Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Yatra Superstar Piyush Tripathy in Legal Trouble, Career Hangs in Balance

Автор: OTV

Загружено: 2026-01-12

Просмотров: 9102

Описание:

ହରଡ଼ଘଣାରେ ଯାତ୍ରା ସୁପରଷ୍ଟାର ପୀୟୂଷ ତ୍ରିପାଠୀ
#ହରଡ଼ଘଣାରେ_ପୀୟୂଷ_ତ୍ରିପାଠୀ
ହରଡ଼ଘଣାରେ ଯାତ୍ରା ସୁପରଷ୍ଟାର ପୀୟୂଷ ତ୍ରିପାଠୀ । ଏଗ୍ରିମେଣ୍ଟ ଉଲ୍ଲଂଘନ ଅଭିଯୋଗରେ ମଞ୍ଚ ନଚଢ଼ିବାକୁ କୋର୍ଟଙ୍କ ନୋଟିସ୍ ପରେ ଝୁଲନ୍ତା ସ୍ଥିତିରେ ଜଲିଉଡ ବ୍ୟାଡବୟଙ୍କ କ୍ୟାରିୟର । ଆଜି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ନହୋଇ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି ପୀୟୂଷ । କୋର୍ଟ କୌଣସି ରାୟ ଦେଇ ନଥିବାରୁ ସେ ମଞ୍ଚ ଚଢ଼ିବେ ନା ଘରେ ବସିବେ ତାକୁ ନେଇ ସସପେନ୍ସ ଲାଗି ରହିଛି । ଏଥିପାଇଁ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ। ଏସବୁ ଭିତରେ ଯାତ୍ରା କଳିରେ ନାନା ପ୍ରଶ୍ନ ବି ଉଠୁଛି। ମାଲିକ-ମାଲିକ କଳିରେ ବଳି ପଡୁଛନ୍ତି କି କଳାକାର? ଏଗ୍ରିମେଣ୍ଟ ଆଳରେ ପୀୟୂଷଙ୍କୁ ମଞ୍ଚ ଚଢ଼ାଇ ନଦେବାକୁ ଷଡ଼ଯନ୍ତ୍ର ହୋଇଛି କି? କାରଣ ଆଗକୁ ଖଣ୍ଡଗିରି ମହାସମର । ଶକ୍ତି ପ୍ରଦର୍ଶନ ପାଇଁ ସବୁ ପାର୍ଟିର ସଜବାଜ ସରିଥିବା ବେଳେ ତାପୂର୍ବରୁ ପୀୟୂଷଙ୍କୁ ଅପେରା ସୂର୍ଯ୍ୟମନ୍ଦିର ମାଲିକ କୋର୍ଟକୁ ଟାଣିବାକୁ ନେଇ ନାନା ଚର୍ଚ୍ଚା ହେଉଛି ।
#EntertainmentNews_PiyushTripathy #YatraIndustry_Odisha
#OllywoodNews_PiyushTripathy #LegalDispute_Yatra
#AgreementRow #StagePerformance #ArtistRights
#YatraControversy #OTV



Yatra superstar Piyush Tripathy is facing a period of uncertainty after a court notice was issued alleging violation of an agreement, directing him not to take the stage. On the day of hearing, Piyush did not appear in person and instead presented his stand through his lawyer. As the court has not delivered any order yet, suspense continues over whether he will perform or stay away from the stage.

With no verdict and no next hearing date announced, Piyush Tripathy’s career remains in a hanging state. The situation has sparked widespread discussion within the Yatra circuit about whether artists are becoming victims of disputes between owners.

For latest news updates follow us on WhatsApp: https://whatsapp.com/channel/0029VaYN...

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:   / otvkhabar  
OTV English Facebook :   / otvnews  
Telegram @otvtelegram @otvkhabar
Twitter:   / otvnews  
Instagram:   / otvnews  


#OdishaTV #OTV

Yatra Superstar Piyush Tripathy in Legal Trouble, Career Hangs in Balance

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

🔴Prasnakala Live | ନିଲମ୍ବନ ପଛରେ କୋଟେରୀ ଗ୍ରୁପ ! Arabinda Mohapatra Suspend From BJD | Odisha Politics

🔴Prasnakala Live | ନିଲମ୍ବନ ପଛରେ କୋଟେରୀ ଗ୍ରୁପ ! Arabinda Mohapatra Suspend From BJD | Odisha Politics

ଖବର ଚଟାପଟ୍ | Khabar Chatapat | Speed News | 16th January 2026 | OTV

ଖବର ଚଟାପଟ୍ | Khabar Chatapat | Speed News | 16th January 2026 | OTV

Iran vs US & Israel: 2026 Middle East Tensions and Greenland Crisis Explained | N8G

Iran vs US & Israel: 2026 Middle East Tensions and Greenland Crisis Explained | N8G

ଖଣ୍ଡଗିରିରେ ମଞ୍ଚ ଚଢ଼ିବେକି ନାହିଁ କହିଦେଲେ ପିୟୁଷଙ୍କ ଓକିଲ  Piyush Tripathy Khandagiri

ଖଣ୍ଡଗିରିରେ ମଞ୍ଚ ଚଢ଼ିବେକି ନାହିଁ କହିଦେଲେ ପିୟୁଷଙ୍କ ଓକିଲ Piyush Tripathy Khandagiri

ମୁହଁ ଖୋଲିଲେ ସିଂହବାହିନୀ ମାଲିକ | Jatra Dispute: Singhbahini Jatra Owner Speaks Out Amid Allegations

ମୁହଁ ଖୋଲିଲେ ସିଂହବାହିନୀ ମାଲିକ | Jatra Dispute: Singhbahini Jatra Owner Speaks Out Amid Allegations

" ହ୍ୟୁମାନ ସାଗର ରୋଗରେ ମରିନି ତାକୁ ମର୍ଡର କରିଛନ୍ତି ,ଶୀଘ୍ର ସବୁ ସତ ସାମ୍ନାକୁ ଆସିବ "ଜିତୁ ରାଉତ Human Sagar

ଅନୁଭବଙ୍କୁ ନେଇ ବଡ଼ କଥା କହିଲେ...Piyush Tripathy Interview: Untold Stories, Struggles for Jatra Art

ଅନୁଭବଙ୍କୁ ନେଇ ବଡ଼ କଥା କହିଲେ...Piyush Tripathy Interview: Untold Stories, Struggles for Jatra Art

କଲେଜ ଟୋକାମାନେ କମେଣ୍ଟ ମାରନ୍ତି , ମୋତେ ଭଲ ଲାଗେ !

କଲେଜ ଟୋକାମାନେ କମେଣ୍ଟ ମାରନ୍ତି , ମୋତେ ଭଲ ଲାଗେ !

ସାଇଙ୍କ ଖୁଲାସା । Payal Sai | Tulasi Opera | Piyush Tripathy | Odisha Jatra News | News18 Podcast

ସାଇଙ୍କ ଖୁଲାସା । Payal Sai | Tulasi Opera | Piyush Tripathy | Odisha Jatra News | News18 Podcast

ମୈଦାନରେ ଆମେକିକାର ଅଦୃଶ୍ୟ ଅସ୍ତ୍ର ! US Secret Weapon Used in Venezuela? US Vs Venezuela|Odia News |N18G

ମୈଦାନରେ ଆମେକିକାର ଅଦୃଶ୍ୟ ଅସ୍ତ୍ର ! US Secret Weapon Used in Venezuela? US Vs Venezuela|Odia News |N18G

ସବୁ ସତ ଖୋଲିଲେ ପୀୟୂଷ ।Exclusive Interview with Jatra Artist Piyush Tripathy | Odia News

ସବୁ ସତ ଖୋଲିଲେ ପୀୟୂଷ ।Exclusive Interview with Jatra Artist Piyush Tripathy | Odia News

Mo Manara Sarkar || FULL VIDEO SONG || Piyush, Sweety || Tu Mo Bajrangi

Mo Manara Sarkar || FULL VIDEO SONG || Piyush, Sweety || Tu Mo Bajrangi

ନିଶାଙ୍କୁ ନଚାଇ ଅଡୁଆରେ ଉପଜିଲ୍ଲାପାଳ, ଷ୍ଟେଜ ଉପରକୁ ହୋଇଥିଲା ଜୋତା ଓ ଚେୟାର ମାଡ଼

ନିଶାଙ୍କୁ ନଚାଇ ଅଡୁଆରେ ଉପଜିଲ୍ଲାପାଳ, ଷ୍ଟେଜ ଉପରକୁ ହୋଇଥିଲା ଜୋତା ଓ ଚେୟାର ମାଡ଼

ପୁଣି ମଞ୍ଚକୁ ଚଢିବେ ପିୟୂଷ!॥Jatra Actor Piyush Tripathy Controversy॥Odia Jatra॥Samparka Odia

ପୁଣି ମଞ୍ଚକୁ ଚଢିବେ ପିୟୂଷ!॥Jatra Actor Piyush Tripathy Controversy॥Odia Jatra॥Samparka Odia

ଆଜି ପିୟୁଷ ଫୈସଲା, ଯାତ୍ରା ମଞ୍ଚ ଚଢ଼ିବାକୁ ମିଳିବ କି ଅନୁମତି ? | Piyush Tripathy | PrameyaNews7

ଆଜି ପିୟୁଷ ଫୈସଲା, ଯାତ୍ରା ମଞ୍ଚ ଚଢ଼ିବାକୁ ମିଳିବ କି ଅନୁମତି ? | Piyush Tripathy | PrameyaNews7

Special Story: Court Case Puts Piyush Tripathy’s Khandagiri Stage Entry Under Question

Special Story: Court Case Puts Piyush Tripathy’s Khandagiri Stage Entry Under Question

ପୂର୍ବରୁ ଶତ୍ରୁତା-ଷଡ଼ଯନ୍ତ୍ରରେ ଫଶିଗଲେ Piyush Tripathy ! ସତ୍ୟ କଣ ? Jatra Controversy  l OS

ପୂର୍ବରୁ ଶତ୍ରୁତା-ଷଡ଼ଯନ୍ତ୍ରରେ ଫଶିଗଲେ Piyush Tripathy ! ସତ୍ୟ କଣ ? Jatra Controversy l OS

ସିଂହବାହିନୀ ମାଲିକଙ୍କୁ ଧୋଇଲେ କାହ୍ନା | Jatra Controversy | Sree Mandir | Kanha | Argus News

ସିଂହବାହିନୀ ମାଲିକଙ୍କୁ ଧୋଇଲେ କାହ୍ନା | Jatra Controversy | Sree Mandir | Kanha | Argus News

ପୀୟୂଷ ଯେମିତି ଖଣ୍ଡଗିରିକୁ ନଆସୁ, ସେଥିପାଇଁ ଚାଲିଛି ଷଡ଼ଯନ୍ତ୍ର। Piyush jatra controversy before Khandagiri.

ପୀୟୂଷ ଯେମିତି ଖଣ୍ଡଗିରିକୁ ନଆସୁ, ସେଥିପାଇଁ ଚାଲିଛି ଷଡ଼ଯନ୍ତ୍ର। Piyush jatra controversy before Khandagiri.

ମଞ୍ଚ ଚଢ଼ିପାରିବେନି ପୀୟୂଷ ତ୍ରିପାଠୀ; ଭୁବନେଶ୍ବର କୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ| Adv of Piyush Tripathy

ମଞ୍ଚ ଚଢ଼ିପାରିବେନି ପୀୟୂଷ ତ୍ରିପାଠୀ; ଭୁବନେଶ୍ବର କୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ| Adv of Piyush Tripathy

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com