ଗତକାଲି ଦେଇଥିଲେ ବାଣ, ଆଜି ଆକ୍ରମଣ; କବିତାରେ କରୁଥିଲେ ଏବେ ଅଠାରେ କରିଦେଲେ | Shreemayee | Naveen | Vk Pandian
Автор: ODISHA SUCHANA
Загружено: 2025-11-26
Просмотров: 1547
ପୁଣି ବାଣ ମାରିଲେ ଶ୍ରୀମୟୀ, ରୀତିମତ ବିଜେଡି ବିରୋଧରେ ତଥା ବିଜେଡିର ସର୍ବେସର୍ବାଙ୍କ ଉପରେ ରାଗ ତମତମ ହୋଇ ବର୍ଷୁଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆଗେ ଆଗେ ସୋସିଆଲ ମିଡିଆରେ ପରୋକ୍ଷରେ ହେଉ କିମ୍ବା ଅଜାଣତରେ ପୋଷ୍ଟ ହୋଇଥିବା ତାଙ୍କ ଲେଖାକୁ ନେଇ ରାଜନୀତି ତୀବ୍ର ହୋଇଥିଲା ଏବଂ ବିଜେଡିର ଶୀର୍ଷ ନେତାଙ୍କ ନଜରରେ ତାହା ପଡ଼ିଥିଲା । ହେଲେ ସେହି ପୋଷ୍ଟକୁ ନେଇ ନିକଟରେ ତାଙ୍କୁ ଦଳ ପକ୍ଷରୁ ବିଦା ମଧ୍ୟ କରାଯାଇଥିଲା । ଗୋଟିଏ ପଟେ ସେ ବିଜେଡିରେ ନଥିଲେ ବି ବିଜେଡିରେ ତାଙ୍କ ମନ ଏବେବି ରହିଛି । #shreemayeemishra #viralsocialmedia #facebookpost #bjdpolitics #bijujanatadalodisha #bjdodisha #vkpandian #vkpandianfanclub #vkpandiannews #vkpandia #naveenpatnaik #naveenodisha #naveenvsmohan #mohancharanmajhi #mohanmajhi #cmmohanmajhi #cmo #sankhabhawan #sankhaodisha #bhupindersingh #debashishsamantaray #bjdvsbjp #manmohansamal #dharmendrapradhan #odishasuchanapaper #odishasuchana
Dear Viewers,
We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #odishasuchanapaper
For trade queries please contact us:
E-mail: [email protected]
Доступные форматы для скачивания:
Скачать видео mp4
-
Информация по загрузке: