

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-7 || Tirtol || WC BHAKTI

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-7 || Tirtol || WC BHAKTI

Satya Eka Jagannatha | ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ ପ୍ରବଚନ | Jay Jagannath

Satya Eka Jagannatha | ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ ପ୍ରବଚନ | Jay Jagannath

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୫ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୫ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

Jagannath Mahima | Pratham Bhaga | Odia Prabachana | Pandita Charana Ramdas | Jay Jagannath

Jagannath Mahima | Pratham Bhaga | Odia Prabachana | Pandita Charana Ramdas | Jay Jagannath

ଜୟ ଜଗନ୍ନାଥ ସ୍ୱାମୀ । ଶ୍ରୀ ଜଗନ୍ନାଥଙ୍କ ଭକ୍ତି ପ୍ରବଚନ । ଜୟ ଜଗନ୍ନାଥ

ଜୟ ଜଗନ୍ନାଥ ସ୍ୱାମୀ । ଶ୍ରୀ ଜଗନ୍ନାଥଙ୍କ ଭକ୍ତି ପ୍ରବଚନ । ଜୟ ଜଗନ୍ନାଥ

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୨ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୨ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଦ୍ଵିତୀୟ ଦିନ -Bhagabata Saptaha -2 Day | Prabachak - Baba Satyananda Das

ଗୁପ୍ତ ରହସ୍ୟ ଖୋଲିଲେ ଜିତୁ ଦାଶ * ଶୁଣନ୍ତୁ ସମ୍ପୂର୍ଣ୍ଣ ରାମରସ ପ୍ରବଚନ ll JITU DASH

ଗୁପ୍ତ ରହସ୍ୟ ଖୋଲିଲେ ଜିତୁ ଦାଶ * ଶୁଣନ୍ତୁ ସମ୍ପୂର୍ଣ୍ଣ ରାମରସ ପ୍ରବଚନ ll JITU DASH

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବାଦଶ ସ୍କନ୍ଧର ୧୨ମ  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବାଦଶ ସ୍କନ୍ଧର ୧୨ମ ଅଧ୍ୟାୟ | Jay Jagannath TV

Odia Prabachana | ଓଡ଼ିଆ ପ୍ରବଚନ | ପ୍ରବକ୍ତା ଶ୍ରୀଯୁକ୍ତ ଜିତୁ ଦାସ | Pabitra Paree

Odia Prabachana | ଓଡ଼ିଆ ପ୍ରବଚନ | ପ୍ରବକ୍ତା ଶ୍ରୀଯୁକ୍ତ ଜିତୁ ଦାସ | Pabitra Paree

ବିଦ୍ୟାପତି ଆଜ୍ଞା ମାଳା। ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

ବିଦ୍ୟାପତି ଆଜ୍ଞା ମାଳା। ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

Bhagabata Tungi - EP - 980 | କଥା ଶ୍ରବଣର ମହିମା  | Baba Satyananda Das | Sidharth Utsav

Bhagabata Tungi - EP - 980 | କଥା ଶ୍ରବଣର ମହିମା | Baba Satyananda Das | Sidharth Utsav

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com