AMBEDKAR SMRITI SOUDH , VIJAYAWADA
Автор: ହିମାଂଶୁ ସାହୁ #ଗଳ୍ପକବିତା #GALPAKABITA
Загружено: 2024-04-20
Просмотров: 65
ବାବାସାହେବ ଡ଼. ଭୀମ ରାଓ ଆମ୍ବେଦକର ଙ୍କ ସ୍ମୃତି ପୀଠ , ବିଜୟୱାଡା । ଏହି ସ୍ମୃତି ପୀଠ ଟି ବିଜୟୱାଡା ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ମାତ୍ର କିଛି ମିନିଟ ର ବାଟ । ଏହା ମଙ୍ଗଳବାର ବନ୍ଦ ରୁହେ । ଭିତରକୁ ପ୍ରବେଶ ଶୁଳ୍କ ମାତ୍ର ୫ ଟଙ୍କା । ଦୁଇଚକିଆ ଯାନ , ଚାରିଚକିଆ ଯାନ ପାର୍କିଂ ସୁବିଧା ସହିତ ପିଇବା ପାଣି , ପାଇଖାନା ଓ ଦିବ୍ୟଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଅଛି । କେବଳ ସିକ୍ୟୁରୀଟି ବ୍ୟତୀତ ରକ୍ଷଣାବେକ୍ଷଣ ପାଇଁ କିଛି କର୍ମଚାରୀ ଅଛନ୍ତି କିନ୍ତୁ କୌଣସି ସରକାରୀ ସରକାରୀ ସହାୟତା କିମ୍ବା ଅଭିଯୋଗ ଶୁଣିବାକୁ କେହି ନାହାନ୍ତି ।
ଭିଡ଼ିଓ ପ୍ରସ୍ତୁତ- ହିମାଂଶୁ ଭୂଷଣ ସାହୁ
#ଗଳ୍ପକବିତା
Доступные форматы для скачивания:
Скачать видео mp4
-
Информация по загрузке: