ସ୍ବାଗତଂ ସାଙ୍ଗ ମାନେ ମୁ କାର୍ତିକ New block chalan to jiba East Korba pay.
Автор: _KartiK _Vlog_
Загружено: 2023-07-17
Просмотров: 81
ସ୍ବାଗତଂ ସାଙ୍ଗ ମାନେ ମୁ କାର୍ତିକ
ଅପାଣ ମାନେ ମୋ ଭିଡ଼ିଓ ଟିକୁ ଦେଖି ଥିବାରୁ ମୁ ଆପଣ କୁ ଧନ୍ୟବାଦ ଜଣାଉଛି
ଆଜି ମଉକା ମିଳିଛି ସାଙ୍ଗ ମାନଙ୍କ ସହିତ ମିଶି ଗୋଟେ ଭୋଜି କରିବାର ତେଣୁ ଆମେ ଜଲ୍ଦି ଜଲ୍ଦି ଫାଇନାଲ କଲୁ କଣ କରିବୁ ଅଧିକ ଚର୍ଚା ପରେ ଅଣ୍ଡା ଚିକେନ rollକରିବା ଟା ଫାଇନାଲ
କରା ଗଲା ପ୍ରଥମେ ଆମେ ଚିକେନ ଶପ କୁ ଗଲୁ ସେଠୁ ଚିକେନ ନେଇ ବାହାରି ଗଲୁ ଆମ ଘରକୁ ସେଠାରେ ଜଲ୍ଦି ଜଲ୍ଦି ଆମ ଖାଇବା ତିଆରି ହେଲା ଓ ସାଙ୍ଗ ମାନେ ମିଶି ବହୁତ ମଜା କଲୁ ଓ ସେହି ମଜା ସବୁକୁ ମନେ ରଖିବା ପାଇଁ ଗୋଟିଏ ଛୋଟୋ ଭିଡ଼ିଓ ତିଆରି କରିଛୁ ଖାସ କରି ଆପଣ ମାନଙ୍କ ମନରଞ୍ଜନ କରିବା ପାଇଁ ଏହି ଭିଡ଼ିଓ ଟି ତିଆରି ହୋଇଛି ତେଣୁ ଆପଣ ମାନେ ଭିଡ଼ିଓ ଟିକୁ ଦିଖନ୍ତୁ ଓ କମେଣ୍ଟସ ମାଧମରେ ଜଣାନ୍ତୁ କେମିତି ଲାଗିଲା bay bay ସାଙ୍ଗ ମାନେ
Доступные форматы для скачивания:
Скачать видео mp4
-
Информация по загрузке: