ବାବା ବଡ଼ାମଙ୍କ ପୂଜା // Baba Badam puja celebrated at Baripada.
Автор: jena clipz
Загружено: 2024-04-13
Просмотров: 315
Baba Badam puja
Grama devata puja
About video :
Every year in the month of april a festival celebrate at Tulasichaura in Barioada town of Odisha state.
People believe in God named "Badam" and worship with full of joy. This festival starts with the branches of a specific tree which brought by the main devoti with many people . The bring this branches with a musical procession. The music instrument called "changu" abround shaoe like dafli. Total two days take to complete this fedtival.
So friends enjoy this festival by watching this video.
ବାବା ବଡ଼ାମଙ୍କ ପୂଜା
ପ୍ରତି ବର୍ଷ ଚୈତ୍ର ମାସରେ ବାବା ବଡ଼ାମଙ୍କ ପୂଜା ବଡ଼ ଧୁମ ଧାମରେ ପାଳିତ ହୁଏ ବାରିପଦା ସହରରେ ଥିବା ତୁଳସୀଚୌରା ଠାରେ । ଏହି ପୂଜା ଦୁଇ ଦିନ ଧରି ଚାଲେ । ଏଥିରେ ମୁଖ୍ୟତଃ ଚାଙ୍ଗୁ ବାଜା ବଜେଇ ଠାକୁରଙ୍କୁ ଆବାହନ କରାଯାଇଥାଏ । ଏହି ପୂଜା ଗ୍ରାମ ଦେବତାଙ୍କ ପୂଜା ନାମରେ ମଧ୍ୟ ଖ୍ୟାତ । ଏହି ପୂଜା ପାଇଁ ଏକ ବିଶେଷ ଗଛର ଡାଲକୁ ପୂଜାରୀ ପୂଜା କରି ଆଣିଥାନ୍ତି । ଡାଳ ଆଣିବା ସମୟରେ ଚାଙ୍ଗୁ ବାଜା ସହିତ ଶୋଭାଯାତ୍ରାରେ ଆସିଥାନ୍ତି ।ଏହି ପୂଜାକୁ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହି ସମ୍ପାଦନ କରିଥାନ୍ତି।
#jenaclipz
#baba_dadam_puja
You Can visit my social media links given below:
YouTube
/ @jenaclipz
Instagram:
https://www.instagram.com/jenaclipz/
Twitter:
https://twitter.com/jenaclipz?s=09
Odisha
India
Доступные форматы для скачивания:
Скачать видео mp4
-
Информация по загрузке: