ଡେଇଁକି ପିଟିଲେ ମୁଖ୍ୟମନ୍ତ୍ରୀ | Odisha Reporter
Автор: Odisha Reporter
Загружено: 2025-12-11
Просмотров: 2272
#ପୂରା_ଫିଟ୍_ଆମ_ମୁଖ୍ୟମନ୍ତ୍ରୀ
ରାଜସ୍ୱମନ୍ତ୍ରୀଙ୍କ ସହ ମିଶି ବ୍ୟାଡମିଣ୍ଟନ ଖେଳିଲେ ମୁଖ୍ୟମନ୍ତ୍ରୀ । ସଦର ବିଧାୟକ ପ୍ରକାଶ ସେଠୀଙ୍କ ସର୍ଭିସକୁ ଡେଇଁକି ମାରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ମାଷ୍ଟର୍ସ BWF ଟୁର୍ ସୁପର 100ରେ ଯୋଗ ଦେବା ଅବସରରେ ଖେଳୁଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #badminton #BWFTourSuper100 #jawaharlalnehruindoorstadium #MohanMajhi
Доступные форматы для скачивания:
Скачать видео mp4
-
Информация по загрузке: