Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ବାଲିପାଟପୁର ଶ୍ରୀରାମଲୀଳା, ଲଙ୍କା ଦହନ, ଭାଗ - ୧୦, ଲଙ୍କାପୁର ଭସ୍ମୀଭୂତ, ୨୦୨୫।

Автор: ବାଲିପାଟପୁର ଶ୍ରୀରାମଲୀଳା

Загружено: 2025-07-18

Просмотров: 879

Описание:

ରାମାୟଣ ହେଉଛି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ବିଷୟରେ ଏକ ସଂସ୍କୃତ ମହାକାବ୍ଯ। ଏହି ମହାକାବ୍ଯଟି ମହର୍ଷି ବାଲ୍ମିକୀଙ୍କ ଦ୍ୱାରା ଲେଖାଯାଇଥିଲା। ଆମ ଗ୍ରାମରେ ଯେଉଁ ରାମଲୀଳା ସମ୍ପାଦିତ ହୁଏ, ତାହା "ଅନଙ୍ଗ ନରେନ୍ଦ୍ର"ଙ୍କ ପୁସ୍ତକ ଅନୁସାରେ ହୋଇଥାଏ। ରାମାୟଣର ବିଭିନ୍ନ ଅଂଶକୁ କାଣ୍ଡ ମଧ୍ୟ କୁହାଯାଏ। ଏହି ସାତଟି ଅଂଶ କିମ୍ବା କାଣ୍ଡ ନିମ୍ନରେ ଉଲ୍ଲେଖ କରାଯାଇଛି:-

ଆଦ୍ଯକାଣ୍ଡ, ଅଯୋଧ୍ୟାକାଣ୍ଡ, ଆରଣ୍ୟକକାଣ୍ଡ, କିଶ୍କିନ୍ଧ୍ୟାକାଣ୍ଡ, ସୁନ୍ଦରାକାଣ୍ଡ, ଲଙ୍କାକାଣ୍ଡ, ଉତ୍ତରାକାଣ୍ଡ।

ବାଲିପାଟପୁରରେ ଶ୍ରୀରାମଲୀଳା ପ୍ରସିଦ୍ଧ। ଏହା ଭୂଷଣ୍ଡପୁରର ଏକ ଗ୍ରାମ। ଏହା ଆମ ଗାଁର ଏକ ପ୍ରାଚୀନ ଅନୁଷ୍ଠାନ। ଅନୁଷ୍ଠାନର ନାମ ହେଉଛି "ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଦେବ ଯୁବଲୀଳା ପରିଷଦ, ବାଲିପାଟପୁର"। ରାମଲୀଳା ସମୟରେ ପ୍ରତ୍ୟେକ ଗ୍ରାମବାସୀ ଏହି ଅନୁଷ୍ଠାନକୁ ସମର୍ଥନ କରନ୍ତି। ଅନୁଷ୍ଠାନର ଲକ୍ଷ୍ୟ ହେଉଛି ଆମ ମଧ୍ୟରେ ପବିତ୍ରତା ଏବଂ ଶୁଦ୍ଧତା ସହିତ ମୈତ୍ରି ପ୍ରତିଷ୍ଠା କରିବା। ସାଧାରଣତଃ ଭକ୍ତମାନେ ଏକ “ଯଜ୍ଞୋପବିତ” ଧାରଣ କରନ୍ତି ଯାହା ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେପକାଇଥାଏ ଯେ ସେମାନେ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। "ଦୋଳପଡିଆ" ନାମକ ଏକ କ୍ଷେତ୍ରରେ ରାମଲୀଳା ସଂପାଦିତ ହୋଇଥାଏ। ଏହା ମେ ଏବଂ ଜୁନ୍ ମାସରେ ଅନୁଷ୍ଠିତ ହୋଇଥାଏ। ରାମଲୀଳା ଉପଭୋଗ କରିବା ପାଇଁ ଏକ ବିରାଟ ଦର୍ଶକ ଦୋଳପଡିଆରେ ଏକତ୍ରିତ ହୁଅନ୍ତି ଏବଂ ଗୁରୁବାରରେ ଯାତ୍ରା ହୁଏନାହିଁ। ସମ୍ପୂର୍ଣ୍ଣ ରାମଲୀଳା କରିବା ପାଇଁ ୨୧ ଦିନ ଲାଗେ। ରାମଲୀଳା ସମୟରେ ଆମ ଗ୍ରାମର "ରଘୁନାଥ ମନ୍ଦିର"ରେ ଦ୍ବିପ୍ରହରରେ ପ୍ରସାଦ ସେବନ ମଧ୍ଯ ହୋଇଥାଏ। ଅନେକ ଲୋକ ଏହା ସହିତ ଜଡିତ। ଯେଉଁ ବିଷୟଗୁଡିକ ଅନୁଷ୍ଠିତ ହୁଏ, ତାହା ନିମ୍ନରେ ଦିଆଯାଇଛି:-

୦୧. ଅନନ୍ତ ଶୟନ
୦୨. ସୀତା ଏବଂ ରାମ ଜନ୍ମ
୦୩. ସୀତା ବିବାହ ଏବଂ ପର୍ଶୁରାମ ଭେଟ
୦୪. ରାମ ବନବାସ
୦୫. ପାଦୁକା ପୂଜା
୦୬. ସୂର୍ପଣଖା ନାଶାକର୍ଣ୍ଣ ଛେଦନ
୦୭. ସୀତା ହରଣ
୦୮. ରାମ ଶୋକ
୦୯. ବାଳି ବଧ
୧୦. ଲଙ୍କା ଦହନ
୧୧. ସେତୁବନ୍ଧ
୧୨. ପ୍ରଥମ ଯୁଦ୍ଧ ଏବଂ‌ ଅମୋଘ ଶକ୍ତି
୧୩. ନାଗପାଶ ବନ୍ଧନ ଏବଂ କୁମ୍ଭକର୍ଣ୍ଣ ବଧ
୧୪. ଇନ୍ଦ୍ରଜିତ ବଧ
୧୫. ଲକ୍ଷ୍ମଣ ଶକ୍ତିଭେଦ
୧୬. ରାବଣ ବଧ
୧୭. ଅଭିଷେକ
ଏତତ୍ ବ୍ଯତୀତ ନୂତନ ବିଷୟଗୁଡିକ :-
୦୧. ଅଶୋକାଭିଷେକ
୦୨. ମହୀରାବଣ ବଧ
୦୩. ତରଣୀସେନ ବଧ
୦୪. ନୃତ୍ଯନାଟିକା ଇତ୍ଯାଦି

କଳାକାର ଏବଂ କାର୍ଯ୍ଯକର୍ତ୍ତା:-
୦୧. ଅନୁଷ୍ଠାନର ମୁଖ୍ଯ କାର୍ଯ୍ଯକର୍ତ୍ତା ହେଉଛନ୍ତି:- ଶ୍ରୀ ରବୀନ୍ଦ୍ର କୁମାର ସାମନ୍ତରାୟ (ରବି ଭାଇନା)
୦୨. ଅନୁଷ୍ଠାନର ପରିଚାଳକ ହେଉଛନ୍ତି:- ଶ୍ରୀ ବାଇଧର ମହାରଣା
୦୩. ଶ୍ରୀ ଦେବେନ୍ଦ୍ର ସାମନ୍ତରାୟ (ପୂଜକ)
୦୪. ଶ୍ରୀ ଭରତ ସାହୁ (କର୍ତ୍ତା)
୦୫. ଶ୍ରୀ ବରଦା ପ୍ରଶନ୍ନ ପରିଡା (ମ୍ଯାନେଜର)
୦୬. ଶ୍ରୀ ସଞ୍ଜିତ ପଲାଇ (ମ୍ଯାନେଜର)

ଗାୟକ:- ଶ୍ରୀ ବାବନ ମହାରଣା।

ବାୟକ ଏବଂ କ୍ଯାସିଓ:- ଶ୍ରୀ ଦେବେନ୍ଦ୍ର ସାମନ୍ତରାୟ, ଶ୍ରୀ ଭରତ ସାହୁ, ଶ୍ରୀ ନିଳାଦ୍ରି ବିହାରି ସାହୁ, ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀ ଦିଲ୍ଲୀପ ସାହୁ।

ଚିତ୍ରକର:- ଶ୍ରୀ ରଙ୍କନାଥ ବିଶ୍ବାଳ, ଶ୍ରୀ ଜଗନ୍ନାଥ ମହାରଣା, ଶ୍ରୀ ସଞ୍ଜୟ ସାହୁ, ଶ୍ରୀ ଗେଡୁ ମହାରଣା ।

ପୋଷାକ ରକ୍ଷକ:- ଶ୍ରୀ କେଶବ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ।

ପରିବେଶ ସଫା:- ଶ୍ରୀ ବାଟୁ ବରାଳ, ଶ୍ରୀ ପାଣ୍ଡବ ମହାରଣା।

କଳାକାର:- ଶ୍ରୀ ଶରତ ପଲାଇ, ଶ୍ରୀ ସୀତାକାନ୍ତ ସାମନ୍ତରାୟ, ଶ୍ରୀ ଦିଲ୍ଲୀପ ପ୍ରଧାନ, ଶ୍ରୀ ଧିରେନ୍ଦ୍ର କୁମାର ନରେନ୍ଦ୍ର, ଶ୍ରୀ ବଟକୃଷ୍ଣ ମହାରଣା, ଶ୍ରୀ ବିକ୍ରମ ଜେନା, ଶ୍ରୀ ଅଜୟ ମହାରଣା, ଶ୍ରୀ କମଳ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶ୍ରୀ ଅକ୍ଷୟ ସାହୁ, ଶ୍ରୀ ବଳଦେବ ପରିଡା, ଶ୍ରୀ ସଦାନନ୍ଦ ବାରିକ, ଶ୍ରୀ ବାସୁଦେବ ମହାରଣା, ଶ୍ରୀ ବିଶ୍ବଜିତ ନାୟକ, ଶ୍ରୀ ମାଧବ ପ୍ରଧାନ, ଶ୍ରୀ ଶଙ୍କର ବେହେରା, ଶ୍ରୀ ତ୍ରିଲୋଚନ ମହାରଣା, ଶ୍ରୀ ଭରତ ସାହୁ, ଶ୍ରୀ ରଘୁନାଥ ବିଶ୍ବାଳ, ଶ୍ରୀ ଟପିନି ବାରିକ, ଶ୍ରୀ ଶତୃଘ୍ନ ପ୍ରଧାନ, ଶ୍ରୀ ଧିରେନ୍ଦ୍ର ପ୍ରଧାନ, ଶ୍ରୀ ଶୁଶାନ୍ତ ପରିଡା, ଶ୍ରୀ ପ୍ରଭୂଦତ୍ତ ପଟ୍ଟନାୟକ, ଶ୍ରୀ ମଣ୍ଟୁ କୁମାର ପରିଡା, ଶ୍ରୀ ପ୍ରମୋଦ ନାୟକ, ଶ୍ରୀ ବବୁଲ ବାରିକ, ଶ୍ରୀ କାଶୀନାଥ ସାହୁ, ଶ୍ରୀ କବି ସାହୁ, ଶ୍ରୀ କାବୁ ସାହୁ, ଶ୍ରୀ ସୁରେନ୍ଦ୍ର ସାମନ୍ତରାୟ, ଶ୍ରୀ ମିଥୁନ ସାମନ୍ତରାୟ, ଶ୍ରୀ ଶିବପ୍ରସାଦ ପଲାଇ, ଶ୍ରୀ ଅମିତ ପଲାଇ, ଶ୍ରୀ ବିକ୍ରମ କେଶରୀ ପ୍ରଧାନ, ଶ୍ରୀ ସରୋଜ ପ୍ରଧାନ, ଶ୍ରୀ ଶାରଦା ପ୍ରସନ୍ନ ପରିଡା, ଶ୍ରୀ ସ୍ମୃତିରଞ୍ଜନ ସାହୁ, ଶ୍ରୀ ସନ୍ଦୀପ ପଲାଇ, ଶ୍ରୀ ପିଣ୍ଟୁ ପ୍ରଧାନ, ଶ୍ରୀ ଶ୍ରୀରାମ ପାତ୍ର, ଶ୍ରୀ ସଞ୍ଜିତ ପଲାଇ, ଶ୍ରୀ ରତିକାନ୍ତ ସାମନ୍ତରାୟ, ଶ୍ରୀ ସ୍ବପ୍ନେଷୁ ପ୍ରଧାନ, ଶ୍ରୀ ସାଗର ମହାରଣା, ଶ୍ରୀ ଆଲୋକ ପ୍ରଧାନ, ଶ୍ରୀ ବାନାମ୍ବର ବରାଳ, ଶ୍ରୀ ଭାସ୍କର ପ୍ରଧାନ, ଶ୍ରୀ ଦିବାକର ପ୍ରଧାନ, ଶ୍ରୀ ବିଷ୍ଣୁପ୍ରସାଦ ବରାଳ, ଶ୍ରୀ ରାକେଶ ପ୍ରଧାନ, ଶ୍ରୀ ଆଲୋକ ପ୍ରଧାନ, ଶ୍ରୀ ସୁଜିତ କୁମାର ପ୍ରଧାନ, ଶ୍ରୀ ରତ୍ନାକର ପରିଡା, ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଶ୍ରୀ ବିଭୂତି ଭୁଷଣ ସାହୁ, ଶ୍ରୀ ପ୍ରକାଶ ପରିଡା, ଶ୍ରୀ ଚିଙ୍କୁ ଦାସ, ଶ୍ରୀ ଶଶିକାନ୍ତ ସାହୁ ଏବଂ ନୃତ୍ଯ ଗୋଷ୍ଠୀ ଏବଂ ସମସ୍ତ ଅସୁର ଗଣ ଇତ୍ଯାଦୀ।

ପୂର୍ବ କଳାକାର ବୃନ୍ଦ:- ୰ ଶ୍ରୀ ମାର୍କଣ୍ଡେୟ ବାହୀନିପତି, ଶ୍ରୀ ପାଣ୍ଡବ ନାୟକ, ଶ୍ରୀ ପଞ୍ଚୁ ମହାରଣା, ୰ ଶ୍ରୀ ପିତାମ୍ବର ବିଶ୍ବାଳ, ୰ ଶ୍ରୀ ବୁଦ୍ଧିବାମନ ପରିଡା, ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ, ୰ ଶ୍ରୀ ଭୀମ ସାମନ୍ତରାୟ, ଶ୍ରୀ ଦୁଃଶାସନ ପ୍ରଧାନ, ୰ ଶ୍ରୀ ବନ୍ଧୁଆ ସାହୁ।

ଏହି ଅନୁଷ୍ଠାନରେ ଆମର ପୂର୍ବଜ "୰ ଶ୍ରୀ ମାର୍କଣ୍ଡେୟ ବାହିନୀପତି"ଙ୍କର "ପର୍ଶୁରାମ" ଏବଂ "ମହୀରାବଣ" ଭାବରେ ଭୂମିକା ଅବିଶ୍ୱସନୀୟ ଥିଲା। ତା ପରେ "ପର୍ଶୁରାମ" ଏବଂ "ବାଳି" ଭୂମିକାରେ ଲୋକମାନଙ୍କୁ ମୁଗ୍ଧ କଲେ "ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ"। ସେହିପରି "ରାମ" ଏବଂ ତତ୍ପରେ "ହନୁମାନ" ଭୂମିକାରେ ଲୋକମାନଙ୍କୁ ନିଜର କଳାରେ ବାନ୍ଧି ରଖିଲେ "୰ ଶ୍ରୀ ପିତାମ୍ବର ବିଶ୍ବାଳ", ଯିଏକି ଆମଠାରୁ ବିଦାୟ ନେଇଛନ୍ତି।

ତାପରେ ଏ ଅନୁଷ୍ଠାନକୁ ଅନେକ ନୂତନ କଳାକାର ମାନେ ପ୍ରବେଶ କଲେ, ଯେଉଁମାନେ ବହୁବାର ନିକ୍ଷୁଣ ଅଭିନୟରେ ଦର୍ଶକମାନଙ୍କୁ ନିଜର କଳା ପ୍ରଦର୍ଶନ କରାଇଲେ। ରାମ ଅଭିନୟରେ "ଶ୍ରୀ ସୀତାକାନ୍ତ ସାମନ୍ତରାୟ"ଙ୍କ ଭୂମିକା ଅତୁଳନୀୟ। ଠିକ ସେହିପରି, ଆମ ନିକଟରେ "ଶ୍ରୀ ଶରତ ପଲାଇ" ଅଛନ୍ତି, ଯିଏକି ଯେ କୌଣସି ଚରିତ୍ରରେ ଅଭିନୟ କରିପାରନ୍ତି।

ଆଜିକାଲି ଯୁବକ ଏବଂ ପିଲାମାନେ ଏହାକୁ କରିବାକୁ ଆଗ୍ରହୀ ଏବଂ ଏ ଅନୁଷ୍ଠାନ ଏବେ ତାର ଆଗାମୀ ପିଢିକୁ ଶିକ୍ଷା ଦେବାରେ ଲାଗିଛି। ଏହା ଆଶା କରାଯାଇପାରେ, ଯେ ଏହି ଅନୁଷ୍ଠାନ ଆମ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ବିଶାଳ ସମର୍ଥକଙ୍କ ସହାୟତାରେ, ଏହି ଅନୁଷ୍ଠାନ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ଯୋଗାଯୋଗ କରନ୍ତୁ।

Facebook:-   / balipatapurshreeramaleela  
Instagram:-   / balipatapur_shreeramaleela  

ବାଲିପାଟପୁର ଶ୍ରୀରାମଲୀଳା, ଲଙ୍କା ଦହନ, ଭାଗ - ୧୦, ଲଙ୍କାପୁର ଭସ୍ମୀଭୂତ, ୨୦୨୫।

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ମା ନାରାୟଣୀ ରାମନାଟ୍ୟ 🚩🐒ହନୁମାନ ଲଙ୍କାକୁ ଯିବାପାଇଁ ପ୍ରସ୍ତୁତ ହେଲେ mo-7853984324#youtubevideo

ମା ନାରାୟଣୀ ରାମନାଟ୍ୟ 🚩🐒ହନୁମାନ ଲଙ୍କାକୁ ଯିବାପାଇଁ ପ୍ରସ୍ତୁତ ହେଲେ mo-7853984324#youtubevideo

किमको ग्रान्ड डिजाइन भित्रको रहस्य || Kim Jong Un’s Grand Design 2026

किमको ग्रान्ड डिजाइन भित्रको रहस्य || Kim Jong Un’s Grand Design 2026

ବାଲିପାଟପୁର ଶ୍ରୀରାମଲୀଳା, ଲଙ୍କା ଦହନ, ଭାଗ - ୧, ହନୁମାନଙ୍କ ଲଙ୍କା ଗମନ, ୨୦୧୮।

ବାଲିପାଟପୁର ଶ୍ରୀରାମଲୀଳା, ଲଙ୍କା ଦହନ, ଭାଗ - ୧, ହନୁମାନଙ୍କ ଲଙ୍କା ଗମନ, ୨୦୧୮।

विष्णु पुराण गाथा - विष्णु का नरसिंह अवतार और हिरण्यकश्यप वध | Lord Vishnu Stories

विष्णु पुराण गाथा - विष्णु का नरसिंह अवतार और हिरण्यकश्यप वध | Lord Vishnu Stories

Meghnath Lakshman ka antim yuddh Ram Ji ko pyar karta hai to like subscribe plz all

Meghnath Lakshman ka antim yuddh Ram Ji ko pyar karta hai to like subscribe plz all

ମହାଵୀର ରାମଲୀଳା 🛕🌎🛕 ଅନୁଷ୍ଠାନଲଙ୍କା ଦହନ ରେ  🐒ହନୁମାନଙ୍କର🙏 ପ୍ରବେଶ ।😈😈😈

ମହାଵୀର ରାମଲୀଳା 🛕🌎🛕 ଅନୁଷ୍ଠାନଲଙ୍କା ଦହନ ରେ 🐒ହନୁମାନଙ୍କର🙏 ପ୍ରବେଶ ।😈😈😈

ବାଳକକୃଷ୍ଣ | Episode 67 | Baal Krishna | ବାଳକକୃଷ୍ଣଙ୍କ ଜୀବନର କାହାଣୀ | Swastik Productions India

ବାଳକକୃଷ୍ଣ | Episode 67 | Baal Krishna | ବାଳକକୃଷ୍ଣଙ୍କ ଜୀବନର କାହାଣୀ | Swastik Productions India

कर्णाली किनारको गाउँ, कैलाली, जुम्ला राजकुमारीको डुङ्गा  KARNALI CHISAPANI Pitmari Village Kailali

कर्णाली किनारको गाउँ, कैलाली, जुम्ला राजकुमारीको डुङ्गा KARNALI CHISAPANI Pitmari Village Kailali

सीता हरण | रामायण महाएपिसोड | Tilak

सीता हरण | रामायण महाएपिसोड | Tilak

କଣ ପାଇଁ ହେଲେ ତୁ ତୁ ମେ ମେ 😯!! ସରପାଳ ଶବର ଶବରାଶୀ ଦଣ୍ଡ ନୃତ୍ୟ SARAPAL  🙏🏻NAME -SHYAMA BHAI & SUBA BHAI 🙏🏻

କଣ ପାଇଁ ହେଲେ ତୁ ତୁ ମେ ମେ 😯!! ସରପାଳ ଶବର ଶବରାଶୀ ଦଣ୍ଡ ନୃତ୍ୟ SARAPAL 🙏🏻NAME -SHYAMA BHAI & SUBA BHAI 🙏🏻

ସୀତା ଚୋରି ସୁପରିଚିତ ଚନ୍ଦନ ସୀତା / Santosh Kumar Pradhan Ramayana / Ramayana Dukha Gita / Sita Harana

ସୀତା ଚୋରି ସୁପରିଚିତ ଚନ୍ଦନ ସୀତା / Santosh Kumar Pradhan Ramayana / Ramayana Dukha Gita / Sita Harana

ଶୁଣ ହନୁମାନ ତୋହର ନନ୍ଦନ | Ram Hanu Judha | Jatra Ladubaba Sarankularu | Ama Nayagarh Sanskruti

ଶୁଣ ହନୁମାନ ତୋହର ନନ୍ଦନ | Ram Hanu Judha | Jatra Ladubaba Sarankularu | Ama Nayagarh Sanskruti

Must Watch Special Challenging New Comedy Video Amazing Funny Video 2021 Episode 123 Busy Fun Ltd

Must Watch Special Challenging New Comedy Video Amazing Funny Video 2021 Episode 123 Busy Fun Ltd

Shree Ramanku Surpanakhara Prema Nibedana ll ଶ୍ରୀ ରାମଙ୍କୁ ସୁପଣଖା ର ପ୍ରେମ ନିବେଦନ ll Mixture Ramlila

Shree Ramanku Surpanakhara Prema Nibedana ll ଶ୍ରୀ ରାମଙ୍କୁ ସୁପଣଖା ର ପ୍ରେମ ନିବେଦନ ll Mixture Ramlila

PIERWSZE SPOTKANIE ARESA Z NOWYMI KURAMI - Jastrząb krąży nad gospodarstwem

PIERWSZE SPOTKANIE ARESA Z NOWYMI KURAMI - Jastrząb krąży nad gospodarstwem

ମହିରାବଣ ବଧ ଶେଷ ଦୃଶ୍ୟ ଦେଖନ୍ତୁ କିପରି ମୃତ୍ୟୁ ବରଣ କଲା ମହିରାବଣ odia mahirabana badha

ମହିରାବଣ ବଧ ଶେଷ ଦୃଶ୍ୟ ଦେଖନ୍ତୁ କିପରି ମୃତ୍ୟୁ ବରଣ କଲା ମହିରାବଣ odia mahirabana badha

राम को दोनों पुत्रो ने ललकारा | राम और लवकुश में भीषण युद्ध ~ | श्री राम का लव कुश से युद्ध

राम को दोनों पुत्रो ने ललकारा | राम और लवकुश में भीषण युद्ध ~ | श्री राम का लव कुश से युद्ध

କାଳୀୟ ଦଳନ | Kaliya Dalana | Kaliya Dalana Nacha | Deuli Kaliya Dalana | Ramanataka

କାଳୀୟ ଦଳନ | Kaliya Dalana | Kaliya Dalana Nacha | Deuli Kaliya Dalana | Ramanataka

Sahapur Kansa Badha , 2025

Sahapur Kansa Badha , 2025

LENKAKHALI||Ganjam highlight||Ramayana#***

LENKAKHALI||Ganjam highlight||Ramayana#***

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]