Types of Snana in Puri Jagannath Temple | Jagannath Mahima | Dr. Ashutosh Prasad Mishra | Odisha 365
Автор: ODISHA 365
Загружено: 2025-06-10
Просмотров: 28364
ମହାପ୍ରଭୁ ଜଗନ୍ନାଥ
କେତେ ଥର ଓ କେତେ ପ୍ରକାର
ସ୍ନାନ କରିଥାନ୍ତି ?
--------
Type Of Snana of Mahaprabhu Jagannath
--------
Snana Yatra
Snana Jatra
Debasnana Purnima
----------
Dr. Ashutposh Prasad Mishra
Jagannath mahima
Odisha 365
---------
ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘାଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଜଗନ୍ନାଥଙ୍କ ଏହି ସ୍ନାନ ୬ ପ୍ରକାର । ଯଥା - ମହାସ୍ନାନ, ଛୁଆଁ ମହାସ୍ନାନ, ପର୍ବତିଆ ମହାସ୍ନାନ, ପାହାଡ ଉଠା ମହାସ୍ନାନ, ବଡ଼ ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ ।
ମହାସ୍ନାନ -ଏହା ଏକ ବିଶେଷ ସ୍ନାନ ବିଧି । ଲୋକମୁଖରେ ଏହାକୁ ମା ସ୍ନାନ, ମାଘ ସ୍ନାନ ଭାବରେ କୁହାଯାଏ ।
ଛୁଆଁ ମହାସ୍ନାନ - ସାହାଣମେଳା ଓ ଅନ୍ୟ ସମୟରେ ପାଳିଆ ପୁଷ୍ପାଳକ ପୂଜାପଣ୍ଡାଙ୍କ ବ୍ୟତୀତ ଅନ୍ୟ କେହି ଠାକୁରଙ୍କୁ ଛୁଇଁ ଦେଲେ ଏହି ମହାସ୍ନାନ କରାଯାଏ ସେଥିପାଇଁ ଏହାକୁ ଛୁଆଁ ମହାସ୍ନାନ କୁହାଯାଏ ।
ପର୍ବତିଆ ମହାସ୍ନାନ - ମନ୍ଦିର ପରିସର ମଧ୍ୟରୁ ଶବ ବାହାରିଲେ ଓ ମନ୍ଦିର ଭିତରେ କୁକୁର ପଶିଲେ ମହା ପ୍ରଭୁଙ୍କ ଏହି ମହା ସ୍ନାନ ହୁଏ । ଏଥିରେ ସମ୍ପୂର୍ଣ୍ଣ ମନ୍ଦିର ଶୋଧ କରାଯାଏ ଓ ଠାକୁରଙ୍କ ବସ୍ତ୍ର ବଦଳାଇବା ସହ ଆଉଥରେ ବେସ କରାଯାଏ ।
ପାହାଡ ଉଠା ମହାସ୍ନାନ - ପୂଜା ଠା ହେବା ପରେ ବା ବସିଥିବା ବେଳେ ଚକାତଳୁ (ରତ୍ନ ସିଂହାସନ ମହା ପ୍ରଭୁଙ୍କ ଆସ୍ଥାନ ଚକା) ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ପାନଛେପ, ମଇଳା , ପରିସ୍ରା ଆଦି ପଡିଥିବା ଜଣାଗଲେ ଏହି ମହାସ୍ନାନ କରାଯାଏ । ସେଥିରେ ମଧ୍ୟ ବଡ଼ ଦେଉଳ ଶୋଧ କରାଯାଏ । ଠାକୁରଙ୍କ ନୀତି ବନ୍ଦ ରୁହେ ଓ ମହା ସ୍ନାନ ପରେ ପୁଣି ନୀତି ହୁଏ ।
ବଡ଼ ମହାସ୍ନାନ - ଭିତର ପୋଖରିଆରୁ ଜଳବିଜୟ ଦ୍ୱାର ମଧ୍ୟରେ ଝାଡା, ପରିସ୍ରା, ରକ୍ତବାନ୍ତି,ଛେପଖଙ୍କାର ଆଦି ପଡିଥିଲେ ଏହି ମହାସ୍ନାନ କରାଯାଏ ।
ଯାତ୍ରାଙ୍ଗୀ ମହାସ୍ନାନ -ଯାତ୍ରା ଦିନ ମାନଙ୍କରେ ହେଉଥିବା ଏକ ଅତିରିକ୍ତ ଶୁଦ୍ଧି ବା ସ୍ନାନନୀତି ।ବିଭିନ୍ନ ଯାତ୍ରାରେ ଏହା ହେଉଥିବା ବେଳେ ରଥଯାତ୍ରାରେ ଯାଇ ମହାପ୍ରଭୁ ଯଜ୍ଞଦେବୀରେ ବିଜେ କରିବା ପରେ ଓ ବାହୁଡାଯାତ୍ରାରେ ଫେରି ରତ୍ନବେବୀରେ ବିଜେ କରିବା ପରେ ଏହି ଯାତ୍ରାଙ୍ଗୀ ମହାସ୍ନାନ କରାଯାଏ ।
--------------------------
Sabitri Brata
Akhi Trutiya
Akshaya Tritiya
Akshaya Trutiya
Chandan Yatra
Chandan Jata
Chandan Jatra
Snana Purnima
Snana Yatra
Rath Yatra
Rath Jatra
Herra Panchami
Bahuda Yatra
Adhara Pana
Suna Besha
Niladribije
|| ODISHA 365 ||
|| ODISHA 365 Channel ||
|| Odisha 365 New Video ||
|| Subscribe ODISHA 365 & Share with your Family & Friends ||
#odisha365 #jagannathmahima #drashutoshprasadmishra #snanajatra #snanapurnima #snanayatra #snana #snanayatraoflordjagannath #jagannath #jagannathdarshan #jagannathdarshanpuri
Доступные форматы для скачивания:
Скачать видео mp4
-
Информация по загрузке: