Beautiful😍 Flower🌹 Show 😱2026 | Full Vlog”🎉||Ekamra kanana❤️ Bhubaneswar❤️ ||
Автор: GuruJaga_JG
Загружено: 2026-01-10
Просмотров: 61
Beautiful😍 Flower🌹 Show 😱2026 | Full Vlog”🎉||Ekamra kanana❤️ Bhubaneswar❤️ ||
#flowershow #flowervlog #vlog #dailyvlog #nature #flowers #garden #beautiful #indianvlogger #travelvlog #reels #shorts
👇👇👇
ଆଜି ମୁଁ ଭୁବନେଶ୍ୱରର ଏକାମ୍ର କାନନ ବୋଟାନିକାଲ୍ ଗାର୍ଡେନ୍ ରେ ହୋଇଥିବା ଫୁଲ ପ୍ରଦର୍ଶନୀ (Flower Show) ଦେଖିବାକୁ ଯାଇଥିଲି 🌸
ଏଠାରେ ନାନା ପ୍ରକାର ସୁନ୍ଦର ସୁନ୍ଦର ଫୁଲ, ସଜାସଜି, ଗାର୍ଡେନ୍ ଡିଜାଇନ୍ ଓ ଆକର୍ଷଣୀୟ ଥିମ୍ ଦେଖିବାକୁ ମିଳିଲା।
ଏହି ଭ୍ଲଗ୍ ରେ ଆପଣମାନେ ଦେଖିପାରିବେ –
🌼 ରଙ୍ଗବେରଙ୍ଗ ଫୁଲ
🌿 ସୁନ୍ଦର ଗାର୍ଡେନ୍ ସଜାସଜି
📸 ଫଟୋ ତୁଳିବା ପାଇଁ ଶ୍ରେଷ୍ଠ ସ୍ପଟ୍
ଯଦି ଭିଡିଓ ଭଲ ଲାଗେ ତେବେ Like, Share ଓ Subscribe କରିବାକୁ ଭୁଲନ୍ତୁନି 🙏
ଧନ୍ୟବାଦ ❤️
Video ଟି କେବଳ ମନୋରଞ୍ଜନ 😊 ପାଇଁ ବନା ହେଇଛି ଯଦି ଭିଡିଓ ରେ କିଛି ଭୁଲ ହେଇଯାଇଛି🥹 ଦୟା କରି କ୍ଷମା କରିଦେବେ
Доступные форматы для скачивания:
Скачать видео mp4
-
Информация по загрузке: