ନବୀନ ନିବାସରେ ଡ୍ୟୁଟି କରୁଥିଲେ SI ସ୍କାମର ଆଉଟଡୋର ଶୋ’ ପିସ୍ | Odisha Reporter
Автор: Odisha Reporter
Загружено: 2025-12-07
Просмотров: 16634
#SI_ସ୍କାମ_ଆଉ_ଜଣେ_SSB_ଯବାନ_ଗିରଫ
ପୋଲିସ SI ପରୀକ୍ଷା ସ୍କାମ ଆଉ ଜଣେ SSB ଯବାନ ସମେତ 2 ଜଣ ଗିରଫ। ୨ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକକୁ ଗିରଫ କଲା CBI। ଅର୍ଜୁନ ସହ ଅନ୍ୟଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଗିରଫ। ନିମାଇଁ ହେଉଛି ଗିରଫ ଅଭିଯୁକ୍ତ ବିରଞ୍ଚି ନାୟକର ଘନିଷ୍ଠ ସହଯୋଗୀ। ସମସ୍ତଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଥିଲା। ସେପଟେ ଗିରଫ ବିରଞ୍ଚି ଏବେ CBI ରିମାଣ୍ଡରେ ରହିଛି। ....
#CBI #PoliceExamScam #CorruptionInExams #SSBArrest #CBIInvestigation #PoliceRecruitment #ExaminationCorruption #odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Доступные форматы для скачивания:
Скачать видео mp4
-
Информация по загрузке: