ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲିଲା maamajhighariani
Автор: SILK CITY LOCAL
Загружено: 2026-01-20
Просмотров: 33
ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲିଲା #maamajhighariani #rayagada #odisha #jaimaamajhighariani #maa#temple #godness #mata #bhakti #darshan
#navratri #maa #love #instagram #jaimatadi #india #durga #navratri #durgapuja #maadurga #devi #mata #instagood #matarani #durgamaa #trending #mahadev #vaishnodevi #mahakali #photography #mother #hindu #viral #reels #mom #hinduism #mumbai #bhfyp #maakali #navratrispecial #kali #maamajhighariani #rayagada #maamajhigourirayagada
#majhigouri #maamajhigouri #rayagada❤️ #odisha #temple #trendingreels
#viral #chaiti2026 #majhigharianitemple #estadevi #undividedkoraput
ରାୟଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଗଣତି କରାଯାଇଛି। ବିଭିନ୍ନ ସାମାଜିକ ସଂଗଠନର ମହିଳାମାନେ ଗଣତିରେ ନିୟୋଜିତ ଅଛନ୍ତି। ମା'ଙ୍କ ପୂଜାର୍ଚ୍ଚନା ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ଦାନ ହୁଣ୍ଡି । ୬ ମାସ ବ୍ୟବଧାନରେ ଦାନ ହୁଣ୍ଡି ଖୋଲାଯାଇଥିଲା । ଦୀର୍ଘ ଦଶ ଘଣ୍ଟାର ଗଣତି ପରେ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ଟଙ୍କା ମିଳିଛି । ଏଥିସହିତ ୮ ହଜାର ୪୫୨ କେଜି ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିଛି । ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବି ବାହାରିଛି। ସମସ୍ତ ଟଙ୍କା ଓ ସୁନା ରୂପା ମନ୍ଦିର ପରିସରରୁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିୟନ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା ।
Доступные форматы для скачивания:
Скачать видео mp4
-
Информация по загрузке: