ଅନ୍ତଃସ୍ରାବୀ ଗ୍ରନ୍ଥି ନିୟନ୍ତ୍ରଣ ଓ ସମନ୍ଵୟ ଦଶମ ଶ୍ରେଣୀ ଜୀବ ବିଜ୍ଞାନ || Endocrine glands Class 10 Science
Автор: LB TUTORIAL
Загружено: 2022-11-20
Просмотров: 26
#class10 #controlandcoordination #ଦଶମଶ୍ରେଣୀଜୀବବିଜ୍ଞାନ #10classscience #class10lifescience
#class10science #class10scienceinodia
#bseodisha #lbtutorial #lankeshsir @lbtutorial
ଅନ୍ତଃସ୍ରାବୀ ଗ୍ରନ୍ଥି ନିୟନ୍ତ୍ରଣ ଓ ସମନ୍ଵୟ ଦଶମ ଶ୍ରେଣୀ ଜୀବ ବିଜ୍ଞାନ || Endocrine glands Class 10 Life Science
About This Video:
ଅନ୍ତଃସ୍ରାବୀ ଗ୍ରନ୍ଥି ( Endocrine glands ) :
ପୋଷ ଗ୍ରନ୍ଥି ବା ପୀୟୂଷ ଗ୍ରନ୍ଥି ବା ପିଟୁଇଟାରି ( Pituitary ) , ଥାଇରଏଡ୍ ( Thyroid ) ବା ଗଳଗ୍ରନ୍ଥି ଓ ଅଧୃବୃକ୍କ ଗ୍ରନ୍ଥି ବା ଏଡ୍ରିନାଲ ( Adrenal ) ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ( Endocrine glands ) ବା ଅନାଳ ଗନ୍ଥି ( Ductless glands ) ।
ଏଥିରୁ ହର୍ମୋନ୍ କ୍ଷରିତ ହୁଏ ।
ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ , ତେଣୁ ସେଥିରୁ କ୍ଷରିତ ହରମୋନ୍ ସିଧାସଳଖ ରକ୍ତରେ ମିଶେ ।
ରକ୍ତ ମାଧ୍ୟମରେ ହରମୋନ୍ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସ୍ୟୁ ( Target organ or tissue ) ରେ କାର୍ଯ୍ୟ କରେ ।
କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ ।
ତେଣୁ ଏନ୍ଜାଇମ୍ ପରି ହରମୋନ୍ ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ ।
Thanks for watching 🙏🌼🙏
ଦଶମ ଶ୍ରେଣୀ ଜୀବ ବିଜ୍ଞାନ playlist link ⬇️
• ଦଶମ ଶ୍ରେଣୀ ଜୀବ ବିଜ୍ଞାନ || CLASS 10 LIFE SC...
ନବମ ଶ୍ରେଣୀ ଜୀବ ବିଜ୍ଞାନ playlist link ⬇️
• ନବମ ଶ୍ରେଣୀ ଜୀବ ବିଜ୍ଞାନ || CLASS 9 LIFE SCI...
ଅଷ୍ଟମ ଶ୍ରେଣୀ ଜୀବ ବିଜ୍ଞାନ playlist link ⬇️
• ଅଷ୍ଟମ ଶ୍ରେଣୀ ବିଜ୍ଞାନ Class 8 Science
Доступные форматы для скачивания:
Скачать видео mp4
-
Информация по загрузке: