ନବରଙ୍ଗପୁର ରେ ବିଜେଡି ର ମିଶ୍ରଣ ପର୍ବ | 20 ରୁ ଅଧିକ ମହିଳା ବିଜେପି ରୁ ଆସି ବିଜେଡି ରେ ସାମିଲ ହେଲେ
Автор: Sanghar Live
Загружено: 2024-04-09
Просмотров: 2376
ନବରଙ୍ଗପୁର ରେ ବିଜେଡି ର ମିଶ୍ରଣ ପର୍ବ | 20 ରୁ ଅଧିକ ମହିଳା ବିଜେପି ରୁ ଆସି ବିଜେଡି ରେ ସାମିଲ ହେଲେ @SangharLive
ନବରଙ୍ଗପୁର ବିଜେଡି କାର୍ଯ୍ୟଳୟ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି ! ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରିଗ୍ରାମର ନାୟବ ସରପଞ୍ଚ ରଶ୍ମିତା ସାହୁ , ରମ୍ବା ସୌରା, ସୌରା ସମାଜ ର ସଭାପତି ସମେତ ୨0 ରୁ ଉର୍ଦ୍ଧ ମହିଳା ବିଜେପି ଛାଡି ବିଜେଡିରେ ସାମିଲ ହେଇଛନ୍ତି ! ଆଗାମୀ ଦିନରେ ବିଜେଡି ପାଇଁ କାମ କରିବୁ ବୋଲି କହିଛନ୍ତି ! ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ , ବିଜେଡି ର ବିଧାୟକ ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ରବି ପଟ୍ଟନାୟକ, ସୁନୀଲ ସାହୁ, ଅରୁଣ ମିଶ୍ର, ଦୟା ବିଷୋୟୀ, ତାପସ ତ୍ରିପାଠୀ, ସିମାଞ୍ଚଳ ପାଢ଼ୀ, ପ୍ରମଦ ରଥ, ପୁର୍ଣ ଚନ୍ଦ୍ର ମହାପାତ୍ର, ମାଟା ବାଲାଜୀ, ନନ୍ଦ ନାୟକ ସମେତ ବହୁ କର୍ମୀ ଉପସ୍ଥିତ ରହି ବିଜେପି ଛାଡି ବିଜେଡି ରେ ଯୋଗଦାନ କରିଥିବା ମହିଳା ମାନଙ୍କୁ ସ୍ୱାଗତ ଜଣାଇବାସହ ପୁଷ୍ପ ଗୁଞ୍ଚ ଦେଇ ସମର୍ଦ୍ଧନା ଜଣାଇଥିଲେ !
ସମ୍ବାଦିକ - ବି ଶ୍ରୀନିବାସ ପାତ୍ର ନ୍ୟାସନାଲ ରିପୋର୍ଟର୍ ଙ୍କ ସହ ନବରଙ୍ଗପୁର ରୁ ବେଣୁ ଗୋପାଳ ରାଓ ଙ୍କ ରିପୋର୍ଟ ସହାର ଓଡିଶା ଲାଇଭ
#nabarangpur #nabarangapur #odishanews #odisha #bjp #bjd #sangharlive #breakingnews
Доступные форматы для скачивания:
Скачать видео mp4
-
Информация по загрузке: