Special Story: Is Someone Misusing Your Aadhaar? Here’s How to Check Instantly
Автор: OTV
Загружено: 2025-11-29
Просмотров: 2483
#କିଏ_ୟୁଜ୍_କରୁଛି_ଆପଣଙ୍କ_ଆଧାର ?
ଆପଣଙ୍କ ଆଧାର କାର୍ଡ କେହି ଅପବ୍ୟବହାର କରୁଛି କି ? କେମିତି କରିବେ ଚେକ୍ ? ଆଜିର ଦିନରେ ଆଧାରକାର୍ଡ ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପ୍ରମାଣପତ୍ର । କୌଣସି ସ୍ଥାନକୁ ଯାତ୍ରା କରିବା ହେଉ କିମ୍ବା ସ୍କୁଲ କଲେଜରେ ଆଡମିଶନ ନଚେତ୍ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ହେଉ, ସବୁଠି ଆଧାର କାର୍ଡ ଦରକାର ପଡେ । ହେଲେ ଆଧାର କାର୍ଡର ବଢୁଥିବା ବ୍ୟବହାର ସହ ଏହା ଏବେ ଠକଙ୍କ ଟାର୍ଗେଟକୁ ଆସିଛି । ଆଜିକାଲି ଅନ୍ୟର ଆଧାର ନମ୍ବର ମିସ୍ ୟୁଜ୍ କରି ଫର୍ଜି ଲୋନ୍, ସିମ୍ ନିଆଯାଇ ପାରୁଛି । ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ସହ ଟଙ୍କା ଉଠାଣ ବି ହେଉଛି । ଯଦି ଆପଣ ସାବଧାନ ରହିବେ ତାହେଲେ ନିଜ ଆଧାରର ଅପବ୍ୟବହାର ଜାଣିପାରିବେ ।
Aadhaar has become the most essential identity document in India, used everywhere—from travel and education to banking. Due to its wide usage, fraud cases are increasing, with scammers misusing Aadhaar numbers to take fake loans, issue SIM cards, open accounts, or withdraw money.
#AadhaarSafety #AadhaarFraud #IdentityProtection
#UIDAI #CyberSecurity #AadhaarMisuse #DigitalSafety #SecureYourAadhaar #mAadhaar #SpecialStory #OdishaTV #OTV
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Доступные форматы для скачивания:
Скачать видео mp4
-
Информация по загрузке: