Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଗୀତ ଲୋଭି ଗୋବିନ୍ଦ ହେ କେଉଁ ଗୀତ ଗାଇବି | ପାଲା ଭଜନ | ଗାୟକ ସନାତନ ଦାଶ | Odia Pala | Bhakti Prathana

Автор: Bhakti Prathana

Загружено: 2025-07-31

Просмотров: 1651

Описание:

ଗୀତ ଲୋଭି ଗୋବିନ୍ଦ ହେ କେଉଁ ଗୀତ ଗାଇବି | ପାଲା ଭଜନ | ଗାୟକ ସନାତନ ଦାଶ | Odia Pala | Bhakti Prathana

#odia_pala
#pala_bhajan
#gitalovi_gobinda_he
#bhakti_prathana

ପ୍ରିୟ ଦର୍ଶକ ବନ୍ଧୁ |
ସମସ୍ତଙ୍କୁ ନମସ୍କାର | ଆପଣ ମାନେ ଦେଖୁଛନ୍ତି ଭକ୍ତି ପ୍ରାର୍ଥନା YouTube Channel | ଏହା ଏକ ସଂସ୍କୃତି ଭିତ୍ତିକ ଚେନେଲ | ଏହି ଚେନେଲ୍ ମାଧ୍ୟମରେ ଆମେ ଓଡ଼ିଶାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମୁଖରେ ପହଞ୍ଚାଇବା ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିବୁ | ବିଶେଷକରି ଓଡିଶାର ବିଦଗ୍ଧ କଳା ପାଲା ର ପ୍ରଚାର ପ୍ରସାର ପାଇଁ ଆମର ଚେଷ୍ଟା ସଦା ସର୍ବଦା ଜାରି ରହିବ | ଓଡିଶାର ପାଲା ଏକ ବିଦଗ୍ଧ କଳା | ପାଲା ପରିବେଷଣ କରୁଥିବା ଗାୟକ କିମ୍ୱା ଗାୟିକା ମାନେ ଜଣେ ଜଣେ ଗଣ ଶିକ୍ଷକ ଅଟନ୍ତି | ପାଲା ଏମିତି ଏକ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଯାହାକୁକି ସମସ୍ତ ପରିବାର ବର୍ଗ ଏକତ୍ର ବସି ଉପଭୋଗ କରିପାରିବେ ଏବଂ କିଛି ସାମାଜିକ ଶିକ୍ଷା ମଧ୍ୟ ଲାଭ କରି ପାରିବେ | ଆଧୁନିକ ସମାଜରେ ଏହି ପାଲା କଳା କିଭଳି ଭାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିବ ସେଥିପାଇଁ ଆମର ଚେଷ୍ଟା ଜାରି ରହିବ ସେଥିପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ଆମର ନିତାନ୍ତ ଆବଶ୍ୟକ | ଆପଣଙ୍କ ଭଲ ପାଇବା ରହିଲେ ଆମେ ଆଗକୁ ଆହୁରି ଅନେକ ନୁଆ ନୁଆ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚେବାର ପ୍ରୟାସ ଜାରି ରଖିବୁ | ଯଦି ଆପଣ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ କରି ନିଅନ୍ତୁ | ଯଦି ଆପଣଙ୍କର ଅଞ୍ଚଳରେ ହେଉ ଥିବା ସାଂସ୍କୃତିକ କାର୍ଯକ୍ରମ କୁ ଆମ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆମ ସହ ଯୋଗ ଯୋଗ କରନ୍ତୁ |
--------------------------------------------------------------------------------------------------------------------------------------------------------------------
BHAKTI PRATHANA, BHUBANESWAR
Mob. 7008527328
--------------------------------------------------------------------------------------------------------------------------------------------------------------------
ବି. ଦ୍ର.- ଏଥିରେ ପ୍ରସାରଣ କରାଯାଉଥିବା ସମସ୍ତ ତଥ୍ୟ ଗାୟକ କିମ୍ୱା ଗାୟିକା ଙ୍କର ନିଜସ୍ୱ ଅଟେ | ଏଥିରେ ଯଦି କିଛି ତ୍ରୁଟି ପରି ଲକ୍ଷିତ ହୁଏ ସେଥିପାଇଁ ଭକ୍ତି ପ୍ରାର୍ଥନା କର୍ତୁ ପକ୍ଷ ଦାଇ ରହିବେ ନାହିଁ |
--------------------------------------------------------------------------------------------------------------------------------------------------------------------
ସମସ୍ତଙ୍କୁ ଧନ୍ୟବାଦ୍ 🙏🙏🙏
ଜୟ ଜଗନ୍ନାଥ 🙏🙏🙏
--------------------------------------------------------------------------------------------------------------------------------------------------------------------
Please Watch Like, Share & Subscribe
Thank You For Watching 🙏🙏🙏

ଗୀତ ଲୋଭି ଗୋବିନ୍ଦ ହେ କେଉଁ ଗୀତ ଗାଇବି | ପାଲା ଭଜନ | ଗାୟକ ସନାତନ ଦାଶ | Odia Pala | Bhakti Prathana

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Odia pala bayaka Bisu//gita lovi gobinda he//ଓଡ଼ିଆ ପାଲା ଭଜନ ଗୀତ ଲୋଭି ଗୋବିନ୍ଦ ହେ//

ବାର ନାରୀ କାହାକୁ କହିବା ||ଜଣେ ମନୁଷ୍ୟ ର ସମ୍ପତି କେତେ ||ODIA PALA ||

ତମେ ପ୍ରଭୁ ବୋଲି ମୁଁ ଜାଣିବି କେମିତି | ଗାୟିକା ଜୟଶ୍ରୀ ବିଶ୍ୱାଳ | ଓଡ଼ିଆ ପାଲା | ଆମ ଲୋକକଳା | ଭକ୍ତି ପ୍ରାର୍ଥନା

ଗାୟକ ଯୁବ ସମ୍ରାଟ ନୃସିଂହ ହୋତାଙ୍କ ସମ୍ପୂର୍ଣ୍ଣ ପାଲା ମହାଭାରତ ||Nrusiha Hota Nka Sampurna Pala Mahabharat

ହୁଳହୁଳି ଯିଏ ଦିଏ ସେ ଅଲଜ୍ୟା ହୁଏ ..... କାହିଁକି ଏମିତି କହିଲେ ଗାୟକ ମହାଶୟ....#ପାଲା..... #pala

ଭୈରବ-ସୁଜାତା-ବିଜେଡି: ଦେବାଶିଷଙ୍କ ଖୋଲା ଆକ୍ରମଣ; ନବୀନ-ପାଣ୍ଡିଆନ ଥରହର ! | BJD | Politics | News Room |

ଗୋଟିଏ ଗୀତରେ ସ୍ତବ୍ଧ ହେଲା ପୁରା ବିର୍ଜାମ ଗାଁ!| ଶୁଣିଲେ ଦେହ ଶୀତେଇ ଉଠିବ ! | Birendra Juadi Kirtan At Birjam

ଭଦ୍ରକ ଜିଲ୍ଲାର ଗର୍ବ ଗୌରବ//କାନ୍ତ କବି-ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଶେଷ ଗିତ//ସବୁଥିରୁ ବଞ୍ଚିତ କରି...

Ki Kahibi Ahe Kala Sante | Kritan Ganesh | 85 Yers Old Man Kamadev Tripathy | Rudrakshya Television

ମୁହାଁ ମୁହିଁ ହେଲେ ଓଡ଼ିଶାର ଦୁଇ ସୁନାମଧନ୍ୟା ଗାୟୀକା || Gayika-Bagnibani Susri Urmila Sahoo || newpala

Koili Malika By Gayeka Banibharti Tikina Tripathy | Late Gayaka Ratna Lokanath Kar | Bhakti Prathana

ODIA PALA BHAJAN(ପାଲା ଭଜନ) || VOICE- SARAT CHANDRA DASH || URMI ENTERTAINMENT

କାହିଁକି ନାମ ହେଲା ଶ୍ରୀକ୍ଷେତ୍ର | ଗାୟିକା ଉଜ୍ବଳ ତାରକା ରୁନୁ ମନ୍ତ୍ରୀ | Odia Pala | Rudrakshya Bhakti

ଗାୟକ କାହାକୁ କହିଲେ ମୋ ବାଳ ତୁ (ବାଳର ଅର୍ଥ କଣ) | Gayak Nrusingh Charan Hota | Ladhei Pala |Sanskar Odia

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଗାୟିକାଙ୍କ ମଧ୍ୟରେ ଲଢେ଼ଇ.. Ladies Sankritana//Viral Video

ଧନୁ ଭଙ୍ଗ | ଗାୟକ ପୀୟୂଷ, ବିଶ୍ବନାଥ ସ୍ବାଇଁ | #Gayak #BiswanathSwain #sjprf #BadiPala #OdiaPala | Part-1

କେବେ କଳିକାଳରେ ସାତ ଦିନ ସାତ ରାତି ଅନ୍ଧାର ହେବKebe kalikalare sata Dina sata Rati andhar hebaNrusiha hota

ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା //ଓଡ଼ିଆ ପାଲା

Karpura Gauram karunavataram sansara Saram bhujagendra Haram#odiasankirtan

ଲଢେଇ ପାଲା ଦେଖି ଦର୍ଶକମାନେ ଖୁସି ହୋଇଗଲେ // Ladhei Pala By Nrusingh Hota & Sanatan Das // Sanskar Bhakti

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]