Niswasa Re Niswasa Full song and Lyrics||Human Sagar||Odia Sad song||
Автор: ALL IN ONE
Загружено: 2020-03-01
Просмотров: 2600
✽ Song - Niswasa Re Niswasa
✽ Singer - Human Sagar
✽ Music - Abinash Mishra
✽ Lyricist - Pravat
Full Lyrics-
ଓ ଓ
ନିଃଶ୍ୱାସ ରେ ନିଃଶ୍ୱାସ
ତୁ ଚାଲେନା ଆଉ।
ବିଶ୍ୱାସ ଭାଙ୍ଗିଛି ତୋର ସେତିକି ଥାଉ
Music.............
ମିଛ ପ୍ରେମ ଯହର ତୁ କାହିଁକି ପିଉ
ପ୍ରିୟା ପରା ତୋ ଉପରେ ସାଜିଛି ଦାଉ
ଭଲ ପାଉଥିଲୁ ଯାହାକୁ ମୋନ ଦେଇଥିଲୁ ଯାହାକୁ
ଫେରିବନି ବଧେ ସିଏ ଆଉ ତୋ ପାଖକୁଉ
ନିଃଶ୍ୱାସ ରେ ନିଃଶ୍ୱାସ
ତୁ ଚାଲେନା ଆଉ।
ବିଶ୍ୱାସ ଭାଙ୍ଗିଛି ତୋର ସେତିକି ଥାଉ
Music...................................
ସମ୍ପର୍କରେ ଟାଣିଲା ଯେ ଲକ୍ଷ୍ମଣ ଗାର
ତା ପାଇଁ ଆଖିରେ ତୋର କାହିଁ ଲୁହର ଧାର
ଓ ଅଧା ବାଟେ ଛାଡ଼ିଲା ଯେ ହାତକୁ ତୋର
ତା ପାଇଁ ଛାତିରେ କାହିଁ ଏତେ ଦରଜ ତୋର
ଭରଷା କରିଲୁ ଯାହାକୁ ନିଜର ଭାବିଲୁ ଯାହାକୁଉ
ଫେରିଁବନି ବଧେ ସିଏ ଆଉ ତୋ ପାଖକୁଉ
Music......................
ଭାଙ୍ଗିଦେଲା ଯିଏ ତୋର ସପ୍ନର ଘର
ତା ପାଇଁ କାହିଁ ତୁ ଏତେ ଅଧିର
ଓ ଓ ହେଇଗଲା ଯିଏ ତୋ ପାଇଁ ପଥର
ତା ବିନା ଚଲେନ କାହିଁ ସନ୍ଧନ ତୋର
ଆପଣାଇ ଥିଲୁ ଯାହାକୁ ସପ୍ନ ଦେଖୁଥିଲୁ ଯାହାକୁ
ଫେରିବନୀ ବଧ ସିଏ ଆଉ ତୋ ପାଖକୁଉ
........................................................................#Subscribemychannelandsupportme...
||-- ANTI-PIRACY WARNING--||
This Content is Copyright to PMT MEDIA private limited YouTube channel..
Thanks for watching🙏🙏🙏...
Доступные форматы для скачивания:
Скачать видео mp4
-
Информация по загрузке: