ଧାନ ବିକ୍ରୀ ପାଇଁ ଜିଲ୍ଲାପାଳଙ୍କ ପାଦତଳେ ଧାନ ରଖି ମୁଣ୍ଡିଆ ମାରିଲା ଅନ୍ନଦାତା,ବଦଳରେ ମିଳିଲା ଧମକ, ରାଗିଲେ ଚାଷୀ
Автор: Aaina ( ଆଇନା ) - The Mirror
Загружено: 2025-12-13
Просмотров: 3734
Aaina (ଆଇନା )
ବରଗଡ଼ ଜିଲ୍ଲାପାଳ ଗୋଡତଳେ ଧାନ ରଖି ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରିକଲେ ଚାଷୀ । ସରକାରୀ ଗସ୍ତ ରେ ପଦ୍ମପୁର ଆସିଥିବା ସମୟରେ ବରଗଡ଼ ଜିଲ୍ଲାପାଲ ଙ୍କ ଗୋଡତଳେ ଧାନ ରଖି ମୁଣ୍ଡିଆମାରି ଧାନ କିଣିବାକୁ ଗୁହାରିକଲେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଧାନ କିଣାର ସମସ୍ୟା ଲାଗି ରହିଛି । କେଉଁଠି ମଣ୍ଡିରୁ ଧାନ ଉଠୁନାହିଁ ତ କାହାର କମ ଟୋକନ୍ ଆସିଥିବା ବେଳେ କାହାର ଆଦୌ ଟୋକନ୍ ଆସିନାହିଁ । ଚାଷୀ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ତେଣୁ ଆଜି ଜିଲ୍ଲାପାଳଙ୍କ ଗୋଡ଼ ତଳେ ଧାନ ରଖି ମୁଣ୍ଡିଆ ମରିଛନ୍ତି । ଏହା ପରେ ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଚାଷୀ ପ୍ରତିବାଦ କରିଛନ୍ତି । ତେବେ ବରଗଡ଼ ଆସନ୍ତା ସୋମବାର ସୁଦ୍ଧା ଧାନ ଉଠିବା ସମସ୍ୟା ର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦେଇଛି ଚାଷୀ ।
#ଚାଷୀ_ଦୁଃଖ
#ଧାନ_ବିକ୍ରୀ_ସଙ୍କଟ
#ଜୟ_କିଷାନ
#ଚାଷୀର_ସ୍ୱାଭିମାନ
#ପଦ୍ମପୁର
#ବରଗଡ଼_ଜିଲ୍ଲା
#ଚାଷୀ_ଆନ୍ଦୋଳନ
#କୃଷକ_ସମସ୍ୟା
#FarmerCrisis
#BargarhNews
#Padampur
#FarmerDistress
#PaddyProcurement
#FarmerProtest
#JusticeForFarmers
Доступные форматы для скачивания:
Скачать видео mp4
-
Информация по загрузке: