🌸"ହଳଦି ପତ୍ରର ସୁଗନ୍ଧ ଆଉ ପିଠାର ସ୍ବାଦ 😋"ପ୍ରଥମାଷ୍ଟମୀ ପାଇଁ ଘରେ ବନାନ୍ତୁ ସ୍ପଞି କଅଁଳ ଏଣ୍ଡୁରି ପିଠା! 🤤
Автор: Liliskitchen😋🤤 GHAR KA KHANA
Загружено: 2025-11-10
Просмотров: 18
🌸"ହଳଦି ପତ୍ରର ସୁଗନ୍ଧ ଆଉ ପିଠାର ସ୍ବାଦ 😋"ପ୍ରଥମାଷ୍ଟମୀ ପାଇଁ ଘରେ ବନାନ୍ତୁ ସ୍ପଞି କଅଁଳ ଏଣ୍ଡୁରି ପିଠା! 🤤
🌿 ପ୍ରଥମାଷ୍ଟମୀ ବିଶେଷ ଏଣ୍ଡୁରି ପିଠା | ହଳଦୀ ପତ୍ର ପିଠା ରେସିପି | ପାରମ୍ପରିକ ଓଡ଼ିଆ ପିଠା | ଘରୋଇ ଭାବରେ ସହଜ ତିଆରି
🌼 ପ୍ରଥମାଷ୍ଟମୀରେ ତିଆରି ହେଉଥିବା ପାରମ୍ପରିକ ଓଡ଼ିଆ ପିଠା — ଏଣ୍ଡୁରି ପିଠା!
ହଳଦୀ ପତ୍ରର ସୁଗନ୍ଧ ଓ ଭାପରେ ତିଆରି ଏହି ପିଠା ଖାଇଲେ ମନେ ପଡ଼ିଯାଏ ଘରୋଇ ସ୍ୱାଦ 💛
ବିନା ତେଲରେ, ସହଜ ଉପାୟରେ ଏହି ପିଠା କିପରି ବନେ — ଏହି ଭିଡିଓ ଦେଖନ୍ତୁ ଏବଂ ଘରେ ତିଆରି କରନ୍ତୁ 🌿
✨ ପ୍ରଥମାଷ୍ଟମୀର ସୁଭେଚ୍ଛା ସହିତ ଏହି ସ୍ୱାଦିଷ୍ଟ ରେସିପି ଆପଣଙ୍କ ଘରେ ପିଲାମାନଙ୍କୁ ମନପସନ୍ଦ ହେବ ନିଶ୍ଚିତ!
Prathamastami special recipe, Enduri Pitha recipe, Haladi Patra Pitha, Odia traditional food, Odia pitha, Odisha festival food, steamed pitha, Odia sweet dish, Odia cuisine, Odia recipe, prathamastami pitha, odisha cultural recipe
#Prathamastami #EnduriPitha #HaladiPatraPitha #OdiaFood #OdiaRecipe #OdiaPitha #TraditionalOdiaRecipe #OdiaCuisine #PithaRecipe #OdiaFestival #OdiaCulture #OdiaSweet #ViralRecipe #FoodLover #OdiaTradition #OdiaKitchen
Доступные форматы для скачивания:
Скачать видео mp4
-
Информация по загрузке: