ଆସ ବୁଲି ଜୀମା ସମଲେଇ ମନ୍ଦିର ସମ୍ବଲପୁର । Samalaswari temple
Автор: SRIPRAGNYA VLOGS
Загружено: 2025-11-02
Просмотров: 0
🙏 ଜୀମା ସମଲେଇ ମାଁଙ୍କ ଦର୍ଶନ 🙏
ଆଜି ଆମେ ଯାଇଥିଲୁ ସମ୍ବଲପୁର ଜୀମା ସମଲେଇ ମନ୍ଦିରକୁ।
ଏହା ଏକ ପ୍ରସିଦ୍ଧ ଶକ୍ତିପିଠ ଏବଂ ସମ୍ବଲପୁର ଜିଲ୍ଲାର ଲୋକମାନଙ୍କ ଆସ୍ଥାର କେନ୍ଦ୍ର।
ଭିଡିଓରେ ଦେଖିପାରିବେ ମନ୍ଦିର ଦର୍ଶନ, ପରିବେଶ, ଆରତି ଓ ମନୋହର ଦୃଶ୍ୟ।
ଯଦି ଭଲ ଲାଗେ ତେବେ Like, Share & Subscribe କରିବାକୁ ଭୁଲିବେନି ❤️
📍 Location: Samaleswari Temple, Sambalpur, Odisha
🎬 Vlog by: [sripragnyavlogs]
#SamaleswariTemple #SambalpurVlog #OdiaVlog #TempleVlog #JemaSamaleiMaa
Доступные форматы для скачивания:
Скачать видео mp4
-
Информация по загрузке: