Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବରେ ଗାଇଲେ ପାଲା | ଗାୟିକା ଶ୍ରୀମତୀ ଗୌରୀଵାଲା ସ୍ୱାଇଁ | Bhakti Prathana

Автор: Bhakti Prathana

Загружено: 2025-01-27

Просмотров: 106161

Описание:

ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବରେ ଗାଇଲେ ପାଲା | ଗାୟିକା ଶ୍ରୀମତୀ ଗୌରୀଵାଲା ସ୍ୱାଇଁ | Bhakti Prathana
#odia_pala
#full_pala
#pala_odia
#gayeeka_gouribala_swain
#pala_gouribala
#bhakti_prathana

ପ୍ରିୟ ଦର୍ଶକ ବନ୍ଧୁ |
ସମସ୍ତଙ୍କୁ ନମସ୍କାର | ଆପଣ ମାନେ ଦେଖୁଛନ୍ତି ଭକ୍ତି ପ୍ରାର୍ଥନା YouTube Channel | ଏହା ଏକ ସଂସ୍କୃତି ଭିତ୍ତିକ ଚେନେଲ | ଏହି ଚେନେଲ୍ ମାଧ୍ୟମରେ ଆମେ ଓଡ଼ିଶାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମୁଖରେ ପହଞ୍ଚାଇବା ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିବୁ | ବିଶେଷକରି ଓଡିଶାର ବିଦଗ୍ଧ କଳା ପାଲା ର ପ୍ରଚାର ପ୍ରସାର ପାଇଁ ଆମର ଚେଷ୍ଟା ସଦା ସର୍ବଦା ଜାରି ରହିବ | ଓଡିଶାର ପାଲା ଏକ ବିଦଗ୍ଧ କଳା | ପାଲା ପରିବେଷଣ କରୁଥିବା ଗାୟକ କିମ୍ୱା ଗାୟିକା ମାନେ ଜଣେ ଜଣେ ଗଣ ଶିକ୍ଷକ ଅଟନ୍ତି | ପାଲା ଏମିତି ଏକ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଯାହାକୁକି ସମସ୍ତ ପରିବାର ବର୍ଗ ଏକତ୍ର ବସି ଉପଭୋଗ କରିପାରିବେ ଏବଂ କିଛି ସାମାଜିକ ଶିକ୍ଷା ମଧ୍ୟ ଲାଭ କରି ପାରିବେ | ଆଧୁନିକ ସମାଜରେ ଏହି ପାଲା କଳା କିଭଳି ଭାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିବ ସେଥିପାଇଁ ଆମର ଚେଷ୍ଟା ଜାରି ରହିବ ସେଥିପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ଆମର ନିତାନ୍ତ ଆବଶ୍ୟକ | ଆପଣଙ୍କ ଭଲ ପାଇବା ରହିଲେ ଆମେ ଆଗକୁ ଆହୁରି ଅନେକ ନୁଆ ନୁଆ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚେବାର ପ୍ରୟାସ ଜାରି ରଖିବୁ | ଯଦି ଆପଣ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ କରି ନିଅନ୍ତୁ | ଯଦି ଆପଣଙ୍କର ଅଞ୍ଚଳରେ ହେଉ ଥିବା ସାଂସ୍କୃତିକ କାର୍ଯକ୍ରମ କୁ ଆମ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆମ ସହ ଯୋଗ ଯୋଗ କରନ୍ତୁ |
--------------------------------------------------------------------------------------------------------------------------------------------------------------------
BHAKTI PRATHANA, BHUBANESWAR
Mob. 7008527328
--------------------------------------------------------------------------------------------------------------------------------------------------------------------
ବି. ଦ୍ର.- ଏଥିରେ ପ୍ରସାରଣ କରାଯାଉଥିବା ସମସ୍ତ ତଥ୍ୟ ଗାୟକ କିମ୍ୱା ଗାୟିକା ଙ୍କର ନିଜସ୍ୱ ଅଟେ | ଏଥିରେ ଯଦି କିଛି ତ୍ରୁଟି ପରି ଲକ୍ଷିତ ହୁଏ ସେଥିପାଇଁ ଭକ୍ତି ପ୍ରାର୍ଥନା କର୍ତୁ ପକ୍ଷ ଦାଇ ରହିବେ ନାହିଁ |
--------------------------------------------------------------------------------------------------------------------------------------------------------------------
ସମସ୍ତଙ୍କୁ ଧନ୍ୟବାଦ୍ 🙏🙏🙏
ଜୟ ଜଗନ୍ନାଥ 🙏🙏🙏
--------------------------------------------------------------------------------------------------------------------------------------------------------------------
Please Watch Like, Share & Subscribe
Thank You For Watching 🙏🙏🙏

ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବରେ ଗାଇଲେ ପାଲା | ଗାୟିକା ଶ୍ରୀମତୀ ଗୌରୀଵାଲା ସ୍ୱାଇଁ | Bhakti Prathana

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ନୂଆ ବିଷୟ କୁ ନେଇ ||ଗାୟିକା -ଉର୍ମିଳା ସାହୁ ଙ୍କ ||ଫୁଲ ପାଲା ||

ଗାୟିକା ଗୌରୀବାଳା ସ୍ୱାଇଁଙ୍କ ସମ୍ପୂର୍ଣ୍ଣ ପାଲା || Gayika Gauribala Swain || FULL PALA || Bhakti Sagar

ବାପା ଓ ମା ଙ୍କ ପ୍ରତି ଅନ୍ୟାୟ କରୁଥିଲେ ପୁଅ ବୋହୂ ପାଇଁ ସତର୍କ ବାଣୀ ||Gayika:-Maudamani Gitanjali Samatray

ଗାୟକ ଯୁବ ସମ୍ରାଟ ନୃସିଂହ ହୋତାଙ୍କ ସମ୍ପୂର୍ଣ୍ଣ ପାଲା ମହାଭାରତ ||Nrusiha Hota Nka Sampurna Pala Mahabharat

ଖବର ଫଟାଫଟ | Khabar Fatafat | Cyclone News | Human Sagar | Bhubaneswar| Weather Update| Odia News

ଗାୟକ ବିଚିତ୍ରାନନ୍ଦ ପଣ୍ଡାଙ୍କ ସମ୍ପୂର୍ଣ ପାଲା ରହସ୍ୟ ଭରା ଆମ ପୁରାଣ ||Bichitrananda pandanka sampurna pala

Jhia Tu Aparajita - ଝିଅ ତୁ ଅପରାଜିତା | SUPERHIT FULL JATRA | Swapnamahal | Alankar TV

ସମ୍ପୂର୍ଣ ବିଷୟ ବସ୍ତୁ | ଓଡ଼ିଆ ପାଲା | ଗାୟିକା ଉଜ୍ବଳ ତାରକା ରୁନୁ ମନ୍ତ୍ରୀ | Odia Pala | Rudrakshya Bhakti

Pala - ପାଲା - Danabira Harischandra ଦାନବୀର ହରିଶ୍ଚନ୍ଦ୍ର | Manjulata Swain,Sujata Rout -Sidharth Utsav

ମା’ ପ୍ରତ୍ୟେକ ବ୍ୟକ୍ତିଙ୍କର ‘୫’ | ଏହା ନିରାଟ ସତ ! Odia Pala | ଗାୟିକା - ସୁଶ୍ରୀ ଚିନ୍ମୟୀ ଶତପଥୀ..!!

ଗାୟିକା ଗୌରୀବାଳା ସ୍ବାଇଁ ଦ୍ୱିତୀୟ ଥାକ ପାଲା ଶେଷ ଭାଗ / Gayika Gauribala Swain / Ladhei Pala /Sanskar Odia

ଗୌରୀବାଳା ସ୍ୱାଇଁ ଙ୍କ ସଂପୂର୍ଣ୍ଣ ପାଲା ||ସାମାଜିକ ଶିକ୍ଷାକୁ ନେଇ ପ୍ରସ୍ତୁତ || fullpala ||odiapala ||newpala

ଓଡ଼ିଆ ପାଲା ସମ୍ପୂର୍ଣ ବିଷୟ ବସ୍ତୁ |  ଗାୟିକା ଶ୍ରୀମତୀ ରଶ୍ମିତା ସାହୁ | Odia Pala | Bhakti Prathana

ଗାୟିକା ସସ୍ମିତା ରାଉତଙ୍କ ସମ୍ପୂର୍ଣ୍ଣ ଲଢେଇ ପାଲା ତପସ୍ୟାର ଫଳ || Gayika Sasmita Rout || Tapasya Ra Phala

ଗୌରୀବାଳା ସ୍ଵାଇଁଙ୍କ କମେଡି ସହିତ ସମ୍ପୂର୍ଣ୍ଣ ପାଲା // Full Pala By Gayika Gauribala Swain // Ladhei Pala

ODIA LADIES PALA- KRUSHNA JANMA || END PART ||GAYIKA- GOURIBALA SWAIN || B R MOVIES

ଗାୟିକା ଚିନ୍ମୟୀ ଶତପଥୀଙ୍କ ସମ୍ପୂର୍ଣ୍ଣ ପାଲା # Gayeeka Chinmayee satpathy NKa Sampurna Pala ||

ପଣସ ଚୋରି ... | Part 1 | Nua Badipala | EP 23 | Badipala New Episode | Prarthana Life

ଘମା ଘଟ ଲଢେଇ ପାଲା ବିଲ୍ଵ ମଙ୍ଗଳ (ସମ୍ପୂର୍ଣ୍ଣ ଭାଗ) || Gayika Asima Baral & Manjulata Samal | Bilwamangala

ସମ୍ପୂର୍ଣ୍ଣ ବାଦିପାଲା#ଗାୟକ ସଚ୍ଚି ଦାସ-ନୃସିଂହ ହୋତା ଘମାଘୋଟ ଲଢେଇ Sachhi das Nrusingha hota Gamaghot Ladhei

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]