Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ବିଜେଡି ନେତାଙ୍କ ଘରେ ଇଡି ରେଡ୍ ବେଳେ ଆଲମାରୀ ଭର୍ତ୍ତି ଟଙ୍କା ଦେଖି ଇଡି ଆଖି ଟେରା....

Автор: Prameya News7

Загружено: 2026-01-16

Просмотров: 465

Описание:

#ଆଲମାରୀ_ଭର୍ତ୍ତି_ଟଙ୍କା #ଇଡି_ଆଖି_ଟେରା
ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ତାଙ୍କ ଲିଙ୍କରେ ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲି, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଆଦି ସ୍ଥାନରେ ରହୁଥିବା ଏକାଧିକ ବ୍ୟବସାୟୀଙ୍କ ଘରେ ବି ରେଡ୍ କରିଛି ED। ଟିକସ ଫାଙ୍କିବା, ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତେବେ ଏହି ଟଙ୍କା କେଉଁଠୁ ମିଳିଛି ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ED Raids Ganjam BJD Leader’s House, Cash Recovered from Almirah
#OdishaPolitics #EDRaid #Ganjam #MoneyLaundering #OdishaPolitics #EDRaid #Ganjam #MoneyLaundering #PrameyaNews7 #BreakingNews #OdishaNews #PoliticalScandal #IllegalMoney #CashSeizure #OdishaUpdates #PoliticalAlert #OdishaHeadlines #TrendingNews #CorruptionCase #OdishaStory #LawEnforcement #NewsUpdate #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.

For Latest News Follow us on:
Website: http://www.prameyanews7.com/
YouTube:    / prameyanews7odia  
Twitter:   / news7odia  
Facebook:   / news7odia  
Instagram:   / prameyanews7  

Podcast:
   • News7 Podcast  

Playlists :-
Doctor's Pathshala:    • Doctor's Pathshala  

ରୋଜଗାର:    • ROJAGAR | ରୋଜଗାର | News7 Odia  

Maganna Oligi:    • Maganna Oligi  

ଆରୋଗ୍ୟମ:    • Arogyam  

ବଜାର News:    • ବଜାର News | Bazar News  

ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh  

Biswas Abiswas Andhabiswas:    • Biswas Abiswas Andhabiswas  

Face To Face:    • Face To Face  

Ebe Bi Rahasya:    • Ebe Bi Rahasya  

Explore Odisha Season 3:    • Explore Odisha Season 3  

Breakfast Odisha:    • Breakfast Odisha News7  

Digital Special Stories:    • Digital Special Stories  

#PrameyaNews7 #News7 #OdishaNews

ବିଜେଡି ନେତାଙ୍କ ଘରେ ଇଡି ରେଡ୍ ବେଳେ ଆଲମାରୀ ଭର୍ତ୍ତି ଟଙ୍କା ଦେଖି ଇଡି ଆଖି ଟେରା....

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଭୁବନେଶ୍ୱରରେ ବିକ୍ରି ହେଉଛି ବିହାରରୁ ଆସୁଥିବା ଚୋରା ବନ୍ଧୁକ, ଧରିଲା ପୋଲିସ୍ | Illegal Firearms Seized In Bbsr

ଭୁବନେଶ୍ୱରରେ ବିକ୍ରି ହେଉଛି ବିହାରରୁ ଆସୁଥିବା ଚୋରା ବନ୍ଧୁକ, ଧରିଲା ପୋଲିସ୍ | Illegal Firearms Seized In Bbsr

ବିଶ୍ବଯୁଦ୍ଧ ପାଇଁ ବାଜିଲା ସାଇରନ୍ |America Attack On Greenland |Is World war 3 Coming Soon? Trump | N18G

ବିଶ୍ବଯୁଦ୍ଧ ପାଇଁ ବାଜିଲା ସାଇରନ୍ |America Attack On Greenland |Is World war 3 Coming Soon? Trump | N18G

ନବୀନଙ୍କୁ ଘାରିଛି ବିଜୟଙ୍କ ଭୟ; କଣ ରହିଛି ଭିତିରି କାରଣ ? କହିଲେ ରବି ଦାସ |Naveen Pattanaik |BJD |News Room

ନବୀନଙ୍କୁ ଘାରିଛି ବିଜୟଙ୍କ ଭୟ; କଣ ରହିଛି ଭିତିରି କାରଣ ? କହିଲେ ରବି ଦାସ |Naveen Pattanaik |BJD |News Room

ଅରବିନ୍ଦ କହିଲେ ସତ | Two MLA Expelled from BJD for anti party activities | Aravinda | Odia News

ଅରବିନ୍ଦ କହିଲେ ସତ | Two MLA Expelled from BJD for anti party activities | Aravinda | Odia News

Binjharpur ATM Loot Case | ବିଞ୍ଝାରପୁର ATM ଲୁଟ ଘଟଣାର ପର୍ଦ୍ଧାଫାଶ, ୩ଜଣ ଲୁଟେରାଙ୍କୁ ଗିରଫ କଲା ଯାଜପୁର ପୋଲିସ

Binjharpur ATM Loot Case | ବିଞ୍ଝାରପୁର ATM ଲୁଟ ଘଟଣାର ପର୍ଦ୍ଧାଫାଶ, ୩ଜଣ ଲୁଟେରାଙ୍କୁ ଗିରଫ କଲା ଯାଜପୁର ପୋଲିସ

ଆମେରିକା ଉପରେ ବଡ଼ ଆକ୍ରମଣ ! European NATO Allies Deploy Symbolic Forces To Greenland । N18G

ଆମେରିକା ଉପରେ ବଡ଼ ଆକ୍ରମଣ ! European NATO Allies Deploy Symbolic Forces To Greenland । N18G

କାହିଁକି ଭୁବନେଶ୍ୱରରେ ପହଁଚିଲେ ସମାଜବାଦୀ ମୁଖ୍ୟ ଅଖିଳେସ ଯାଦବ ||

କାହିଁକି ଭୁବନେଶ୍ୱରରେ ପହଁଚିଲେ ସମାଜବାଦୀ ମୁଖ୍ୟ ଅଖିଳେସ ଯାଦବ ||

BJD କହିଲା ଷଡ଼ଯନ୍ତ୍ରର ସତ | 5 Big Reason Of Sanatan Mahakud and Arvind Mohapatra Suspended from BJD

BJD କହିଲା ଷଡ଼ଯନ୍ତ୍ରର ସତ | 5 Big Reason Of Sanatan Mahakud and Arvind Mohapatra Suspended from BJD

ଧାନ ବିକ୍ରି କରିବା ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀ | Farmers in Jajpur Struggle to Sell Paddy

ଧାନ ବିକ୍ରି କରିବା ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀ | Farmers in Jajpur Struggle to Sell Paddy

କିଛି ସମୟ ପରେ ବଡ଼  ଆକ୍ରମଣ ! European NATO Allies Deploy Symbolic Forces To Greenland । N18G

କିଛି ସମୟ ପରେ ବଡ଼ ଆକ୍ରମଣ ! European NATO Allies Deploy Symbolic Forces To Greenland । N18G

ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା,ସନାତନୀ ସଂସ୍କୃତି ନୀତିରେ ହେବ ଯଜ୍ଞ; କୁସଂସ୍କାର, ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି

ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା,ସନାତନୀ ସଂସ୍କୃତି ନୀତିରେ ହେବ ଯଜ୍ଞ; କୁସଂସ୍କାର, ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି

୨୦୨୬ରେ ବିଶ୍ବଯୁଦ୍ଧ ନିଶ୍ଟିତ ? Breaking News |Iran America Conflicts |Trump Warns Iran |Odia News |N18G

୨୦୨୬ରେ ବିଶ୍ବଯୁଦ୍ଧ ନିଶ୍ଟିତ ? Breaking News |Iran America Conflicts |Trump Warns Iran |Odia News |N18G

ଅରବିନ୍ଦଙ୍କ ବଡ଼ ବୟାନ | Two MLA Expelled from BJD for anti party activities | Sanatan | Aravinda

ଅରବିନ୍ଦଙ୍କ ବଡ଼ ବୟାନ | Two MLA Expelled from BJD for anti party activities | Sanatan | Aravinda

“Prove the Allegations”: Arvind Mahapatra Reacts After BJD Suspension

“Prove the Allegations”: Arvind Mahapatra Reacts After BJD Suspension

Reasons That Could Lead to Suspension of Two BJD MLAs | Kalinga TV

Reasons That Could Lead to Suspension of Two BJD MLAs | Kalinga TV

ROJGAR | Momo Business & Vegetable Farming | Expert Tips For Small Business | PrameyaNews7

ROJGAR | Momo Business & Vegetable Farming | Expert Tips For Small Business | PrameyaNews7

କଟକକୁ ମାଞ୍ଜା ସୂତା ଟେନସନ, ସାବଧାନ ରାସ୍ତାରେ ଜମ ହୋଇ ଜାଗିଛି ଗୁଡ଼ି ସୂତା | Manja Thread Tension in Cuttack

କଟକକୁ ମାଞ୍ଜା ସୂତା ଟେନସନ, ସାବଧାନ ରାସ୍ତାରେ ଜମ ହୋଇ ଜାଗିଛି ଗୁଡ଼ି ସୂତା | Manja Thread Tension in Cuttack

ନବୀନଙ୍କୁ ଭେଟିଲେ ଅଖିଳେଶ ଯାଦବ, କହିଲେ ଓଡ଼ିଶାରେ ନବୀନ ପଟ୍ଟନାୟକ ବିକାଶ ଦେଖାଯାଉଛି | SP Chief Akhilesh Yadav

ନବୀନଙ୍କୁ ଭେଟିଲେ ଅଖିଳେଶ ଯାଦବ, କହିଲେ ଓଡ଼ିଶାରେ ନବୀନ ପଟ୍ଟନାୟକ ବିକାଶ ଦେଖାଯାଉଛି | SP Chief Akhilesh Yadav

Live: 4PM News |15th January | Protest At CM Mohan Majhi Residence | America Iran War|Breaking News

Live: 4PM News |15th January | Protest At CM Mohan Majhi Residence | America Iran War|Breaking News

LIVE | GHAMASAN | ଷଡଯନ୍ତ୍ର କରୁଛି କିଏ ? | PrameyaNews7

LIVE | GHAMASAN | ଷଡଯନ୍ତ୍ର କରୁଛି କିଏ ? | PrameyaNews7

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com