ଯୀଶୁ ଡାକୁଛନ୍ତି ଆ... | JISU DAKUCHANTI AA... | PRAMITA SABAR | NEW ODIA CHRISTIAN DEVOTIONAL SONG
Автор: Lebiya Music
Загружено: 2024-12-14
Просмотров: 151436
ଯୀଶୁ ଡାକୁଛନ୍ତି ଆ... | JISU DAKUCHANTI AA... | PRAMITA SABAR | NEW ODIA CHRISTIAN DEVOTIONAL SONG
!! SUPPORT AND LIKE SHARE COMMENT AND SUBSCRIBE !! Please
ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତ ଙ୍କୁ ମୋର ଆନ୍ତରିକ ନମସ୍କାର Praise The Lord
ପ୍ରଭୁଙ୍କୁ ମହାନ ନାମ ଗୌରବ ହେଉ | ଏକ ଅତି ସୁନ୍ଦର ଗୀତ Lebiya Music Official Present Channel ତରପରୁ ପୁଣିଥରେ ଗୋଟେ ନୂଆ ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ ଭାଇ Ajay Kumar Biro ଦ୍ବାରା ଉଚିତ !! _______ !! ନେଇ ଆସିଛୁ | ଏହିଁ ଗୀତ କୁ ବହୁତ ସୁନ୍ଦର ଭାବରେ କଣ୍ଟଦାନ କରିଛନ୍ତି ଆମର ଖ୍ରୀଷ୍ଟିଆନ ସୁ ପ୍ରସିଦ୍ଧ ଗାୟକ Miss Pramita Sabar ଗୀତଟି ଅତି ସୁନ୍ଦର ହୋଇଛି | ଗୀତଟିକୁ ଶୁଣନ୍ତୁ ଏବଂ ଗୀତ କୁ ଭଲ ପାହାନ୍ତୁ | Like Share Comment And Subscribe କରିବାକୁ ଭୁଲନ୍ତୁ ନାହିଁ |
ଏହିଁ ଗୀତ ମାଧ୍ୟମ ସଦାପ୍ରଭୁ ଙ୍କର ପ୍ରଶଂସା ଓ ଗୌରବ ହେଉ | ଏହିଁ ଗୀତ ଦ୍ବାରା ଆପଣ ମାନଙ୍କ ହୁଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ପଥରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ୱାସରେ ବଡିବା ନିମନ୍ତେ ଆଶୀର୍ବାଦ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ
SONG CREDITS
Song :- ଯୀଶୁ ଡାକୁଛନ୍ତି ଆ... | JISU DAKUCHANTI AA..
Singer- PRAMITA SABAR
Lyrics& music _ AJAY KUMAR BIRO Contact ( 8917360472 )
Music arrangement - KUMAR MANTU Contact ( 94388 50956 )
Record _STYLE STUDIO
Production _ LEBIYA MUSIC
D.O.P&Edit _ KUMAR MANTU
Producer _ RAJESH SABAR & LEBIYA SABAR
Cooperation _ MIKHAEL SABAR
Banner _ LEBIYA SABAR
Contact WhatsApp Number - ( 77352 88552 )
-- song lyrics --
ସାଥୀ ଆ..ରେ ଯୀଶୁ ଡାକୁଛନ୍ତି ଆ...
ବେଗେ ଆ..ରେ ପାପୋ କୁ ଛାଡ଼ିତୁ ଆ...2
ଜଗତର ଯେତେ ରଙ୍ଗରସ ଅଛି ସବୁକୁ ଭୁଲି ଯା..
ସେହି ସବୁକୁ ତୁ ପଛରେ ପକାଇ
ଯୀଶୁ ପାଖେ ଧାଇଁ ଆ....2
ସାଥୀ ଆ..ରେ........
1
ଯୀଶୁ ରାଜା ଆମ ପାଇଁ ଦେଇଗଲେ ଜୀବନ
ମନେ ରଖିଥାଅ ସର୍ବେ ଏ ଜଗତ ଜନ..
ଛାଡ଼ିଦେତୁ ଜଗତର ସବୁ ଧନ ମାନ
ନହେଲେ ପାଇବୁ ନାହି ଅନନ୍ତ ଜୀବନ....2
ତ ପାପର ଉଦ୍ଧାର ପାଇଁ
ସେ ସରଗୁ ଆସିଲେ ଧାଇଁ...2
ବଳି ଦେଇ ନିଜ ପ୍ରାଣ....2
ଦେଲେ ପରିତ୍ରାଣ......2
ସାଥି ଆ....ରେ.......
2
ଜଗତର ଧନମାନ ଅଟେ ମହମାୟା
ସେଥିରେ ତ ଜୀବନକୁ ହରାଉଛୁ କିୟା...
ଯୀଶୁ ରାଜା ଡାକୁଛନ୍ତି ଫେରିଆ ଫେରିଆ
ଭରିଦେବେ ତ ଜୀବନେ ତାଙ୍କରି ସେ ଦୟା....2
ଦୁଇ ଦିନର ତ ଖୁସି ପାଇଁ
ନରକ ପଥେ ତୁ ଯାଉ ଧାଇ...2
ସମର୍ପିଦେ ଜୀବନକୁ....2
ଯୀଶୁ ରାଜାଙ୍କୁ.....
ସାଥି ଆ... ରେ ଯୀଶୁ ଡାକୁଛନ୍ତି ଆ.....
-- • --
#jisudakuchantiaa
#sujidakuchanti
#dakuchanti
#dakuchantiaa
#jisudakuchantiaadevotionalsong
#jisudakuchantiaaodiachristiansong
#jisudakuchantiaachristiansong
#christiandevotionalsong
#odiachristiandevotionalsong
#jisu
#pramita
#pramitasabar
#misspramitasabar
#singerpramitasabar
#jisudakuchantiodiasong
#jisudakuchantiaaodiachristiansong
#studioversion
#studioversionchristiansong
#pramitasabarstudioversion
#devotionalodiachristiansong
#devotionalsong
#odiachristiansong
#newodiachristiansong
#christiansong
#christianodiasong
#newchristiansong
#newodiachristiansong
#stylestudio
#stylestudionuagada
jisu dakuchanti aa...
jisu dakuchanti
jisu dakuchanti
jisu rajana
jisu dakuchanti devotional
jisu dakuchanti aa odia christian song
jisu daku
jisu chri
jisu raja
odia christian song
odia christian new song
odia new christian song
odia christian video
new odia christian song
new odia christian video
new christian video
new christian song
christian song
christian video
christian song new
studio version
!! ANTI-PIRACY !!
This content is copyright to Lebiya Music.any unauthorized reproduction redestribution, re-upload (Audio or video) is strictly prohibited of this material. Legal action will be taken against those who violete this copyright material present. @Copyright Lebiya Music
Доступные форматы для скачивания:
Скачать видео mp4
-
Информация по загрузке: